ETV Bharat / bharat

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ନେତାଜୀ ପୁରସ୍କାର 2022

author img

By

Published : Jan 24, 2022, 7:08 AM IST

ନେତାଜୀଙ୍କ ୧୨୫ ତମ ଜନ୍ମବାର୍ଷିକୀ ଅବସରରେ କୋଲକାତାରେ ନେତାଜୀ ରିସର୍ଚ୍ଚ ବ୍ୟୁରୋ ପକ୍ଷରୁ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ନେତାଜୀ ପୁରସ୍କାର 2022 ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ନେତାଜୀ ପୁରସ୍କାର 2022
ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ନେତାଜୀ ପୁରସ୍କାର 2022

ନୂଆଦିଲ୍ଲୀ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ନେତାଜୀ ପୁରସ୍କାର 2022 । ନେତାଜୀଙ୍କ ୧୨୫ ତମ ଜନ୍ମବାର୍ଷିକୀ ଅବସରରେ କୋଲକାତାରେ ନେତାଜୀ ରିସର୍ଚ୍ଚ ବ୍ୟୁରୋ ପକ୍ଷରୁ ଏହା ପ୍ରଦାନ କରାଯାଇଛି । ଜାପାନର କନସୁଲ୍ ଜେନେରାଲ୍ ଯୋଗ ଦେଇ ଏହା ଗ୍ରହଣ କରିଛନ୍ତି ।

କୋଲକାତାରେ ନେତାଜୀଙ୍କ 125 ତମ ଜନ୍ମ ବାର୍ଷିକୀରେ ଅବସରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଏଲଗିନ ରୋଡ୍ ବାସଭବନରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ନେତାଜୀ ପୁରସ୍କାର 2022 ସମ୍ମାନ ପ୍ରଦାନ କରାଯାଇଛି । ଆବେଙ୍କ ଅନୁପସ୍ଥିତିରେ ଜାପାନର କନସୁଲ୍ ଜେନେରାଲ୍ ନାକାମୁରା ୟୁଟାକା ପୁରସ୍କାର ଗ୍ରହଣ କରିଛନ୍ତି । ଭାରତରେ ଜାପାନର ରାଷ୍ଟ୍ରଦୂତ ସତୋଶୀ ସୁଜୁକି ଏହି କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରୁ ଭର୍ଚୁଆଲରେ ଯୋଗଦେଇଥିଲେ ।

ରବିବାର ମହାନ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀରେ ଇଣ୍ଡିଆ ଗେଟରେ ନେତାଜୀଙ୍କ ହୋଲଗ୍ରାମ ପ୍ରତିମୂର୍ତ୍ତି ଉନ୍ମୋଚିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗ୍ରାନାଇଟରେ ନିର୍ମିତ ହେବାକୁ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତିର ନିର୍ମାଣ କାର୍ଯ୍ୟ ଶେଷ ହେବା ଯାଏ ଇଣ୍ଡିଆ ଗେଟରେ ଏହି ହୋଲୋଗ୍ରାମ ପ୍ରତିମୂର୍ତ୍ତି ସ୍ଥାନିତ ହୋଇ ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.