ETV Bharat / bharat

କେରଳର ପୂର୍ବତନ ଗୃହମନ୍ତ୍ରୀଙ୍କୁ ହତ୍ୟା ଧମକ

କଂଗ୍ରେସ ବିଧାୟକ ତଥା କେରଳର ପୂର୍ବତନ ଗୃହମନ୍ତ୍ରୀ ଥିରୁଭାନଚୋର ରାଧାକ୍ରିଷ୍ଣନଙ୍କୁ ଧମକ ପୂର୍ଣ୍ଣ ଚିଠି । ଅଧିକ ପଢନ୍ତୁ...

କେରଳର ପୂର୍ବତନ ଗୃହମନ୍ତ୍ରୀଙ୍କୁ  ହତ୍ୟା ଧମକ
କେରଳର ପୂର୍ବତନ ଗୃହମନ୍ତ୍ରୀଙ୍କୁ ହତ୍ୟା ଧମକ
author img

By

Published : Jul 1, 2021, 9:40 AM IST

ଥିରୁଅନନ୍ତପୁରମ: କଂଗ୍ରେସ ବିଧାୟକ ତଥା କେରଳର ପୂର୍ବତନ ଗୃହମନ୍ତ୍ରୀ ଥିରୁଭାନଚୋର ରାଧାକ୍ରିଷ୍ଣନଙ୍କୁ ଧମକ ପୂର୍ଣ୍ଣ ଚିଠି ଯଦି 10 ମଧ୍ୟରେ ଦେଶ ନଛାଡନ୍ତି ତେବେ ତାଙ୍କୁ ଓ ତାଙ୍କ ପରିବାରକୁ ହତ୍ୟା କରାଯିବ ବୋଲି ଏକ ଏକ ଅଜ୍ଞାତ ଚିଠି ମିଳିଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ସେ କେରଳ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା କରିଛନ୍ତି । ତେବେ ରାଧାକ୍ରିଷ୍ଣନ୍ ଏବେ କୋଟାୟାମର ବିଧାୟକ ଅଛନ୍ତି ।

ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କୋଝିକୋଡେରେ ଥିବା ତାଙ୍କ କ୍ବାର୍ଟରରୁ ଏହି ଚିଠି ମିଳିଛି । ଯେତେବେଳେ ସେ ରାଜ୍ୟ ଗୃହମନ୍ତ୍ରୀ ଥିଲେ ଆରଏମପି ନେତା ଟି.ପି ଚନ୍ଦ୍ରଶେଖରନଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସିପିଆଇ (ଏମ୍) କର୍ମୀଙ୍କୁ ସେ ଏନେଇ ସନ୍ଦେହ କରୁଛନ୍ତି ।

ଏହି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଜାମିନରେ ଅଛନ୍ତି ଏବଂ ଅନ୍ୟ ଜଣେ ପାରୋଲରେ ଅଛନ୍ତି । ଯଦି କେହି ଏପରି ଧମକପୂର୍ଣ୍ଣ ଚିଠି ଲେଖିଛନ୍ତି, ତେବେ ସେମାନେ ମୋର କାର୍ଯ୍ୟକଳାପ ଯୋଗୁଁ ଆଘାତ ପାଇଥିବେ । ଏହା ପଛରେ କିଏ ଅଛି ସେନେଇ ମୋ ପାଖରେ କୌଣସି ପ୍ରମାଣ ନାହିଁ । କିନ୍ତୁ ଏହାର ଯାଞ୍ଚ କରିବାକୁ ପଡିବ । ଯେତେବେଳେ ମୁଁ ଏହି ଚିଠି ପାଇଥିଲି ସେତେବେଳେ ମୁଁ କେରଳ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏକ ଚିଠି ଲେଖି ଅଭିଯୋଗ କରିଥିଲି ବୋଲି ରାଧାକ୍ରିଷ୍ଣନ୍ କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.