ETV Bharat / bharat

ହାଇଦ୍ରାବାଦରୁ 1 କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ସୁନା ଜବତ

author img

By

Published : May 18, 2021, 10:16 AM IST

ହାଇଦ୍ରାବାଦ ଏୟାରପୋର୍ଟରୁ 1 କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ସୁନା ଜବତ ହୋଇଛି । ଅଧିକ ପଢନ୍ତୁ...

ହାଇଦ୍ରାବାଦରୁ 1 କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ସୁନା ଜବତ
ହାଇଦ୍ରାବାଦରୁ 1 କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ସୁନା ଜବତ

ହାଇଦ୍ରାବାଦ: ତେଲେଙ୍ଗାନାର ହାଇଦ୍ରାବାଦ ଏୟାରପୋର୍ଟରେ ପୋଲିସ 1 କୋଟି 20 ଲକ୍ଷରୁ ଊର୍ଦ୍ଧ୍ବ ମୂଲ୍ୟର ସୁନାକୁ ଜବତ କରିଛି । ଦୁବାଇରୁ ଏହି ସୁନା ନେଇ ଆସୁଥିବା 2 ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

ଜବତ ହୋଇଥିବା ସୁନାର ମୂଲ୍ୟ 2.4 କେଜି ବୋଲି ଜଣାପଡିଛି । ତେବେ ଏମାନେ ଦୁବାଇରୁ ଏହି ସୁନାର ଚୋରା ଚାଲାଣ କରୁଥିଲେ । ଏହି 2 ଜଣ ବିମାନଯାତ୍ରୀ ତାଙ୍କ ପ୍ୟାଣ୍ଟ ପକେଟରେ ଏହି ହଳଦିଆ ଧାତୁ ବା ସୁନାକୁ ଲୁଚାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ସେମାନଙ୍କ ସହ ଆଉ କେହି ଏହି ଚୋରା ଚାଲାଣ ଜଡିତ ଅଛି କି ନାହିଁ ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ପୋଲିସ ସେମାନଙ୍କୁ ଅଟକ ରଖି ଅଧିକ ପଚରାଉଚୁରା କରିବା ସହିତ ସୁନାକୁ ଜବତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.