ETV Bharat / bharat

କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ, ସୁରକ୍ଷିତ ଉଦ୍ଧାର ହେଲେ 50 ରୋଗୀ

ଅହମ୍ମଦାବାଦର ଏକ କମ୍ପେଲ୍ସରେ ଅଗ୍ନିକାଣ୍ଡ । କମ୍ପେଲ୍ସକର 4ର୍ଥ ମହଲାରେ ହସ୍ପିଟାଲ ମଧ୍ୟ ଥିବା ସୂଚନା । ଶିଶୁଙ୍କ ସମେତ ମୋଟ 50 ଜଣ ସୁରକ୍ଷିତ ଉଦ୍ଧାର । ନିଆଁକୁ ଆୟତ୍ତ କରିବାକୁ ଲାଗିଛନ୍ତି 27ରୁ ଅଧିକ ଫାୟାର ଟିମ । ଅଧିକ ପଢନ୍ତୁ

author img

By

Published : Jun 25, 2022, 5:53 PM IST

ଅହମ୍ମଦାବାଦର ଏକ କମ୍ପେଲ୍ସରେ ଅଗ୍ନିକାଣ୍ଡ: ଆୟତ କାର୍ଯ୍ୟରେ 27 ରୁ ଅଧିକ ଫାୟାର ଟିମ

ଅହମ୍ମଦାବାଦ: ସହରର ପରିମଲ ଗାର୍ଡେନ ନିକଟରେ ଥିବା ଏକ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ । ଏହି କମ୍ପ୍ଲେକ୍ସର 3ୟ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଛି । 4ର୍ଥ ମହଲାରେ ଏକ ହସ୍ପିଟାଲ ମଧ୍ୟ ରହିଛି । ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି ଉକ୍ତ ହସ୍ପିଟାଲରେ ଥିବା 10 ଶିଶୁଙ୍କ ସମେତ ମୋଟ 50 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ।

  • Ahmedabad | Fire broke out inside Dev Complex near Parimal Garden. More than 50 persons including 10 children rescued from hospital inside the complex. 27 fire tenders were rushed to site. Fire started on 3rd floor, while hospital was on 4th floor:Jayesh Khadia, Fire officer pic.twitter.com/aCSUG6urQQ

    — ANI (@ANI) June 25, 2022 " class="align-text-top noRightClick twitterSection" data=" ">

ନିଆଁ ଲିଭା ପାଇଁ 27ଟି ଅଗ୍ନିଶମ ବାହିନୀ କାର୍ଯ୍ୟ ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ମଧ୍ୟ କୌଣସି କ୍ଷୟକ୍ଷତିର ସୂଚନା ନାହିଁ । କମ୍ପ୍ଲେକ୍ସରେ କେହି ଫସିରହିଥିବା ନେଇ କୌଣସି ସୂଚନା ନାହିଁ । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନଥିବା ବେଳେ ସର୍ଟସର୍କିଟ ହିଁ ଅଗ୍ନିକାଣ୍ଡର କାରଣ ବୋଲିି ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.