ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଆଜିର ଟପ ଖବର

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Sep 25, 2022, 5:07 PM IST

୧.ମୃତଦେହ ସହ ଦେଢ଼ବର୍ଷ, ଜୀବିତ ଭାବି ସେବା କରୁଥିଲେ

ଜୀବିତ ଭାବି ଦେଢ଼ବର୍ଷ ଧରି ମୃତଦେହର ସେବା କରୁଥିଲେ ପରିବାର ଲୋକେ। ଘଟଣା ସାମ୍ନାକୁ ଆସିବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

୨.ଲଣ୍ଡା ହୋଇଗଲାଣି ରକ୍ତ ଚନ୍ଦନ ବଣ, ୧୨ହଜାର ଗଛରୁ ଏବେ ରହିଛି ୧୩୦ଟି ଗଛ

ରା.ଉଦୟଗିରି ଏବଂ ନୂଆଗଡ ବ୍ଲକର ବିଭିନ୍ନ ପାହାଡରେ ଲକ୍ଷ ଲକ୍ଷ ଚନ୍ଦନ ଗଛ ରହିଥିଲା । ତେବେ ରକ୍ଷଣାବେକ୍ଷଣ ଅଭାବରୁ ଲଣ୍ଡା ହୋଇଗଲାଣି ରକ୍ତ ଚନ୍ଦନ ବଣ ।

୩.ଜବରଦସ୍ତ ଯୁବକଙ୍କ ଧର୍ମ ପରିବର୍ତ୍ତନ କରାଇଲେ, ୧୧ ଜଣଙ୍କ ନାମରେ ମାମଲା ରୁଜୁ

ଯୁବକଙ୍କ ଧର୍ମ ପରିବର୍ତ୍ତନ କରାଇଲେ କିଛି ମୁସ୍‌ଲିମ ସମ୍ପ୍ରଦାୟର ଯୁବକ । ୧୧ ଜଣଙ୍କ ବିରୁଦ୍ଧରେ ପୋଲିସ ମାମଲା ରୁଜୁ କରିଛି ।

୪.ବାୟୁସେନା କ୍ୟାଡେଟଙ୍କ ସନ୍ଦହଜନକ ମୃତ୍ୟୁ, 6 ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା

ବାୟୁସେନା କ୍ୟାଡେଟଙ୍କ ସନ୍ଦହଜନକ ମୃତ୍ୟୁ । ନିର୍ଯାତନା ଅଭିଯୋଗ ଆଣିଲେ ପରିବାର । 6 ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି ।

୫.ବୟସର ଅପରାହ୍ନରେ ପର କଲେ 11 ସନ୍ତାନ, ଇଚ୍ଛାମୃତ୍ୟୁ ଆବେଦନ କଲେ ବୃଦ୍ଧା

ଜନ୍ମକଲା ସନ୍ତାନଙ୍କଠାରୁ ନିର୍ଯାତିତ ହୋଇ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି ଜଣେ 75 ବର୍ଷୀୟ ବୃଦ୍ଧା ।

୬.Bhubaneswar Club President Election: ପୁଣି ସଭାପତି ଭାବେ ଅସିତ୍‌ ତ୍ରିପାଠୀ ନିର୍ବାଚିତ

ରାଜ୍ୟର ଅନ୍ୟତମ ସମ୍ଭ୍ରାନ୍ତ କ୍ଲବ ଭୁବନେଶ୍ୱର କ୍ଲବର ନିର୍ବାଚନ ଫଳ ପ୍ରକାଶ ପାଇଛି । ଅସିତ ତ୍ରିପାଠୀ ଭୁବନେଶ୍ୱର କ୍ଲବ୍‌ର ସଭାପତି ଭାବେ ପୁନଃନିର୍ବାଚିତ ହୋଇଛନ୍ତି ।

୭.୩ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ

ସଂରକ୍ଷିତ ଜଙ୍ଗଲରେ ଚାଲିଥିଲା ଗଞ୍ଜେଇ ଚାଲାଣ, ମାଡି ବସିଲା ଅବକାରୀ ବିଭାଗ । କଳାହାଣ୍ଡି ଜିଲ୍ଲା ଥୂଆମୂଳ ରାମପୁର ଅଞ୍ଚଳର ନିକଟରୁ ୩ କ୍ୱିଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ ।

୮.2 ବର୍ଷ ମଧ୍ୟରେ ସାରା ଦେଶରେ ମିଳିବ 5G ସେବା

2 ବର୍ଷ ମଧ୍ୟରେ ସମଗ୍ର ଦେଶରେ ଏହାକୁ ଉପଲବ୍ଧ କରାଇବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା କେନ୍ଦ୍ର ଆଇଟି ମନ୍ତ୍ରୀଙ୍କ ସୂଚନା ।

୯.Co-pay ବିନା ନିଅନ୍ତୁ ସ୍ବାସ୍ଥ୍ୟ ବୀମା ପଲିସି

ଅନେକ ଲୋକ ଅଛନ୍ତି, ଯେଉଁମାନେ କମ୍ ପ୍ରିମିୟମ ଆଶାରେ Co-pay ସର୍ତ୍ତ ସହ ସ୍ବାସ୍ଥ୍ୟ ବୀମା ନେଇଥାନ୍ତି । ଯାହାକି ଭବିଷ୍ୟତରେ ସେମାନଙ୍କ ପାଇଁ ବଡ ସମସ୍ୟା ସାଜିଥାଏ ।

୧୦.କ୍ରିକେଟରୁ ଅବସର ପରେ ଝୁଲଣଙ୍କ ପାଇଁ ସ୍ପେଶାଲ ପୋଷ୍ଟ କଲେ ଅନୁଷ୍କା

ଝୁଲଣ ଗୋସ୍ବାମୀ କ୍ରିକେଟର ସବୁ ଫର୍ମାଟରୁ ଅବସର ପରେ ଝୁଲଣଙ୍କ ପାଇଁ ଇଷ୍ଟାଗ୍ରାମ ପେଜରେ ସ୍ପେଶାଲ ନୋଟ ଲେଖିଲେ ଅନୁଷ୍କା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.