ETV Bharat / bharat

ଅନନ୍ତନାଗରେ ଏନକାଉଣ୍ଟର, 4 ଆତଙ୍କୀ ନିପାତ - terrorists

ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଶ୍ରୀଗୁଫୱାରାର ଶାଲଗୁଲ ଜଙ୍ଗଲ ଅଞ୍ଚଳରେ ଏନକାଉଣ୍ଟର ଆରମ୍ଭ ହୋଇଛି। ଏହି ଏନକାଉଣ୍ଟରରେ 4 ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଅଧିକ ପଢନ୍ତୁ...

ଅନନ୍ତନାଗରେ ଏନକାଉଣ୍ଟକର, 4 ଆତଙ୍କୀ ନିପାତ
ଅନନ୍ତନାଗରେ ଏନକାଉଣ୍ଟକର, 4 ଆତଙ୍କୀ ନିପାତ
author img

By

Published : Feb 24, 2021, 12:39 PM IST

ଶ୍ରୀନଗର: ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଶ୍ରୀଗୁଫୱାରାର ଶାଲଗୁଲ ଜଙ୍ଗଲ ଅଞ୍ଚଳରେ ଏନକାଉଣ୍ଟର ଆରମ୍ଭ ହୋଇଛି। ଏହି ଏନକାଉଣ୍ଟରରେ 4 ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

ଅନନ୍ତନାଗରେ ଏନକାଉଣ୍ଟକର, 4 ଆତଙ୍କୀ ନିପାତ

ସୁରକ୍ଷା ବାହିନୀ ପକ୍ଷରୁ ସନ୍ଦିଗ୍ଧ ସ୍ଥାନରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ଏନକାଉଣ୍ଟର କରିଛନ୍ତି । ତେବେ ଅନନ୍ତନାଗ ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି । CRPF ସୂତ୍ର ଅନୁସାରେ, ଅନନ୍ତନାଗରେ ଚାଲିଥିବା ଏନକାଉଣ୍ଟର ସ୍ଥାନରେ 2-3 ଆତଙ୍କବାଦୀ ଫସି ରହିଥିବା ଜଣାପଡିଥିଲା । ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରିଥିଲେ । ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ସର୍ଚ୍ଚ ଅପରେସନ ଆରମ୍ଭ କରିବା ପରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା।

ଫେବୃଆରୀ 19 ରେ ଜାମ୍ମୁ କାଶ୍ମୀରର ସୋପିଆନ୍ ଜିଲ୍ଲାର ବାଦିଗାମ ଅଞ୍ଚଳରେ ହୋଇଥିବା ଏକ ଏନକାଉଣ୍ଟରରେ ଲସ୍କର-ଏ-ତୋଏବା (LeT) ସହିତ ଜଡିତ ତିନି ଜଣ ଆତଙ୍କବାଦୀଙ୍କର ନିହତ ହୋଇଥିଲେ । ଅନ୍ୟପକ୍ଷେ ସୋପିଆନ୍‌ରେ ହୋଇଥିବା ଏନକାଉଣ୍ଟରରେ ଜଣେ ସ୍ବତନ୍ତ୍ର ପୋଲିସ କର୍ମଚାରୀ ଏବଂ ଜଣେ ସ୍ଥାନୀୟ ପୋଲିସ ଆହତ ହୋଇଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.