ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Oct 1, 2022, 7:08 PM IST

୧.5G Service: ଲାଇଭ ଡେମନଷ୍ଟ୍ରେସନରେ ଯୋଡିହେଲା ଦ୍ରୌପଦୀ ମୁର୍ମୁଙ୍କ ସ୍କୁଲ

5G ସେବା ଆରମ୍ଭ ନେଇ ଲାଇଭ ଡେମନଷ୍ଟ୍ରେସନରେ ପ୍ରଧାନମନ୍ତ୍ରୀଙ୍କ ସହ ଯୋଡ଼ିହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍କୁଲର ଛାତ୍ରଛାତ୍ରୀ ।

୨.କୋଟିଆରେ ଆନ୍ଧ୍ରର ଷଡଯନ୍ତ୍ର ! ଆଦାନୀର ଜଳ ବିଦ୍ୟୁତ ପ୍ରକଳ୍ପ, ଓଡିଶା ପାଇବ କଣ ?

କୋଟିଆରେ ଆନ୍ଧ୍ର ସରକାର ଆଦାନୀ ଗ୍ରୁପ ସହିତ ଚୁକ୍ତିନାମା ସ୍ବାକ୍ଷର କରି କରୁଛି ଜଳବିଦ୍ୟୁତ ପ୍ରକଳ୍ପ । ଓଡିଶା ସୀମା ଭିତରେ ହେଉଛି ଜଳ ବିଦ୍ୟୁତ ପ୍ରକଳ୍ପ !

୩.Ankita Murder Case: ପାଟିରେ କପଡ଼ା ଭରି କେନାଲରେ ଫିଙ୍ଗିଥିଲେ ଦୁର୍ବୃତ୍ତ, SITର ଖୁଲାସା

ଅଙ୍କିତାଙ୍କ ପାଟିରେ କପଡ଼ା ଭର୍ତ୍ତି କରି ତାଙ୍କୁ ଅଭିଯୁକ୍ତ କେନାଲକୁ ଫିଙ୍ଗି ଦେଇଥିବା ନେଇ SIT ସମ୍ମୁଖରେ କହିଛନ୍ତି ଉକ୍ତ ରିସର୍ଟରେ କାମ କରୁଥିବା କର୍ମଚାରୀ ତଥା ସାକ୍ଷୀ ଅନୁଜ ।

୪.Margadarsi 60th Anniversary: କମ୍ପାନୀର ସଫଳ ଭବିଷ୍ୟତ କାମନା କଲେ ଚେୟାରମ୍ୟାନ ରାମୋଜି ରାଓ

ଲକ୍ଷାଧିକ ଲୋକଙ୍କ ଜୀବନରେ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆଣିଥିବା ଚିଟ୍‌ଫଣ୍ଡ କମ୍ପାନୀ 'ମାର୍ଗଦର୍ଶୀ ଚିଟ୍‌ଫଣ୍ଡ' (Margadarsi Chit Fund)କୁ ପୁରିଛି ୬୦ ବର୍ଷ ।

୫.ଧର୍ମେନ୍ଦ୍ରଙ୍କ ମୃତ୍ୟୁକୁ ନେଇ ତେଜୁଛି ରାଜନୀତି, ଡିସିପିଙ୍କ ଅଫିସ ଆଗରେ ଗର୍ଜିଲା BJP

ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣା, ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର ଓ ଗିରଫ ଦାବିରେ ଡିସିପି ଅଫିସ ସମ୍ମୁଖରେ ବିଜେପିର ଧାରଣା ।

୬.ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଆଉ ୩ ମାସ ମିଳିବ ଅତିରିକ୍ତ ଚାଉଳ

ଖାଦ୍ୟ ସୁରକ୍ଷା ହିତାଧିକାରୀ ମାନଙ୍କୁ ଆଉ ତିନି ମାସ ପାଇଁ ଅତିରିକ୍ତ 5 କିଲୋଗ୍ରାମ ଚାଉଳ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

୭.ଚାଲିଛି ମାଆଙ୍କ ଷଷ୍ଠୀ ପୂଜା, ସଜେଇ ହୋଇଛି ରାଜଧାନୀ

ପୂଜାର ପ୍ରସ୍ତୁତିରେ ବିଭୋର ରାଜଧାନୀର ପୂଜାମଣ୍ଡପ । ସମସ୍ତଙ୍କ ଭିତରେ ଖୁସି ଓ ଆବେଗ ଭରା ନୟନରେ ମା'କୁ ଅପେକ୍ଷା ।

୮.Cong President Poll: ତ୍ରିପାଠୀଙ୍କ ପ୍ରାର୍ଥୀପତ୍ର ନାକଚ, ଏବେ ଖଡ଼ଗେ-ଥରୁର ଲଢେଇ

କଂଗ୍ରେସର ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ । ଝାଡ଼ଖଣ୍ଡର ପୂର୍ବତନ ମନ୍ତ୍ରୀ କେ. ଏନ ତ୍ରିପାଠୀଙ୍କ ପ୍ରାର୍ଥୀପତ୍ର ନାକଚ ହେବା ପରେ ଏବେ ଶଶି ଥରୁର ଓ ଖଡ଼ଗେଙ୍କ ମଧ୍ୟରେ ହେବ ଲଢେଇ ।

୯.ସରିଲା ମାଗଣା ଟିକା ଡେଡଲାଇନ, ମହଜୁଦ ଥିବା ଟିକା ଦିଆଯିବ

ସେପ୍ଚେମ୍ବର 30ରୁ ରାଜ୍ୟରେ ମାଗଣା ଟିକାକରଣ ପ୍ରକିୟା ଶେଷ ହୋଇଛି। କିନ୍ତୁ ମହଜୁଦ ଥିବା ଟିକାକୁ ପ୍ରଦାନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।

୧୦.Digital Dialogue: ମେକ୍ ଇନ ଓଡିଶା ବହୁଜନ ହିତାୟ ନୁହେଁ: ପଞ୍ଚାନନ କାନୁନଗୋ

ଇଟିଭି ଭାରତ ଡିଜିଟାଲ ଡାଏଲଗକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ। ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.