ETV Bharat / bharat

TOP NEWS AT 5PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Aug 22, 2022, 5:13 PM IST

ନଜର ପକାନ୍ତୁ 5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 5PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS AT 5PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

୧.8 ଘଣ୍ଟା ହେଲା ସୁବର୍ଣ୍ଣରେଖା ଜଳସ୍ତର ସ୍ଥିର, ଆଜିର ଦିନ ଗୁରୁତ୍ୱପୂର୍ଣ୍ଣ କହିଲେ ମନ୍ତ୍ରୀ

୮ ଘଣ୍ଟା ହେଲା ସୁବର୍ଣ୍ଣରେଖାରେ ଜଳସ୍ତର ସ୍ଥିର ରହିଛି(Subarnarekha flood water level is stable) । ଉତ୍ତର ଓଡ଼ିଶା ପାଇଁ ଆଜିର ଦିନ ଗୁରୁତ୍ବପୂର୍ଣ୍ଣ ରହିବ ।

୨.ସୁବର୍ଣ୍ଣରେଖା ବନ୍ୟାରେ ବେହାଲ ବାଲିଆପାଳ, ଲୋକଙ୍କୁ ମିଳୁଛି ରନ୍ଧାଖାଦ୍ୟ

ବାଲିଆପାଳ ପଞ୍ଚାୟତର ପ୍ରାଇମେରୀ ସ୍କୁଲରେ ଲୋକମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଥିବାବେଳେ, ଆଶାକର୍ମୀ ଓ ଅଙ୍ଗନାବାଡି କର୍ମୀମାନେ ଔଷଧ ବାଣ୍ଟୁଛନ୍ତି ।

୩.ମାଲକାନଗିରିରେ ଗଡୁଛି ମାଓଗଡ, ପୋଲିସ ନିକଟରେ 150 ମିଲିସିଆଙ୍କ ଆତ୍ମ ସମର୍ପଣ

୧୫୦ ଜଣ ମାଓ ମିଲିସିଆ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ମାଲକାନଗିରି ପୋଲିସ ଓ ବିଏସଏଫ ଡିଆଇଜିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ( Maoist supporters surrendered in Malkangiri) ।

୪.ଦୟାନଦୀରେ ବନ୍ୟା, କଣାସ ଡେଲାଙ୍ଗରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ

ପୁରୀ କଣାସ ଡେଲାଙ୍ଗରେ ବନ୍ୟା ଯୋଗୁଁ ବାଧାପ୍ରାପ୍ତ ହୋଇଛି ବିଦ୍ୟୁତ ସରବରାହ । ଅନ୍ଧାରରେ ରହିଛନ୍ତି ପ୍ରାୟ ୩୦ ହଜାର ଉପଭୋକ୍ତା ।

୫.ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନ ଦାବି, କୃଷକ ସଙ୍ଘର ଦେବଗଡ଼ ବନ୍ଦ

ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନ ଦାବିରେ ଆଜି ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ପାଳନ କରୁଛି କୃଷକ ସଙ୍ଘ । ଏହାର ପ୍ରଭାବରେ ସହରର ସମସ୍ତ ଦୋକାନ ବଜାର ସହିତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମଧ୍ୟ ବନ୍ଦ ରହିଛି ।

୬.ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲର ଶୁଭାରମ୍ଭ, ଜାଣନ୍ତୁ ପଦ୍ମ ପୁରସ୍କାର ୨୦୨୩ ନୋମିନେସନ ଶେଷ ତାରିଖ

ବିଭିନ୍ନ ବ୍ୟକ୍ତି ଏବଂ ସଂଗଠନକୁ ପ୍ରତି ବର୍ଷ ଭାରତ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଜାତୀୟ ପୁରସ୍କାର ୨୦୨୨ ପାଇଁ ଏକ ସାଧାରଣ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ ଶୁଭାରମ୍ଭ ହୋଇଛି ।

୭.ଭାରତର ଜଣେ ଶୀର୍ଷ ନେତାଙ୍କୁ ହତ୍ୟା ପାଇଁ ଥିଲା ଯୋଜନା, ଋଷରୁ ଧରା ପଡିଲା ISIS ଆତଙ୍କୀ

ଭାରତର ଜଣେ ଶୀର୍ଷ ନେତାଙ୍କୁ ହତ୍ୟା ପାଇଁ ଯୋଜନା କରିଥିଲା କୁଖ୍ୟାତ ଆତଙ୍କବାଦୀ ସଂଗଠନ ISIS । ଋଷରୁ ଧରା ପଡିଲା ଆତ୍ମଘାତୀ ଆକ୍ରମଣକାରୀ ।

୮.ପାରାଗୁଏରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ କଲେ ବୈଦେଶିକ ମନ୍ତ୍ରୀ

ଦକ୍ଷିଣ ଆଫ୍ରିକାର ପାରାଗୁଏରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ।

୯.Novavax Covid 19 Vaccine ଜରୁରୀ ବ୍ୟବହାରକୁ ଆମେରିକା ଦେଲା ଅନୁମତି

ନୋଭାଭକ୍ସ କୋଭିଡ 19 ଭ୍ୟାକ୍ସିନ(Novavax Covid 19 Vaccine)ର ଜରୁରୀ ବ୍ୟବହାର ପାଇଁ ମିଳିଲା ଅନୁମତି ।

୧୦.ରୋହିତ ଓ ରାହୁଲଙ୍କ ପରେ ହରାରେରେ ଗିଲ୍‌ଙ୍କ ପ୍ରଥମ ସେଞ୍ଚୁରୀ

ଜିମ୍ବାୱେ ସିରିଜର ତୃତୀୟ ମ୍ୟାଚ୍‌ରେ ଶୁଭମନ ଗିଲଙ୍କ ଦମଦାର ଶତକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.