ETV Bharat / bharat

ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ: CRPF ଗାଡିକୁ ଗ୍ରେନେଡ ଆଟାକ, 7 ଆହତ

author img

By

Published : Jun 6, 2021, 6:17 PM IST

ସିଆରପିଏଫ ଗାଡିକୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ଏହି ଘଟଣାରେ କିଛି ସ୍ଥାନୀୟ ଲୋକେ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ...

ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ; CRPF ଗାଡିକୁ ଗ୍ରେନେଡ ଆଟାକ, 7 ଆହତ

ଶ୍ରୀନଗର: ଜମ୍ମୁକାଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ । ସିଆରପିଏଫ ଗାଡିକୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ଏହି ଘଟଣାରେ କିଛି ସ୍ଥାନୀୟ ଲୋକେ ଆହତ ହୋଇଥିବା ସୂଚନା । ସୌଭାଗ୍ୟବଶତଃ ଘଟଣାରେ କାହାରି ଜୀବନକୁ କ୍ଷତି ପହଞ୍ଚିନାହିଁ ।

ଆତଙ୍କବାଦୀଙ୍କ ପକ୍ଷରୁ ପୁଲୱାମାର ତ୍ରାଳରେ ଗ୍ରେନେଡ ଜରିଆରେ ସିଆରପିଏଫ ଗାଡି ଉପରକୁ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣରେ 7 ଜଣ ସ୍ଥାନୀୟ ଲୋକେ ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଠାରେ ଏମାନଙ୍କ ଚିକିତ୍ସା ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.