ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Sep 16, 2022, 9:02 PM IST

୧.ଲୋକପ୍ରତିନିଧିଙ୍କ ଭିକ୍ଷା ଘଟଣା: ଜିଲ୍ଲାପାଳ କହିଲେ 50-100 ଟଙ୍କାରେ କିଛି ହେବନି, ନିନ୍ଦା କଲେ ବୁଦ୍ଧିଜୀବୀ

କେନ୍ଦ୍ରାପଡ଼ା ରାଜକନିକା ବ୍ଲକ୍‌ର ପେଗରପଡ଼ା ପଞ୍ଚାୟତରେ ସରପଞ୍ଚ ଓ ସମିତିସଭ୍ୟ ଭିକ୍ଷା ମାଗିବା ଘଟଣାରେ ଜିଲ୍ଲାପାଳଙ୍କ ବିବାଦିୟ ମନ୍ତବ୍ୟ । ୫୦-୧୦୦ ଟଙ୍କା ଭିକ୍ଷାରେ ରାସ୍ତା ହୋଇପାରିବନି କହିଲେ ଜିଲ୍ଲାପାଳ ।

୨.ପଶୁ ହେଲେ ବି ମା', ଛୁଆ ପଛରେ 3କିମି ଦୌଡିଲା ଗାଈ

ଭୁବନେଶ୍ବର ଇନଫୋସିଟି-ପଟିଆ ରାସ୍ତା ମଝିରେ ଗୋଟିଏ ବାଛୁରୀ ଦୁର୍ଘଟଣାର ଶିକାର ହୋଇ ଛଟପଟ ହେଉଥିଲା । ତାକୁ ହସ୍ପିଟାଲକୁ ନେବା ସମୟରେ ତା ମା' ବି ସାଙ୍ଗରେ ଧାଇଁଥିଲା ।

୩.ପ୍ରିପେଡ ମିଟରକୁ ବିରୋଧ, TPWODL ଅଫିସ ଘେରିଲା ପଶ୍ଚିମାଞ୍ଚଳ ଏକତା ମଞ୍ଚ

ପଶ୍ଚିମାଞ୍ଚଳ ଏକତା ମଞ୍ଚ, ଜିଲ୍ଲା ବିଦ୍ୟୁତ ଉପଭୋକ୍ତା ସଂଘ ପକ୍ଷରୁ ପ୍ରିପେଡ ମିଟରକୁ ବିରୋଧ କରାଯିବା ସହ ସମ୍ବଲପୁର ଅଇଁଠାପାଲି ସ୍ଥିତ TPWODL ର କାର୍ଯ୍ୟାଳୟକୁ ଘେରାଉ କରାଯାଇଛି ।

୪.ସ୍ଥାନୀୟ ଶିଳ୍ପାନୁଷ୍ଠାନରେ ନିଯୁକ୍ତି ଦାବି, RDC ଅଫିସ ଘେରିଲା ଯୁବ ସଂଗଠନ

ପଶ୍ଚିମ ଓଡ଼ିଶାରେ ଗଢି ଉଠିଥିବା ଶିଳ୍ପାନୁଷ୍ଠାନ ସ୍ଥାନୀୟ ଯୁବକ ଯୁବତୀଙ୍କୁ ଦେଉନାହିଁ ନିଯୁକ୍ତି । ୟୁଥ ଫର ଆକ୍ସନ ସଂଗଠନ ପକ୍ଷରୁ ଉତ୍ତରାଞ୍ଚଳ ଆରଡିସିଙ୍କ କାର୍ଯ୍ୟାଳୟ ଘେରାଉ ।

୫.ତେରବେଡାରେ ପୂଜା ପାଉଛନ୍ତି କୁନ୍ତି ଦେବୀ, ମାନସିକ ପୂରଣ ହେଲେ ବଳୀ ବଦଳରେ ଛଡାଯାଏ କୁକୁଡ଼ା !

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ତେରବେଡା ଠାରେ ପୂଜା ପାଉଛନ୍ତି କୁନ୍ତୀ ଦେବୀ । ମାନସିକ ପୂରଣ କରିଥିବା କଇଁଦା ଦେବୀଙ୍କ ଠାରେ ବଳି ପ୍ରଥାକୁ ନେଇ ରହିଛି ସ୍ବତନ୍ତ୍ର ପରମ୍ପରା ।

୬.WAKF ବୋର୍ଡ ଅଧିନରେ ୭ ଗ୍ରାମ, ଟାର୍ଗେଟ୍‌ କଲା ବିଜେପି

WAKF ବୋର୍ଡ ଅଧିନରେ ତାମିଲନାଡ଼ୁର ୭ ଗ୍ରାମ । ତ୍ରିଚ୍ଚୀ ଜିଲ୍ଲାରେ ଏହି ଗ୍ରାମଗୁଡ଼ିକ ବର୍ତ୍ତମାନ WAKF ବୋର୍ଡ ଅଧିନରେ ରହିଛି ।

୭.SCO Summit 2022: ତୁର୍କୀ ଓ ଭାରତର ଦ୍ୱିପାକ୍ଷିକ ଆଲୋଚନା, ସଭାପତିତ୍ୱ ପାଇଁ ଜିନପିଙ୍ଗ ଓ ପୁତିନଙ୍କ ଶୁଭେଚ୍ଛା

ତୁର୍କୀ ରାଷ୍ଟ୍ରପତି ତାଏପି ଏର୍ଦୋଗାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେପଟେ ଭାରତର SCO ସମ୍ମିଳନୀର ସଭାପତିତ୍ବ ନେଇ ଚୀନ ଓ ଋଷିଆ ରାଷ୍ଟ୍ରପତି ଶୁଭେଚ୍ଛା ଜଣାଇଛନ୍ତି ।

୮.ପ୍ରଧାନମନ୍ତ୍ରୀଙ୍କ ନାମରେ ମେଡିକାଲ କଲେଜ, ବାଣ ମାରିଲେ ବିରୋଧୀ

ଗୁଜୁରାଟ ଅହମ୍ମଦାବାଦରେ ଏକ ମେଡିକାଲ କଲେଜର ନାମକୁ ବଦଳା ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ନାମିତ କରାଯାଇଛି ।

୯.ଚୀନରେ ଭୀଷଣ ଅଗ୍ନିକାଣ୍ଡ, କଳାଧୂଆଁରେ ଲୁଚିଲା ଆକାଶ

ଚୀନର ଏକ ସୁଉଚ୍ଚ ଅଟ୍ଟାଳିକାରେ ଭୀଷଣ ଅଗ୍ନିକାଣ୍ଡ (fire breakout in China building)। ହୁତ୍‌ହୁତ୍‌ ହୋଇ ଜଳୁଛି ପୁରା ବିଲ୍ଡିଂ ।

୧୦.World Cup: ନେତୃତ୍ବ ନବକଳେବର ପରେ ବଦଳିଛି ବିଶ୍ବ କ୍ରିକେଟ

ଜଣେ କିମ୍ବା ଦୁଇଜଣ ଖେଳାଳିଙ୍କ ବ୍ୟତୀତ ୨୦୧୯ ODI ବିଶ୍ବକପରେ ଖେଳିଥିବା ୧୦ଟି ଟିମର ନେତୃତ୍ବ ନେଇଥିବା ଖେଳାଳି ୨୦୨୩ ବିଶ୍ବକପରେ ସମାନ ଦାୟିତ୍ବରେ ନଜର ଆସିବେନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.