ETV Bharat / bharat

TOP NEWS AT 9 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Nov 27, 2022, 9:08 PM IST

ନଜର ପକାନ୍ତୁ NEWS AT 9 PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 9 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS AT 9 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧.Padmapur Bypoll: ରାଜ୍ୟ ସରକାରଙ୍କୁ କେନ୍ଦ୍ର ରେଳମନ୍ତ୍ରୀଙ୍କ ଟାର୍ଗେଟ, କହିଲେ କାଲି ଜାଗା ଦିଅ ପରଦିନ କାମ ହେବ

ପଦ୍ମପୁର ଉପନିର୍ବାନଚରେ ରେଳ ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

୨.Bharat Jodo Yatra: ଲୋକସଭା ନିର୍ବାଚନ ପାଇଁ ନୁହେଁ ବରଂ ଦେଶ ବିଭାଜନକାରୀ ଶକ୍ତି ବିରୋଧରେ କହିଲେ ଖଡଗେ

ଲୋକସଭା ନିର୍ବାଚନ ପାଇଁ ନୁହେଁ ବରଂ ଦେଶ ବିଭାଜନକାରୀ ଶକ୍ତି ବିରୋଧରେ ଦେଶବାସୀଙ୍କୁ ଏକାଠି କରିବା ପାଇଁ ଆରମ୍ଭ ହୋଇଛି ଭାରତ ଯୋଡ ଯାତ୍ରା କହିଲେ କଂଗ୍ରେସ ଅଧ୍ୟକ୍ଷ ଖଡଗେ ।

୩.Uniform Civil Code: ୟୁନିଫର୍ମ ସିଭିଲ କୋଡ ଜାତୀୟ ପ୍ରସଙ୍ଗ, ଖୁବଶୀଘ୍ର ବହୁ ରାଜ୍ୟରେ ଲାଗୁ ହେବ କହିଲେ ନଡ୍ଡା

ଦେଶରେ ଏକକ ନାଗରିକ ସଂହିତା (Uniform Civil Code) ଲାଗୁ ଏକ ସ୍ବାଗତଯୋଗ୍ଯ ନିଷ୍ପତ୍ତି । ଖୁବଶୀଘ୍ର ବହୁ ରାଜ୍ୟରେ ଲାଗୁ ହେବ ବିଜେପି ଚିଫ ନଡ୍ଡାଙ୍କ ସୂଚନା ।

୪.ଅଶ୍ବିନୀଙ୍କ ମନ୍ତବ୍ୟ ଉପରେ ଜବାବ ରଖିଲା ବିଜେଡି, ପାଲଟା ପ୍ରତ୍ୟାରୋପ କଲେ ପ୍ରସନ୍ନ ଆଚାର୍ଯ୍ୟ

ଅଶ୍ବିନୀଙ୍କ ମନ୍ତବ୍ୟ ଉପରେ ଜବାବ ରଖିଲା ବିଜେଡି । ଅଶ୍ବିନୀଙ୍କ ମନ୍ତବ୍ୟ ଖଣ୍ଡନ କରିବା ସହ ପାଲଟା ପ୍ରତ୍ୟାରୋପ କରିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ।

୫.ମହାରାଷ୍ଟ୍ରରେ ଭୁଶୁଡିପଡିଲା ରେଳଓ୍ବେ ଫୁଟଓଭର ବ୍ରିଜ: 10ରୁ ଅଧିକ ଗୁରୁତର

ମହାରାଷ୍ଟ୍ରର ବଲାରପୁର ରେଳ ଷ୍ଟେସନରେ ଭୁଶୁଡିପଡିଲା ରେଳଓ୍ବେ ଫୁଟଓଭର । 10ରୁ ଅଧିକ ଗୁରୁତର । ଜାରି ରହିଛି ଉଦ୍ଧାର କାର୍ଯ୍ୟ ।

୬.ପଦ୍ମ ଧରିବେ କି ପ୍ରଦୀପ ? ବିଜେପି ପାଇଁ ପ୍ରଦୀପ ମାଗିଲେ ଭୋଟ

ବିଧାୟକ ପ୍ରଦୀପ ଗୋପାଳପୁରରେ ଅନୁଷ୍ଠିତ ସାଧାରଣ ସଭାରେ ପଦ୍ମପୁରରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ଭୋଟ ଦେବାକୁ ପଦ୍ମପୁର ଭୋଟରଙ୍କୁ ନିବେଦନ କରିଛନ୍ତି ।

୭.ଜମ୍ମୁ କାଶ୍ମୀରର ସ୍ବତନ୍ତ୍ର ପାହ୍ୟା ଫେରାଇବାକୁ ଦାବି ଦୋହରାଇଲେ ମେହେବୁବା ମୁଫତି

କାଶ୍ମୀର ଠାରୁ ତାର ଅଧିକାର ଛଡାଇ ନିଆଯାଇଛି । ସ୍ବତନ୍ତ୍ର ପାହ୍ୟା ଫେରଇବା ପାଇଁ ଦାବି ଦୋହରାଇଲେ ମୁଫତି । ଦଳୀୟ କାର୍ଯ୍ୟକ୍ରମରେ ବିଜେପି ଉପରେ ବର୍ଷିଲେ ।

୮.ରେଳମନ୍ତ୍ରୀଙ୍କ ଟିପ୍ପଣୀ ଉପରେ ଜବାବ ଦେଲା କଂଗ୍ରେସ

60 ବର୍ଷରେ କଂଗ୍ରେସ ଯାହା କରିନି ବିଜେପି ୮ ବର୍ଷରେ ତାହା କରିଛି ବୋଲି ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ଉତ୍ତର ରଖିଛନ୍ତି କଂଗ୍ରେସ ନେତା ଗଣେଶ୍ବର ବେହେରା ।

୯.ଉତ୍କଳ ବିଶ୍ଵବିଦ୍ୟାଳୟ ପାଳିଲା ୮୦ ତମ ପ୍ରତିଷ୍ଠା ଦିବସ

୮୦ ତମ ପ୍ରତିଷ୍ଠା ଦିବସ ପାଳିଲା ଉତ୍କଳ ବିଶ୍ଵବିଦ୍ୟାଳୟ । ଭୁବନେଶ୍ଵର AIIMS ଡାକ୍ତରଖାନାର ନିର୍ଦ୍ଦେଶକ ଓ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପ୍ରମୁଖ ସଚିବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

୧୦.ହକି ବିଶ୍ବକପ ଉଦ୍‌ଘାଟନୀ ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ: CMC କମିଶନର

କଟକ ବାରବାଟୀରେ ହେବ ହକି ବିଶ୍ବକପର ଉଦ୍‌ଘାଟନୀ ଉତ୍ସବ । ଏନେଇ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ପ୍ରତିକ୍ରିୟା ରଖିଛନ୍ତି CMC କମିଶନର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.