ETV Bharat / bharat

TOP NEWS 9 PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଆଜିର ମୁଖ୍ୟ ଖବର

ନଜର ପକାନ୍ତୁ NEWS AT 9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 9 PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Sep 12, 2022, 9:02 PM IST

୧.ଜୟପୁରରେ ଯାତ୍ରୀବାହୀ ଟ୍ରେନ ଲାଇନଚ୍ୟୁତ, ତଳକୁ ଖସିଲା ୪ ବଗି

କୋରାପୁଟ ଜୟପୁର ସହର ନିକଟରେ ବିଶାଖାପାଟଣା-ଜଗଦଳପୁର ଯାତ୍ରୀବାହୀ ଟ୍ରେନ ଲାଇନଚ୍ୟୁତ । ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ।

୨.ଅଗଷ୍ଟରେ 7ପ୍ରତିଶତକୁ ବଢିଲା ମୁଦ୍ରାସ୍ପିତି, ଜୁଲାଇରେ ଥିଲା କମ୍

ଅତ୍ୟାବଶ୍ୟକ ସାମଗ୍ରୀ ମହଙ୍ଗା ହେବା ପରେ ମୁଦ୍ରାସ୍ପିତିରେ ମଧ୍ୟ ପ୍ରଭାବ । କିଛି ରାଜ୍ୟରେ ସ୍ବଳ୍ପ ବୃଷ୍ଟି ପାଇଁ ପ୍ରଭାବିତ ହୋଇଛି ଅମଳ ଓ ଉତ୍ପାଦନ ।

୩.କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେବ ପିଜି ପାଠ୍ୟକ୍ରମ, ୧୫ରୁ ନାମଲେଖା ପ୍ରକ୍ରିୟା

ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେବ ପିଜି ପାଠ୍ୟକ୍ରମ । ଏଥିଲାଗି ଆସନ୍ତା ୧୫ ତାରିଖରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ ।

୪.ବେଆଇନ କଲ୍ୟାଣ ମଣ୍ଡପ ପ୍ରସଙ୍ଗ: ନଭେମ୍ବର ୧୪ ସୁଦ୍ଧା ନିୟମାବଳୀ ପ୍ରସ୍ତୁତ ପାଇଁ CMCକୁ ନିର୍ଦ୍ଦେଶ

କଟକ ମହାନଗର ନିଗମକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ବେଆଇନ କଲ୍ୟାଣ ମଣ୍ଡପଗୁଡିକ ପାଇଁ ନିୟମାବଳୀ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ।

୫.Sonali Phogat death case: CBI ତଦନ୍ତ ନିର୍ଦ୍ଦେଶ ଦେଲା କେନ୍ଦ୍ର

ବହୁଚର୍ଚ୍ଚିତ ଟିକ୍‌ ଟକ୍‌ ଷ୍ଟାର ତଥା ବିଜେପି ନେତ୍ରୀ ସୋନାଲି ପଗୋଟ ହତ୍ୟା ମାମଲାର ହେବ ସିବିଆଇ ତଦନ୍ତ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦେଲା ନିର୍ଦ୍ଦେଶ । ସୁପାରିଶ କରିଥିଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ।

୬.Humanitarian Aid to Ukraine: ୟୁକ୍ରେନକୁ ପୁଣି ମାନବୀୟ ସହୟତା ପଠାଇଲା ଭାରତ

ୟୁକ୍ରେନକୁ ଜାରି ରହିଛି ଭାରତର ମାନବୀୟ ସହୟତା ଯୋଗାଣ । ଆଜି ହସ୍ତାନ୍ତର ହେଲା 12ତମ କନସାଇନମେଣ୍ଟ । ଯୁଦ୍ଧ ଆରମ୍ଭରୁ ଏହି ଯୋଗାଣ ଶୃଙ୍ଖଳାକୁ ବଜାୟ ରଖିଛି ଭାରତ ।

୭.ଭାରତ ଯୋଡ଼ ଯାତ୍ରାକୁ ସମ୍ବିତଙ୍କ ସମାଲୋଚନା, କହିଲେ ଭାରତ ତୋଡୋ ଯାତ୍ରା

କଂଗ୍ରେସର ଭାରତ ଯୋଡ଼ ଯାତ୍ରାକୁ ସମାଲୋଚନା କରିଛନ୍ତି ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ।

୮.ସମସ୍ୟା ଶୁଣିଲେନି ସରକାର, ବର୍ଷା ପାଇଁ ଇଷ୍ଟଦେବୀଙ୍କ ଶରଣ ପସିଲେ ଚାଷୀ

କଳାହାଣ୍ଡି କୋକସରା ବ୍ଲକର ପୋଡାଗୁଡା ଗ୍ରାମବାସୀ ମରୁଡି ଭଳି ପରିସ୍ଥିତିର ଶିକାର ହେବା ପରେ ଶେଷରେ ବର୍ଷା ପାଇଁ ଇଷ୍ଟଦେବୀଙ୍କ ଶରଣାପନ୍ନ ହୋଇଛନ୍ତି ।

୯.ରାବଣପୋଡି ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି: ଏଥର ଦିଲ୍ଲୀରେ ପୁତ୍ତଳିକା ଦହନ କରିବେ ସୁପରଷ୍ଟାର ପ୍ରଭାସ

ଦିଲ୍ଲୀର ପ୍ରସିଦ୍ଧ ଲବ କୁଶ ରାମଲୀଲାରେ ଦକ୍ଷିଣ ଚଳଚ୍ଚିତ୍ରର ସୁପରଷ୍ଟାର ପ୍ରଭାସ ନଜର ଆସିବେ। ପ୍ରଭାସ ଚଳିତ ବର୍ଷ ରାମଲୀଲାରେ ରାବଣର ପୁତ୍ତଳିକା ଦହନ କରିବେ ।

୧୦.T-20 World Cup: ଭାରତୀୟ ଟିମ୍ ଘୋଷଣା, ଫେରିଲେ ବୁମରା-ହର୍ଷଲ

ଆଗାମୀ ଟି୨୦ ବିଶ୍ବକପ ପାଇଁ ୧୫ ଜଣିଆ ଶକ୍ତିଶାଳୀ ଭାରତୀୟ ସ୍କ୍ବାଡ୍‌ ଟିମ ଘୋଷଣା । ଫେରିଲେ ଜଶପ୍ରୀତ ବୁମରା ଓ ହର୍ଷଲ ପଟେଲ୍‌ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.