ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Oct 4, 2022, 9:06 PM IST

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧.Uttarakhand Avalanche: ୧୦ ପର୍ବତାରୋହୀ ମୃତ, ତୁଷାରପାତ ଯୋଗୁଁ ଉଦ୍ଧାର କାର୍ଯ୍ୟ ସ୍ଥଗିତ

ଡାଣ୍ଡା-୨ରେ ଫସି ରହିଥିବା ପର୍ବତାରୋହୀଙ୍କ ମଧ୍ୟରୁ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଡାଣ୍ଡା-୨ରେ ପ୍ରବଳ ତୁଷାରପାତ ଯୋଗୁଁ ଉଦ୍ଧାର କାର୍ଯ୍ୟ ସହଜ ହୋଇପାରିନାହିଁ ।

୨.କୋଲକାତା ଦଶହରାରେ ଜଗନ୍ନାଥ ଧାମ ! ତୋରଣ ଦେଖିଲେ ଆଖି ଖାଇଯିବ ଧୋକା

କାର୍ଯ୍ୟ ବ୍ୟସ୍ଥତା କାରଣରୁ ଜଗା ଦର୍ଶନରୁ ଯେଭଳି ବେଙ୍ଗଲୀ ଭକ୍ତଗଣ ବଞ୍ଚିତ ନହୁଅନ୍ତି, ସେଥିପାଇଁ ପୁରୀ ଜଗନ୍ନାଥ ମନ୍ଦିର ସଦୃଶ ସୁଉଚ୍ଚ ତୋରଣ ନିର୍ମାଣ କରିଛନ୍ତି ବେଲଗାଚିଆ ଛତ୍ରମିଳନ ସଙ୍ଘ ଆୟୋଜକ ।

୩.ଦିବ୍ୟାଙ୍ଗ ଛାତ୍ର ଦେବାଶିଷ ପାଇଁ ସ୍ୱପ୍ନ ପାଲଟିଛି ପ୍ରମାଣପତ୍ର, ବାରମ୍ବାର ଦୌଡି ନିରାଶ

13 ବର୍ଷ ହେବ ପୁଅର ଦିବ୍ୟାଙ୍ଗ ପ୍ରମାଣପତ୍ର କରିବା ନିମନ୍ତେ କେନ୍ଦ୍ରାପଡ଼ାରୁ କଟକ ଦୌଡ଼ିଦୌଡ଼ି ନୟାନ୍ତ ହେଲେଣି ବାପା ହେଲେ ନିରାଶ ହେବାରୁ ପଡିଛି ।

୪.ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

୫ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଆକଳନ କରାଯାଇଥିବା ବେଳେ ୬ ତାରିଖରେ ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅନୁମାନ କରାଯାଇଛି ।

୫.ଶାନ୍ତି ସ୍ଥାପନ ପାଇଁ ଜେନଲେନ୍‌ସ୍କିଙ୍କୁ ମୋଦିଙ୍କ ପରାମର୍ଶ

ପୂର୍ବ ଇୟୁରୋପୀୟ ଦେଶଗୁଡ଼ିକରେ ଥିବା ଆଣବିକ ପ୍ରତିଷ୍ଠାନର ସୁରକ୍ଷାକୁ ନେଇ ଟେଲିଫୋନିକ ବାର୍ତ୍ତାଳାପ କରିଛନ୍ତି ମୋଦି ଓ ଜେଲେନ୍‌ସ୍କି ।

୬.ମୋଦିଙ୍କ ରାଲି କଭର କରିବାକୁ ସାମ୍ବାଦିକଙ୍କୁ ମାଗିଲେ ଚରିତ୍ର ପ୍ରମାଣପତ୍ର

ହିମାଚଳ ପ୍ରଦେଶରେ ପ୍ରଧାନମନ୍ତ୍ରୀଙ୍କ ରାଲି କଭର କରିବାକୁ ସାମ୍ବାଦିକଙ୍କୁ ମଗାଗଲା ଚରିତ୍ର ପ୍ରମାଣପତ୍ର । ବିବାଦ ପରେ ପୋଲିସ ନିର୍ଦ୍ଦେଶାନାମା ପ୍ରତ୍ୟାହାର କରିଛି ।

୭.କାଲି ରାବଣ ପୋଡି, ଚାଲିଛି ପ୍ରସ୍ତୁତି

ଆସନ୍ତାକାଲି ରାବଣ ପୋଡ଼ି ହେବାକୁ ଥିବାବେଳେ ସମ୍ଭାବ୍ୟ ଅଘଟଣକୁ ଏଡ଼ାଇବାକୁ ପ୍ରସ୍ତୁତ ରହିଛି ପ୍ରଶାସନ । ସେପଟେ ଦୀର୍ଘ ୩୦ ବର୍ଷ ଧରି ରାବଣ ତିଆରି କରି ଆସୁଥିବା ପରିବାର କରୁଛନ୍ତି ପ୍ରସ୍ତୁତି ।

୮.Mission 2024: ବିଜେଡି ମୟ ବନାମ ବିଜେପିର ବିଜେଡି ମୁକ୍ତ, କଂଗ୍ରେସର 9ରୁ 90

ଆଗାମୀ 2024ରେ ସରକାର ଗଢିବା ନେଇ ବିଜେଡି-ବିଜେପି-କଂଗ୍ରେସର ଦମ୍ଭୋକ୍ତି ।

୯.ଧନୀ ଜିଲ୍ଲା କେନ୍ଦୁଝରରେ କୁପୋଷଣ ଶିକାର ଶିଶୁ, ଗ୍ରାଉଣ୍ଡରେ ସ୍ଥିତି ପରଖିଲା ଇଟିଭି ଭାରତ

ଧନୀ ଜିଲ୍ଲା ବୋଲାଉଥିବା କେନ୍ଦୁଝର ଜିଲ୍ଲାରେ କୁପୋଷଣର ଶିକାର ହେଉଛନ୍ତି ଶିଶୁ । 18 ଦିନରେ 13 ନବଜାତକ ଆଖି ବୁଜିଥିବା ବେଳେ ମାତୃମୃତ୍ୟୁ ହାର ମଧ୍ୟ ବଢୁଛି ।

୧୦.ସଭ୍ୟତାର ଆଲୋକରେ ମାଆର ଋଣ, ନୟାପଲ୍ଲୀ ପୂଜା ମଣ୍ଡପରେ ନିଆରା ଥିମ

ସଭ୍ୟତାର ଆଲୋକ ତୋରଣରେ ଝଲସୁଛି ନୟାପଲ୍ଲୀ ପୂଜା ମଣ୍ଡପ । ଲଘୁଚାପଜନିତ ଲଗାଣ ବର୍ଷା ରୋକି ପାରିନି ଭକ୍ତଙ୍କ ବାଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.