ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Oct 10, 2022, 7:08 PM IST

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧.ସୁଯୋଗ ମିଳିଲେ ମୁଁ ନିଶ୍ଟୟ ଝାରସୁଗୁଡ଼ା ନେତୃତ୍ୱ ନେବି: ଦିପାଳୀ

ରାଜନୀତିକୁ ଓହ୍ଲାଇବେ କି ନବ ଦାସଙ୍କ ଝିଅ । ସୁଯୋଗ ମିଳିଲେ ମୁଁ ନିଶ୍ଟୟ ଝାରସୁଗୁଡ଼ା ନେତୃତ୍ୱ ନେବି ବୋଲି କହିଛନ୍ତି ଦିପାଳୀ ।

୨.Dhamnagar Bypoll: ଆସନ୍ତାକାଲି କଂଗ୍ରେସର ପ୍ରାର୍ଥୀ ଘୋଷଣା !

ଧାମନଗର ଉପନିର୍ବାଚନ ପାଇଁ AICCକୁ ୩ ଜଣଙ୍କ ନାମ ସୁପାରିଶ କଲା ରାଜ୍ୟ କଂଗ୍ରେସ ।

୩.ଧାମନଗର ଉପ ନିର୍ବାଚନ ପାଇଁ ବଢୁଛି ନିର୍ବାଚନୀ ଉଷ୍ମତା

ଭଦ୍ରକ ଜିଲ୍ଲା ଧାମନଗର ଉପ ନିର୍ବାଚନ ପାଇଁ ବଢୁଛି ନିର୍ବାଚନୀ ଉଷ୍ମତା । ଉପନିର୍ବାଚନ ପାଇଁ ଏବେ ଛକ ଛକରେ ନେତା ଓ ଜନତାଙ୍କ ଭିଡ଼ ।

୪.ଡାକ୍ତର ବାବୁଙ୍କ ବିଦେଶୀ ମୁଦ୍ରା ସଂଗ୍ରହ ନିଶା, ଇଣ୍ଡିଆ ବୁକ ଅଫ ରେକର୍ଡ ପାଇଁ ଆବେଦନ

୨୪୦ଟି ଦେଶର ୨୩୨୨ଟି ମୁଦ୍ରା ଓ ନୋଟ ସଂଗ୍ରହ କରି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇବା ପାଇଁ ଆବେଦନ କରିଛନ୍ତି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ ।

୫.ସାମ୍ନାକୁ ଆସିଲା ଅକ୍ଷୟ ପରିଜାଙ୍କ ଅଭିଯୋଗ, କିଭଳି ଅର୍ଚ୍ଚନା ନାଗଫାସରେ ଖାଇଥିଲେ ଚୋଟ

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ବିରୋଧରେ ଅଭିଯୋଗ ଆଣିଲେ ଚଳଚ୍ଚିତ୍ର ନିର୍ମାତା ଅକ୍ଷୟ ପରିଜା ।

୬.ହରିୟାଣାରେ ହୃଦୟଥରା ଘଟଣା: ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା, ପେଟ୍ରୋଲରେ ଜାଳି ଜଙ୍ଗଲରେ ଫିଙ୍ଗିଦେଲେ

ହରିୟାଣାରେ ୭ ବର୍ଷ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରି ମୃତଦେହ ଜାଳିଦେଲା ୧୯ ବର୍ଷୀୟ ପଡୋଶୀ ଯୁବକ। ଜଙ୍ଗଲରୁ ଉଦ୍ଧାର ହେଲା ନାବାଳିକାର ଅର୍ଦ୍ଧଦଗ୍ଧ ମୃତଦେହ ।

୭.Patra Chawl land scam case: ଅକ୍ଟୋବର 17 ପର୍ଯ୍ୟନ୍ତ ବଢିଲା ସଞ୍ଜୟ ରାଓ୍ବତଙ୍କ ନ୍ୟାୟିକ ହେପାଜତ ଅବଧି

ପୁଣି ବଢିଲା ଶିବସେନା ନେତା ସଞ୍ଜୟ ରାଉତଙ୍କ ନ୍ୟାୟିକ ହାଜତ ଅବଧି । ଏବେ 17 ତାରିଖ ଯାଏଁ ଜେଲରେ ରହିବେ ।

୮.ଗୋଟିଏ ବର୍ଷ ମଧ୍ୟରେ ଦିଲ୍ଲୀରେ ସ୍ଥାପନ ହେଲା 1000 EV ଚାର୍ଜିଂ ପଏଣ୍ଟ

ଗୋଟିଏ ବର୍ଷ ମଧ୍ୟରେ ରାଜଧାନୀ ଦିଲ୍ଲୀରେ ବୈଦ୍ୟୁତିକ ଯାନ ପାଇଁ ସ୍ଥାପନ ହୋଇଛି ଏକ ହଜାର ଚାର୍ଜିଂ ପଏଣ୍ଟ(Delhi govt has installed 1000 charging stations) ।

୯.3 ଆମେରିକୀୟ ଅର୍ଥଶାସ୍ତ୍ରୀଙ୍କୁ ନୋବେଲ, ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଉପରେ କରିଥିଲେ ଅଧ୍ୟୟନ

ଆର୍ଥିକ ସଙ୍କଟ ସ୍ଥିତିରେ ବ୍ୟାଙ୍କଗୁଡିକର ଭୂମିକା ଓ ସେମାନଙ୍କୁ ଦେବାଳିଆ ହେବାରୁ ରକ୍ଷା କରିବା ସମ୍ପର୍କିତ ଅଧୟନ କରିଥିଲେ ଏହି ତିନି ଅର୍ଥଶାସ୍ତ୍ରୀ ।

୧୦.ଟି୨୦ରେ ୧୦୦ ମ୍ୟାଚ୍‌ ଖେଳିବାରେ ମାନ୍ଧନା ଦ୍ବିତୀୟ ଭାରତୀୟ

ଟି୨୦ ଫର୍ମାଟରେ ୧୦୦ ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିବାରେ ସ୍ମୃତି ମାନ୍ଧନା ଦ୍ବିତୀୟ ଭାରତୀୟ ମହିଳା କ୍ରିକେଟର ହୋଇପାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.