ETV Bharat / bharat

ଜମ୍ମୁ-କାଶ୍ମୀରରେ ପ୍ରକୃତିର ତାଣ୍ଡବ: ବାଦଲ ଫଟା ବର୍ଷାରେ 6 ମୃତ, 30ରୁ ଊର୍ଦ୍ଧ୍ବ ନିଖୋଜ

author img

By

Published : Jul 28, 2021, 10:20 AM IST

Updated : Jul 28, 2021, 10:50 AM IST

ମହାମାରୀ କାଳରେ ପ୍ରକୃତିର ତାଣ୍ତବ । ଜମ୍ମୁ କାଶ୍ମୀର କିଶଓ୍ବାର ଜିଲ୍ଲାରେ ବାଦଲ ଫଟା ବର୍ଷାରେ 6 ଜଣଙ୍କ ମୃତ୍ୟୁ ହୋଇଥିବା ବେଳଏ ୩୬ ଜଣ ନିଖୋଜ ରହିଛନ୍ତି । ଅଧିକ ପଢନ୍ତୁ...

ବାଦଲ ଫଟା ବର୍ଷାର ୪ ମୃତ, ୪୦ ନିଖୋଜ
ବାଦଲ ଫଟା ବର୍ଷାର ୪ ମୃତ, ୪୦ ନିଖୋଜ

ଶ୍ରୀନଗର: ମହାମାରୀ କାଳରେ ପ୍ରକୃତିର ତାଣ୍ତବ । ଜମ୍ମୁ କାଶ୍ମୀର କିଶଓ୍ବାର ଜିଲ୍ଲାରେ ବାଦଲ ଫଟା ବର୍ଷାରେ 6 ଜଣଙ୍କ ମୃତ୍ୟୁ ହୋଇଥିବା ବେଳଏ ୩୬ ଜଣ ନିଖୋଜ ରହିଛନ୍ତି । ଏନେଇ ଆର୍ମି ଓ ଏସଡିଆରଏଫ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାର କରାଯାଇଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।

ସେପଟେ, ଏନେଇ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ, ମଧ୍ୟ ଏକ ଟୁଇଟ କରିଛନ୍ତି । ବାଦଲ ଫଟା ବର୍ଷାରେ 6 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ୪୦ ଲୋକେ ଏବେବି ନିଖୋଜ ରହିଛନ୍ତି । ସେନା ଓ ଏସଡିଆରଏଫ ଦ୍ବାରା ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି । ବାଦଲଫଟା ବର୍ଷା ଯୋଗୁଁ କିଶଓ୍ବାର ଜିଲ୍ଲାର ହୋଞ୍ଚର ଗାଁରେ ୯ଟି ଘର ମଧ୍ୟ ଭାଙ୍ଗି ଯାଇଛି । ଗାଁରେ ମଧ୍ୟ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିବା ଜିଲ୍ଲାର ଡେପୁଟି କମିଶନର ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Jul 28, 2021, 10:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.