ETV Bharat / bharat

ବିବାଦ ପରେ ଟିକା ଦର ହ୍ରାସ କରିବାକୁ ନିର୍ମାତା କମ୍ପାନୀକୁ କେନ୍ଦ୍ରର ନିର୍ଦ୍ଦେଶ - ଟିକା ଦର

ଟିକା ଦର କମାଇବାକୁ ନିର୍ମାତା କମ୍ପାନୀକୁ ସରକାର ଦେଇଛନ୍ତି ନିର୍ଦ୍ଦେଶ । ଏହାପୂର୍ବରୁ ଟିକା ଦର ବୃଦ୍ଧିକୁ ନେଇ ବିବାଦ ଉପୁଜିଥିଲା । ଅଧିକ ପଢନ୍ତୁ...

ବିବାଦ ପରେ ଟିକା ଦର ହ୍ରାସ କରିବାକୁ ନିର୍ମାତା କମ୍ପାନୀକୁ କେନ୍ଦ୍ରର ନିର୍ଦ୍ଦେଶ

author img

By

Published : Apr 26, 2021, 8:00 PM IST

ନୂଆଦିଲ୍ଲୀ: ଦେଶରେ ତୃତୀୟ ପର୍ଯ୍ୟାୟ ଟୀକାକରଣ ପୂର୍ବରୁ ଚାଲିଥିବା ଭ୍ୟାକ୍ସିନ ଦର ବିବାଦକୁ ନେଇ ଚେତିଲେ କେନ୍ଦ୍ର ସରକାର । ଟିକା ଦର କମାଇବାକୁ ନିର୍ମାତା କମ୍ପାନୀକୁ ସରକାର ଦେଇଛନ୍ତି ନିର୍ଦ୍ଦେଶ ।

ମେ ପହିଲାରୁ ଦେଶରେ ହେବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ଟୀକାକରଣ । ଏହାପୂର୍ବରୁ ଟିକା ଦର ବୃଦ୍ଧିକୁ ନେଇ ବିବାଦ ଉପୁଜିଥିଲା । ଏଥିପାଇଁ ସରକାରଙ୍କୁ ଘେରିଥିଲେ ବିରୋଧୀ । ଏହା ପରେ ସରକାର ଟିକା ନିର୍ମାତା କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକକୁ ଭ୍ୟାକ୍ସିନ ଦର ହ୍ରାସ କରିବାକୁ କହିଛନ୍ତି ।

ନିକଟରେ କୋଭିସିଲ୍ଡ ଭ୍ୟାକ୍ସିନର ନୂଆ ଦାମ ମଧ୍ୟ ଘୋଷଣା କରିଥିଲା ସେରମ ଇନଷ୍ଟିଚ୍ୟୁଟ । କୋଭିସିଲ୍ଡ ଟିକାର ଦର ଧାର୍ଯ୍ୟ କରିଥିଲା ସେରମ ଇନଷ୍ଟିଚ୍ୟୁଟ । ଖୋଲା ବଜାରରେ ଟିକା ବିକ୍ରି ପାଇଁ ଦର ଧାର୍ଯ୍ୟ କରିଥିଲା କମ୍ପାନୀ ।

କମ୍ପାନୀର ନିଷ୍ପତ୍ତି ଅନୁଯାୟୀସ, ଡୋଜ ପିଛା ରାଜ୍ୟ ସରକାର 400 ଟଙ୍କା ଦେବେ । ସେହିପରି ଘରୋଇ ହସ୍ପିଟାଲକୁ ଡୋଜ ପିଛା 600 ଟଙ୍କା ଦେବାକୁ ପଡିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.