ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ @9AM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Jul 29, 2022, 9:01 AM IST

1.ଲାଞ୍ଚ ନେଇ ବନ୍ଧା ହେଲେ କଣ୍ଟିଲୋ ଫାଣ୍ଡି SI

୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ହେଲେ ଖଣ୍ଡପଡା କଣ୍ଟିଲୋ ଫାଣ୍ଡିର ସବ-ଇନିସପେକ୍ଟର ।

2.କର୍ଣ୍ଣାଟକରେ ଯୁବକଙ୍କୁ ଗୋଡାଇ ଗୋଡାଇ ହତ୍ୟା, CCTVରେ କଏଦ ଦୃଶ୍ୟ

କର୍ଣ୍ଣାଟକର ମାଙ୍ଗାଲୋରରେ ପୁଣି ଏକ ହତ୍ୟାକାଣ୍ଡ । ଜଣେ ଯୁବକଙ୍କୁ 4 ଦୁର୍ବୃତ୍ତ ଗୋଡାଇ ଗୋଡାଇ ହତ୍ୟା କରିବାର ଦୃଶ୍ୟ CCTVରେ କଏଦ ।

3.ରାଜ୍ୟରେ ବଢୁଛି ମଦୁଆ ଡ୍ରାଇଭରଙ୍କ ସଂଖ୍ୟା: ପୂର୍ବବର୍ଷ ଅପେକ୍ଷା ୨୦୨୧ରେ ୪ ଗୁଣା ଅଧିକ

ରାଜ୍ୟରେ ବଢୁଛି ମଦୁଆ ଡ୍ରାଇଭରଙ୍କ ସଂଖ୍ୟା । ବିଧାନସଭାରେ ସୂଚନା ଦେଲେ ପରିବହନ ମନ୍ତ୍ରୀ ଟୁକୁନି ସାହୁ ।

4.ପରିବହନ ବ୍ୟବସ୍ଥାର ପ୍ରକୃତ ଚିତ୍ର, OSRTCର ୨୧୯ ବସ୍‍ ଅଚଳ

ରାଜ୍ୟରେ ପରିବହନ ବ୍ୟବସ୍ଥାକୁ ତ୍ବରାନ୍ବିତ କରାଯାଉଥିବା ସରକାର ଡିଣ୍ଡିମ ପିଟୁଛନ୍ତି । ରାଜ୍ୟବାସୀଙ୍କ ଯାତାୟତ ସୁବିଧା ପାଇଁ ସରକାର ଓଏସଆରଟିସିର (Orissa State Road Transport Corporation) ବସ ଚଳାଚଳ ବ୍ୟବସ୍ଥା କରିଛନ୍ତି ।

5.ରାଜ୍ୟର ୮୭ ଜେଲ୍‌ରେ ରହିଛି ୨୧ ଆମ୍ବୁଲାନ୍ସ, ଜେଲ୍ ସଂସ୍କାର ଉପରେ ହାଇକୋର୍ଟଙ୍କ ଗୁରୁତ୍ବାରୋପ

ହାଇକୋର୍ଟରେ ଜେଲ୍ ସଂସ୍କାର ମାମଲା । ରାଜ୍ୟର ସବୁ ଜେଲ ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା କରିବା ଉପରେ ଗୁରୁତ୍ବାରୋପ କଲେ କୋର୍ଟ ।

6.ରାଜସ୍ଥାନରେ ନାବାଳିକାକୁ ଗଣଦୁଷ୍କର୍ମ, ୩ ଅଟକ

ରାଜସ୍ଥାନରେ ନାବାଳିକାଙ୍କୁ ଗଣଦୁଷ୍କର୍ମ । ବଜାରକୁ ଯାଇଥିବା ବେଳେ ୬ରୁ ୭ ଜଣ ଅଭିଯୁକ୍ତ ଦୁଷ୍କର୍ମ କରିଥିବା ସୂଚନା ।

7.ଛତିଶଗଡରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୬

ଛତିଶଗଡରେ ଭୂମିକମ୍ପ ଝଟକା । ଗୁରୁବାର ବିଳମ୍ବିତ ରାତିରେ ୪.୬ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି ।

8.Biden-Jinping Talk: ଜିନପିଙ୍ଗଙ୍କ ସହ ଫୋନରେ 2 ଘଣ୍ଟା 17 ମିନିଟ୍ କଥାହେଲେ ବାଇଡେନ

ବାଇଡେନ ଓ ଜିନପିଙ୍ଗଙ୍କ ଦୀର୍ଘ ସମୟ ଫୋନ ବାର୍ତ୍ତାଳପକୁ ନେଇ ଚର୍ଚ୍ଚା । ଆଜି ଉଭୟ ରାଷ୍ଟ୍ରମୁଖ୍ୟ 2 ଘଣ୍ଟା 17 ମିନିଟ କଥା ହୋଇଥିବା ହ୍ବାଇଟ ହାଉସ ପକ୍ଷରୁ ସୂଚନା ।

9.44th Chess Olympiad: ବର୍ଣ୍ଣାଢ୍ୟ ମହୋତ୍ସବରେ ଚେସ୍‌ ଅଲମ୍ପିଆଡ ଉଦଘାଟିତ

ଉଦଘାଟିତ ହେଲା 44ତମ ଚେସ୍‌ ଅଲମ୍ପିଆଡ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚେନ୍ନାଇରେ 44ତମ ଚେସ୍‌ ଅଲମ୍ପିଆଡ ଉଦଘାଟନ କରିଛନ୍ତି ।

10.ପୋଲିସ ପଚରାଉଚୁରା ପରେ ମୁଁ ପ୍ରତିକ୍ରିୟା ରଖିବି: ବାବୁସାନ

ବାବୁସାନଙ୍କ ପ୍ରତିକ୍ରିୟା ନେବା ଲାଗି ତାଙ୍କ ଘର ବାହାରେ ଅପେକ୍ଷା କରିଛନ୍ତି ଗଣମାଧ୍ୟମ ପ୍ରତିନିଧି । ତେବେ ପୋଲିସ ପଚରାଉଚୁରା ପରେ ସେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିବେ ବୋଲି କହିଛନ୍ତି ବାବୁସାନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.