ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Oct 7, 2022, 5:22 PM IST

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1.ଲାଞ୍ଚ ନେଇ ବନ୍ଧାହେଲେ ବଲାଙ୍ଗୀର ମୁରିବାହାଲ APO

ମୁରିବାହାଲ ଏପିଓ ସୁଶାନ୍ତ ଦାସ ୪୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଲାଞ୍ଚ ଟଙ୍କା ଜବତ କରି ଗିରଫ କରିଛି ଭିଜିଲାନ୍ସ ।

2.ହାଇପ୍ରୋଫାଇଲ ନେତାଙ୍କୁ ବ୍ଲାକ ମେଲ୍, ଗିରଫ କଲା ପୋଲିସ୍

ହାଇପ୍ରୋଫାଇଲ ନେତାଙ୍କୁ ବ୍ଲାକ ମେଲ୍ କରୁଥିଲେ ମହିଳା । ଏନେଇ ମହିଳାଙ୍କୁ ଗିରଫ କଲା ଖଣ୍ଡଗିରି ପୋଲିସ ।

3.ସର୍ବମଙ୍ଗଳାଙ୍କ ଛତର ଯାତ୍ରା, ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ମାଆ

ବିଭିନ୍ନ ଶକ୍ତିପୀଠରେ ମା'ଙ୍କ ନିକଟରେ ବଳି ପୂଜା ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲାର ଚିଲିଗୁଡା ଗାଁର ଅଧିଷ୍ଠାତ୍ରୀ ଦେବୀ ମା' ସର୍ବମଙ୍ଗଳାଙ୍କ ଛତର ଯାତ୍ରା ଅନୁଷ୍ଠିତ ହୋଇଛି ।

4.କିଏ ହେବ ପରବର୍ତ୍ତୀ ପ୍ରଧାନ ବିଚାରପତି, ଉତ୍ତରାଧିକାରୀ ବାଛିବାକୁ କେନ୍ଦ୍ରର ଚିଠି

ନଭେମ୍ବର 8 ତାରିଖରେ ଅବସର ନେବେ ବିଚାରପତି ଜଷ୍ଟିସ ୟୁୟୁ ଲଳିତ୍‌ । ଅବସର ପୂର୍ବରୁ ଉତ୍ତରାଧିକାରୀ ସୁପାରିଶ କରିବା ପାଇଁ ବିଚାରପତି ଜଷ୍ଟିସ ୟୁୟୁ ଲଳିତ୍‌ଙ୍କୁ କେନ୍ଦ୍ର ସରକାର ଚିଠି ଲେଖିଛନ୍ତି ।

5.Nobel Peace Prize 2022: ବେଲାରୁସ ଆଇନଜୀବୀ, ୨ ସଂଗଠନକୁ ନୋବେଲ ଶାନ୍ତି ପୁରସ୍କାର

୨୦୨୨ ପାଇଁ ଘୋଷଣା ହୋଇଛି ନୋବେଲ ଶାନ୍ତି ପୁରସ୍କାର (Nobel Peace Prize 2022) । ଜଣେ ବ୍ୟକ୍ତି ଓ ୨ଟି ସଂଗଠନକୁ ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି ।

6.ସାବଧାନ ! ଅଧିକ ସୁଧ ଆଶାରେ ବୁଡିପାରେ ନିବେଶ ବା ସଞ୍ଚୟ ଟଙ୍କା

ଏବେ ନିବେଶ ଓ ସଞ୍ଚୟ ପାଇଁ ଅନେକ ଗୁଡିଏ ବିକଳ୍ପ ଉଭା ହୋଇଛି । ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥାଗୁଡିକ ଅଧିକ ସୁଧ ପ୍ରଦାନ କରୁଥିବାରୁ ଲୋକେ ଏଥିପ୍ରତି ଅଧିକ ଆଗ୍ରହ ହେଉଛନ୍ତି ।

7.Delhi Excise Policy: ଦିଲ୍ଲୀ, ପଞ୍ଜାବ ଓ ହାଇଦ୍ରାବାଦର ୩୫ ସ୍ଥାନରେ ED ରେଡ୍

ଅବକାରୀ ନୀତି ମାମଲାରେ ଆଜି ଦିଲ୍ଲୀ, ପଞ୍ଜାବ ଓ ହାଇଦ୍ରାବାଦର ୩୫ ସ୍ଥାନରେ ରେଡ୍ କରୁଛି ଇଡି ।

8.ଆହୁରି ଦୁର୍ବଳ ହେଲା ଟଙ୍କା, ପ୍ରଥମ ଥର 82.33 ଛୁଇଁଲା ଡଲାର ମୂଲ୍ୟ

ଡଲାର ଆଗରେ ଆହୁରି ଦୁର୍ବଳ ହେଲା ଟଙ୍କା । ପ୍ରଥମ ଥର ୮୨ ଟଙ୍କା ୩୩ ପଇସା ହେଲା ଗୋଟିଏ ଡଲାର ମୂଲ୍ୟ ।

9.ଆଉ ହଲିଉଡରେ କରିବେନି କାମ ! ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ ଏମିତି ଖୁଲାସା କଲେ ଦୀପିକା

ଭାରତୀୟଙ୍କ ପାଇଁ ହଲିଉଡରେ ଘଟୁଥିବା ଜାତିଗତ ବୈଷମ୍ୟ (racial stereotype) ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ଦୀପିକା ପାଦୁକୋନ ।

10.ରାଜ୍ୟଗୋଷ୍ଠୀ କ୍ରୀଡା 2026: ବାଦ ପଡିଲା କୁସ୍ତି, ଫେରିଲା ସୁଟିଂ

2026ରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ କୁସ୍ତି ବାଦ ଦିଆଯାଇଛି । କ୍ରୀଡାରେ ସୁଟିଂ ଫେରିିଛି । ଏଥରେ ଗଲ୍ଫ ପଦାର୍ପଣ କରିବା ନେଇ ଖେଳସୂଚୀରେ ପ୍ରକାଶ ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.