ETV Bharat / bharat

ଉତ୍ତରାଖଣ୍ଡ ଉଦ୍ଧାର ଉଦ୍ୟମ ସଫଳ, ବିଶ୍ବ ଗଣମାଧ୍ୟମରେ ଚର୍ଚ୍ଚା - ଉତ୍ତରାଖଣ୍ଡ ଟନେଲ ଦୁର୍ଘଟଣା

ଉତ୍ତରାଖଣ୍ଡ ଟନେଲ ଦୁର୍ଘଟଣାରେ 17 ଦିନ ଜାରି ରହିଥିବା ଉଦ୍ଧାରକାର୍ଯ୍ୟ ସଫଳ ହୋଇଛି । 41 ଶ୍ରମିକ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ଏହାକୁ ନେଇ ସବୁଠି ଚର୍ଚ୍ଚା । ବିଶ୍ବ ମିଡିଆରେ ମଧ୍ୟ ଏହି ସଫଳତାର ଚର୍ଚ୍ଚା ହୋଇଛି । ଅଧିକ ପଢନ୍ତୁ

Global media on uttarakhand tunnel operation
uttarakhand tunnel rescue operation
author img

By ETV Bharat Odisha Team

Published : Nov 29, 2023, 8:03 AM IST

ନୂଆଦିଲ୍ଲୀ: ଉତ୍ତରକାଶୀରେ ଯେଉଁ ଯୁଦ୍ଧରେ ବିଜୟ ମିଳିଛି । ଯେଉଁଠି ମେସିନ ନୁହେଁ ମଣିଷ ବିଜୟ ଦେଇଛନ୍ତି । ଯେଉଁଠି ସୁଡଙ୍ଗକୁ ଭେଦ କରିବାରେ ମେସିନ ଫେଲ ମାରିଗଲା ସେଠି ମଣିଷଙ୍କ ସାହସ କାମରେ ଆସିଲା । ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲ ଦୁର୍ଘଟଣାରେ ଫସିରହିଥିବା ସେହି 41 ଜୀବନ 17 ଦିନ ପରେ ସୁରକ୍ଷିତ ବାହାରକୁ ବାହାରିଛନ୍ତି । ଆମେରିକାକୁ ଆସିଥିବା ଅଗର ମେସିନ ଭାଙ୍ଗି ଯିବାରୁ ରାଟ ହୋଲ ମାଇନିଂ ଜରିଆରେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିଲା । ଯାହା ସଫଳ ହେଲା । ପାଇପ୍‌ଲାଇନ ଜରିଆରେ ଶ୍ରମିକଙ୍କୁ ବାହାରକୁ ଅଣାଯାଇଥିଲା । 17 ଦିନ ହେବ ଚାଲିଥିବା ଅପରେସନର ସଫଳତାକୁ ନେଇ ସବୁଠି ଚର୍ଚ୍ଚା । ବିଶ୍ବ ମିଡିଆରେ ମଧ୍ୟ ଏହାର ଚର୍ଚ୍ଚା ହୋଇଛି ।

  • All 41 workers trapped in a collapsed tunnel in India have been rescued after a 17-day operation drilling through rock and debris https://t.co/iAll50Pbhi

    — CNN (@CNN) November 28, 2023 " class="align-text-top noRightClick twitterSection" data=" ">

ଶ୍ରମିକଙ୍କ ଉଦ୍ଧାରକାର୍ଯ୍ୟକୁ ବିଶ୍ବ ଗଣମାଧ୍ୟମରେ ପ୍ରସାର କରାଯାଇଛି । ପଡ଼ୋଶୀ ପାକିସ୍ତାନ, ଆମେରିକା ନେପାଳ, ବ୍ରିଟେନ ତଥା ବିଶ୍ବ ଗଣମାଧ୍ୟମରେ ଏହା କଭର କରାଯାଇଛି । ବ୍ରିଟେନ ମିଡିଆ ବିବିସିରେ ଭାରତୀୟ ଉଦ୍ଧାରକାରୀ ଟିମକୁ ସଫଳତା ମିଳିଥିବା ଉଲ୍ଲେଖ୍ୟ କରିଛି । ଟିମ୍‌ ଶ୍ରମିକଙ୍କ ନିକଟତର ହୋଇଥିବା ଓ ରାଟ୍‌ ହୋଲ୍‌ ମାଇନିଂ କରାଯାଇଥିବା କଥା ବିବିସି ପ୍ରକାଶ କରିଛି । ସେହିପରି ଆମେରିକା ନ୍ୟୁୟର୍କ ଟାଇମ୍ସ, ସିଏନଏନ, ପାକିସ୍ତାନର ଦ ଡନ୍, ନୋପାଳର କାଠମାଣ୍ଡୁ ପୋଷ୍ଟ, ଜର୍ମାନୀର ଦ ଗାର୍ଡିଅନ, କତାର ଗଣମାଧ୍ୟମ ଅଲ ଜଜିରା, ଉଦ୍ଧାରକାର୍ଯ୍ୟ ପ୍ରସାର କରିବା ସହ ସଫଳତା ବାବଦରେ ଉଲ୍ଲେଖ୍ୟ କରିଛନ୍ତି ।

  • After a 17-day effort to free dozens of Indian construction workers trapped inside a Himalayan road tunnel, rescuers finally cleared a path through debris on Tuesday and pulled the 41 men out, ending an excruciating wait. https://t.co/JDrITOLMnE pic.twitter.com/nxSD5oaiOU

    — The New York Times (@nytimes) November 28, 2023 " class="align-text-top noRightClick twitterSection" data=" ">

ନଭେମ୍ବର 12 ତାରିଖ । ଯେବେ ସାରା ଦେଶ ଦୀପାବଳି ପାଳନ କରୁଥିଲା ସେବେ ଘଟିଯାଇଥିଲା ଉତ୍ତରାଖଣ୍ଡ ଟନେଲ ଦୁର୍ଘଟଣା । ଅନ୍ଧାରୀ ସୁଡଙ୍ଗରେ ଫସି ରହିଥିଲା 41 ଜୀବନ । ନଭେମ୍ବର 12ରୁ 28 ତାରିଖ 17 ଦିନ ହେବ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଚାରିଥିଲା । ଅତ୍ୟାଧୁନିକ ଅଗର ମେସିନରେ ଉଦ୍ଧାରକାର୍ଯ୍ୟ ଚାଲିଥିଲା । ହେଲେ ମେସିନ ଫେଲ ମାରିଥିଲା । ରାସ୍ତାରେ ପଥର ପଡ଼ିବାକୁ ମେସିନ ଭାଙ୍ଗି ଥିଲା । ଶେଷରେ ରାଟ୍‌ ହୋଲ୍‌ ମାଇନିଂ ପନ୍ଥା ଆପଣା ଯାଇଥିଲା । ଯାହା ମେସିନ କରି ପାରିଲାନି, ତାହା କରି ଦେଖାଇଲେ ରାଟ୍‌ ହୋଲ ମାଇନର୍‌ । 17 ଦିନ ହେବ ସୁଡ଼ଙ୍ଗରେ ଫସି ରହିଥିବା ଶ୍ରମିକ ଶେଷରେ ମାନୁଆଲ ଡ୍ରିଲିଂ କରାଯାଇଥିଲା । ଯାହା ସଫଳ ହୋଇଥିଲା । ଦେବଧୂର ସାଜିଥିଲେ ରାଟ୍‌ ହୋଲ ମାଇନର । ଏହା ପରେ ନଭେମ୍ବର 28 ତାରିଖ ରାତି ପ୍ରାୟ 9ଟା ସମୟରେ ସମସ୍ତ ଶ୍ରମବୀରଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ଏହାକୁ ନେଇ ଗ୍ଲୋବାଲ ମିଡିଆରେ ଚର୍ଚ୍ଚା ହୋଉଛି ।

  • Indian rescuers say very close to reaching 41 men trapped in tunnel

    The men, low-wage workers from India’s poorest states, have been stuck in the 4.5 km tunnel in Uttarakhand state since it collapsed on November 12.https://t.co/Iw8kM38ahg

    — The Kathmandu Post (@kathmandupost) November 28, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...17 ଦିନ ପରେ ଅନ୍ଧାର ସୁ଼ଡଙ୍ଗରୁ ବାହାରିଲେ 41 ଶ୍ରମିକ, ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ

ଏହା ବି ପଢନ୍ତୁ...ଟନେଲରୁ ସମସ୍ତ 41 ଶ୍ରମିକ ସୁରକ୍ଷିତ ଉଦ୍ଧାର, ପଠାଯାଉଛି ହସ୍ପିଟାଲ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.