ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Sep 17, 2022, 7:05 PM IST

୧.ମୁଖ୍ୟମନ୍ତ୍ରୀଙ୍କ ଚିଠି, 160 ଜନଜାତିଙ୍କୁ ST ତାଲିକାଭୁକ୍ତ କରିବାକୁ ଦାବି

କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଚିଠି ଲେଖିଛନ୍ତି ନବୀନ । 160 ଜନଜାତିଙ୍କୁ ST ତାଲିକାଭୁକ୍ତ କରିବା ଲାଗି ଚିଠିରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ।

୨.ବିରାଜିଲେ ବିଶ୍ଵବିନ୍ଧାଣି, ଝଲସୁଛି ଆଲୁମିନିୟମ ନଗରୀ

ଆଜି ଧରାବତରଣ କରିଛନ୍ତି ଦେବ ଶିଳ୍ପୀ ବିଶ୍ଵ ବିନ୍ଧାଣି ବିଶ୍ଵକର୍ମା । ଏହି ଅବସରରେ ଆଲୁମିନିୟମ ନଗରୀ ନାଲକୋର ଓଡିଶା ପ୍ରସିଦ୍ଧ ବିଶ୍ଵକର୍ମା ପୂଜା ଆରମ୍ଭ ହୋଇଛି ।

୩.5 ଦିନ ପରେ ଆଖି ବୁଜିଲା ପୀଡିତା, ଦୁଷ୍କର୍ମ ଉଦ୍ୟମ ବେଳେ ବିରୋଧ କରିବାରୁ ଆକ୍ରମଣ କରିଥିଲେ ଅଭିଯୁକ୍ତ

ବିରୋଧ କରିବାରୁ ନିସ୍ତୁକ ମାଡ ମାରି ଗୁରୁତର କରିଥିଲେ ଦୁଇ ଅଭିଯୁକ୍ତ । ପରିବାର ସଦସ୍ୟ ଉଠାଇଲେ ପୋଲିସ ଅବେହଳାର ଅଭିଯୋଗ । ଖଣ୍ଡନ କରିବା ସହ ତଦନ୍ତ ଜାରି ରହିଥିବା ପୋଲିର ସୂଚନା ।

୪.ଭାରତୀୟ କଲେଜରେ ମିଳବନି ସିଟ, କେନ୍ଦ୍ରର ସତ୍ୟପାଠ ପରେ ଚିନ୍ତାରେ ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀ

ଭାରତୀୟ କଲେଜରେ ନାମଲେଖା ସମ୍ଭବ ନୁହେଁ ବୋଲି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲା କେନ୍ଦ୍ର । ବଢିଲା ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀଙ୍କ ଚିନ୍ତା।

୫.ହଜାରିବାଗରେ ଓଲଟିଲା ଯାତ୍ରୀବାହୀ ବସ୍‌: 5 ମୃତ, ଏକାଧିକ ଆହତ

ଝାଡଖଣ୍ଡର ହଜାରିବାଗରେ ଓଲଟିପଡିଲା ବସ । ଘଟଣାସ୍ଥଳରେ 5 ମୃତ, ଏକାଧିକ ଆହତ ସୂଚନା । ଜାରି ରହିଛି ଉଦ୍ଧାର ଅପରେସନ ।

୬.ଶ୍ରୀମନ୍ଦିର ରକ୍ଷାଣବେକ୍ଷଣ ସ୍ଥିତି ଯାଞ୍ଚ କଲେ ଆମିକସକ୍ୟୁରି, ୨୭ରେ ରତ୍ନଭଣ୍ଡାର ଖୋଲିବା ନେଇ ଆଲୋଚନା

ଶ୍ରୀମନ୍ଦିର ରକ୍ଷାଣବେକ୍ଷଣର ସ୍ଥିତି ଯାଞ୍ଚ କରିଛନ୍ତି ହାଇକୋର୍ଟଙ୍କ ଆମିକସକ୍ୟୁରି । ଏ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଛି ।

୭.ଝାରସୁଗୁଡ଼ା ସଡ଼କ ଦୁର୍ଘଟଣା: ଆହତଙ୍କ ମଧ୍ୟରେ ଏକାଧିକ ଗୁରୁତର, ବୁର୍ଲା ମେଡିକାଲରେ ଚିକିତ୍ସା ଜାରି

ଝାରସୁଗୁଡ଼ା ଆକ୍ସନ ଇସ୍ପାତ ଛକ ପାଖ ନିଖିଳ ଢାବା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟଣା । ଅବସ୍ଥା ସଙ୍କଟାପନ୍ନ ଥିବା ଆହତଙ୍କ ଚିକିତ୍ସା ବୁର୍ଲା ମେଡିକାଲରେ କରାଯାଉଛି ।

୮.ଦିନ ଦ୍ବିପ୍ରହରରେ ରାସ୍ତାରେ ବୁଲୁଛି ଦନ୍ତା

ଚନ୍ଦକା ଜଙ୍ଗଲରୁ ଏକ ଗୋଠ ଛଡା ଦନ୍ତା ଆଜି ଦିନ ଦ୍ବିପ୍ରହରରେ ରାସ୍ତାରେ ବୁଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏବେ ରାତିରେ ନୁହେଁ ଦିନ ସମୟର ଜଙ୍ଗଲରୁ ବାହାରି ରାସ୍ତାରେ ବୁଲୁଛନ୍ତି ହାତୀ ।

୯.Nepal landslides: ନେପାଳରେ ଭୟଙ୍କର ଭୁସ୍ଖଳନ, 17 ମୃତ, ଅନେକ ନିଖୋଜ

ପ୍ରବଳ ବର୍ଷା ପରେ ନେପାଳରେ ଭୁସ୍ଖଳନ (landslides in Nepal)। 17 ମୃତ, ଏକାଧିକ ନିଖୋଜ । ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ଉଦ୍ଧାର ଅପରେସନ ।

୧୦.ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାକ୍ ଅପ: ଭାରତ ଏ ସ୍କ୍ବାର୍ଡରେ ସାମିଲ ହେଲେ ରାଜ ଅଙ୍ଗଦ ବାୱା

ଆରମ୍ଭ ହେବାକୁ ଯାଉଛି ନ୍ୟୁଜିଲ୍ୟାଣ୍ଡ 'ଏ' ବିପକ୍ଷ ( New Zealand "A" ) ତିନି ମ୍ୟାଚ୍ ବିଶିଷ୍ଟ ଏକ ଦିନିକିଆ ସିରିଜ । ଅଣ୍ଡର ୧୯ ବିଶ୍ବକପ ବିଜେତା ରାଜ ଅଙ୍ଗଦ ବାୱା ଏହି ସିରିଜ ଖେଳିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.