ETV Bharat / bharat

ମୁମ୍ବାଇର ଆସିୟାନା ଟାୱାରରେ ଅଗ୍ନିକାଣ୍ଡ

author img

By

Published : Jun 4, 2021, 11:05 AM IST

ମହାରାଷ୍ଟ୍ରର ଓସିୱାରା ଅଞ୍ଚଳରେ ଆସିୟାନା ଟାୱାରରେ ଅଗ୍ନିକାଣ୍ଡ ହୋଇଛି । ନିଆଁଲିଭା କାର୍ଯ୍ୟ ଜାରି । ଅଧିକ ପଢନ୍ତୁ...

ଆସିୟାନା ଟାୱାରରେ ଅଗ୍ନିକାଣ୍ଡ
ଆସିୟାନା ଟାୱାରରେ ଅଗ୍ନିକାଣ୍ଡ

ମୁମ୍ବାଇ: ମହାରାଷ୍ଟ୍ରର ଓସିୱାରା ଅଞ୍ଚଳରେ ଅଗ୍ନିକାଣ୍ଡ । ଆଜି(ଶୁକ୍ରବାର) ଓସିୱାରା ଅଞ୍ଚଳରେ ଥିବା ଆସିୟାନା ଟାୱାରରେ ଅଗ୍ନିକାଣ୍ଡ ହୋଇଛି । ନିଆଁଲିଭା କାର୍ଯ୍ୟ ଜାରି ।

ଘଟଣାସ୍ଥଳରେ ଦମକଳ ଗାଡି ଓ 8ଟି ପାଣି ଟାଙ୍କି ନିୟୋଜିତ ହୋଇଛନ୍ତି । ନିଆଁ ଲିଭା କାର୍ଯ୍ୟ ଜାରି ରହିଛି । ଅଗ୍ନିକାଣ୍ଡ ଏତେ ଭୟଙ୍କର ଯେ ସ୍ଥାନୀୟ ଅଞ୍ଚଳ ଧୂଆଁମୟ ହୋଇଛି । ଏ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ନାହିଁ ।

ମୁମ୍ବାଇର ଆସିୟାନା ଟାୱାରରେ ଅଗ୍ନିକାଣ୍ଡ

ପ୍ରକାଶଥାଉ କି, ଗତକାଲି ବିଳମ୍ବିତ ରାତିରେ ମହାରାଷ୍ଟ୍ର ଥାନେର ବଦଲାପୁର ଅଞ୍ଚଳରେ ଥିବା ଏକ କେମିକାଲ ଫ୍ୟାକ୍ଟିରରୁ ଟକ୍ସିକ ଗ୍ୟାସ ଲିକ ହୋଇଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଫ୍ୟାକ୍ଟିରରେ ସଲଫ୍ୟୁରିକ ଏସିଡ ଓ ବେନଜାଲ ଏସିଡର ରାସାୟନିକ ପ୍ରତିକ୍ରିୟା ଏହି ଗ୍ୟାସ ଲିକର କାରଣ ହୋଇଛି । ଗ୍ୟାସ ଲିକ ହେବାରୁ ସେହି ଅଞ୍ଚଳର ସମସ୍ତ ଲୋକଙ୍କୁ ନିଶ୍ବାସ ନେବାରେ ଅସୁବିଧା ହୋଇଥିବା ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.