ETV Bharat / bharat

ପଞ୍ଜାବର ଚପଲ କାରଖାନାରେ ଅଗ୍ନିକାଣ୍ଡ - ଚପଲ କାରଖାନାରେ ଅଗ୍ନିକାଣ୍ଡ

ପଞ୍ଜାବର ଏକ ଚପଲ କାରଖାନାରେ ଅଗ୍ନିକାଣ୍ଡ । କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ...

ପଞ୍ଜାବର ଚପଲ କାରଖାନାରେ ଅଗ୍ନିକାଣ୍ଡ
ପଞ୍ଜାବର ଚପଲ କାରଖାନାରେ ଅଗ୍ନିକାଣ୍ଡ
author img

By

Published : Mar 28, 2021, 4:50 PM IST

ଚଣ୍ଡିଗଡ: ପଞ୍ଜାବର ଏକ ଚପଲ କାରଖାନାରେ ଅଗ୍ନିକାଣ୍ଡ । ନିଆଁଲିଭା କାର୍ଯ୍ୟରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

ସୂଚନା ଅନୁଯାୟୀ ଆଜି(ରବିବାର) ପଞ୍ଜାବ ଜଳନ୍ଧରରେ ଥିବା ଏକ ଚପଲ କାରଖାନାରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରି ଥିବାବେଳେ କ୍ଷୟକ୍ଷତି ନେଇ କୌଣସି ଆକଳନ କରାଯାଇ ନାହିଁ । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ସେନେଇ କୌଣସି ସ୍ପଷ୍ଟ ହୋଇନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.