ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Sep 30, 2022, 9:04 PM IST

୧.Tharoor Map controversy: ବିବାଦରେ ଶଶି ଥରୁର, ଭାରତ ମାନଚିତ୍ରକୁ ବିକୃତ କରି ଦର୍ଶାଇଲେ

କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପୂର୍ବରୁ ବିବାଦରେ ଛନ୍ଦି ହେଲେ ଅଧ୍ୟକ୍ଷ ପ୍ରାର୍ଥୀ ଶଶି ଥରୁର । ଇସ୍ତାହାରରେ ଭାରତର ବିକୃତ ମାନଚିତ୍ର ସେୟାର କଲେ ।

୨.ସରିଲା ନଡ୍ଡାଙ୍କ ଗସ୍ତ: ଏବେ ବଡ ପ୍ରଶ୍ନ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ?

ରାଜ୍ୟରେ ବ୍ରାଣ୍ଡ ନବୀନ ବିରୋଧରେ ଲଢିବା ପାଇଁ ବିଜେପିର ରାଜ୍ୟ ଚେହେରା କିଏ ? ତାକୁ ନେଇ ଏବେ ଉଠିଛି ପ୍ରଶ୍ନ ।

୩.Odisha Cabinet Meeting: 8 ପ୍ରସ୍ତାବକୁ କ୍ୟାବିନେଟ ମାରିଲା ମୋହର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ମୋଟ 8 ପ୍ରସ୍ତାବକୁ ମୋହର ମାରିଛି କ୍ୟାବିନେଟ ।

୪.ବିଜେପିରେ ସାମିଲେ ହେଲେ ତେଜେଶ୍ୱର ପରିଡା

ଆଜି ଶାସକ ବିଜେଡି ଦଳ ଛାଡିଥିବା ପୂର୍ବତନ ରାଜ୍ୟ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ସଭାପତି ତେଜେଶ୍ବର ପରିଡା ବିଜେପିରେ ସାମିଲ ହୋଇଛନ୍ତି ।

୫.ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଲେ CDS ଅନୀଲ ଚୌହ୍ବାନ

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଛନ୍ତି CDS ଅନୀଲ ଚୌହ୍ବାନ । ଲେଫନାଣ୍ଟ ଜେନେରାଲ ଅନୀଲ ଚୌହ୍ବାନ ନୂଆ CDS ଭାବେ ଦାୟିତ୍ବ ନେଇଛନ୍ତି ।

୬.ଦ୍ବିତୀୟ ଦିନରେ ବିଜେଡି ବୈଠକ: ପଦଯାତ୍ରାକୁ ସଫଳ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଦ୍ବିତୀୟ ଦିନରେ ବିଜେଡି ବୈଠକ । ଭୁବନେଶ୍ବର ବରମୁଣ୍ଡା ପଡିଆରେ ଚାଲିଛି ବିଜେଡି କର୍ମକର୍ତ୍ତା ତାଲିମ ଶିବିର ।

୭.ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କଲେ ନିଖିଳ ଉତ୍କଳ ଗ୍ରାମରକ୍ଷୀ ସଂଘ

ବ୍ରିଟିଶ ଅମଳରୁ ସେବା ଯୋଗାଇ ଆସୁଥିବା ଗ୍ରାମରକ୍ଷୀ ଦରମା ବୃଦ୍ଧି ଓ ସରକାରୀ ମାନ୍ୟତାକୁ ନେଇ ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କଲେ ନିଖିଳ ଉତ୍କଳ ଗ୍ରାମରକ୍ଷୀ ସଂଘ ।

୮.ବିଲେଇସର୍ଡା ପଞ୍ଚାୟତରେ ନିଆଁ, ପୋଡ଼ିଗଲା ସମସ୍ତ ଜରୁରୀ କାଗଜ ପତ୍ର

ବଲାଙ୍ଗୀର ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ପଞ୍ଚାୟତରେ ନିଆଁ । ନିଆଁ ଲାଗି ପୋଡ଼ିଗଲା ସବୁ ଆସବାବ ପତ୍ର, କମ୍ପ୍ୟୁଟର ଓ ଜରୁରୀ କାଗଜ ପତ୍ର ।

୯.10 ଜଣ ଅଧିକାରୀ ବିଶ୍ଵବିଦ୍ୟାଳୟ ସିଣ୍ଡିକେଟ ଭାବେ ମନୋନୀତ

13ଟି ବିଶ୍ଵବିଦ୍ୟାଳୟର ସିଣ୍ଡିକେଟ୍‌ ପାଇଁ 10 ଜଣ ସରକାରୀ ଅଧିକାରୀଙ୍କୁ ପ୍ରତିନିଧି ଭାବେ ମନୋନୀତ କରିଛନ୍ତି ରାଜ୍ୟ ସରକାର ।

୧୦.68th National Film Awards: ସୁରିୟା ଓ ଅଜୟ ଦେବଗନ ଶ୍ରେଷ୍ଠ ଅଭିନେତା, ସମ୍ମାନିତ କଲେ ରାଷ୍ଟ୍ରପତି ମୁର୍ମୁ

୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତାମିଲ ଅଭନେତା ସୁରିୟା ଓ ବଲିଉଡ ଅଭିନେତା ଅଜୟ ଦେବଗନ ଶ୍ରେଷ୍ଠ ଅଭିନେତା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.