ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଆଜିର ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Sep 21, 2022, 5:03 PM IST

୧.କରଞ୍ଜିଆରେ ପୁଣି ହାତୀ ଉପଦ୍ରବ: କ୍ଷତିପୂରଣ ଦାବିରେ ୧୦ ବନ କର୍ମଚାରୀ ବନ୍ଧକ

ବାରାପାଣପଶି ଗାଁରେ ହାତୀ ଆକ୍ରମଣରେ ଜଣେ ଆହତ ହୋଇଥିବାବେଳେ ଏକର ଏକର ଚାଷଜମି ନଷ୍ଟ କରିଛନ୍ତି । କ୍ଷତି ପୂରଣ ଦାବିରେ ୧୦ ଜଣ ବନବିଭାଗ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ ।

୨.ବିଧାୟକ ପ୍ରାର୍ଥୀ ହେବା ଚର୍ଚ୍ଚାକୁ ଦେବାଶିଷ ପଟ୍ଟନାୟକଙ୍କ ଖଣ୍ଡନ

ଆଗାମୀ ନିର୍ବାଚନରେ ବିଜେଡ଼ିରୁ ବିଧାୟକ ପ୍ରାର୍ଥୀ ହେବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ। ରଣପୁର ବିଜେଡ଼ିରେ ଗୋଷ୍ଠୀ କନ୍ଦଳର ଶିକାର ହୋଇଛନ୍ତି ବିଧାୟକ ସତ୍ୟନାରାୟଣ ପ୍ରଧାନ l

୩.କର୍କଟ ରୋଗରେ କଲବଲ ପଞ୍ଚାନନ, ସରକାରୀ ସହାୟତା ଅପେକ୍ଷାରେ ଅସହାୟ ଦମ୍ପତି

ଅର୍ଥ ଅଭାବରୁ ଚିକିତ୍ସା ପରେ ବି ଶଯ୍ୟାଶାୟୀ ହୋଇ ରହିଛନ୍ତି । ରାଜ୍ୟ ସରକାର ଦେଇଥିବା ସ୍ଵାସ୍ଥ୍ୟବୀମା କାର୍ଡ ଥାଇ ମଧ୍ୟ କାମରେ ଆସୁନି ।

୪.ଭାରତ ପାଇଁ ଚ୍ୟାଲେଞ୍ଜ ହୋଇଛି ଚୀନ, 2047 ସୁଦ୍ଧା ସମ୍ପୂର୍ଣ୍ଣ ଆତ୍ମନିର୍ଭର ହେବ ନୌସେନା: Navy Chief

ଆର୍ଥିକ ସଂଙ୍କଟ ପରେ ବି, ପାକିସ୍ତାନ ତାର ସେନା ଆଧୁନିକୀକରଣ ଜାରି ରଖଛି ଏହା ସହ ଭାରତ ପାଇଁ ଚୀନ ଏକ କଠିନ ଚ୍ୟାଲେଞ୍ଜ ହୋଇଥିବା କହିଛନ୍ତି ନୌସେନା ମୁଖ୍ୟ ଆର ହରି କୁମାର ।

୫.ତିରୁପତି ମନ୍ଦିରକୁ କୋଟିଏ ଟଙ୍କା ଦାନ କରି ଚର୍ଚ୍ଚାରେ ମୁସଲିମ ଦମ୍ପତି

ତାମିଲନାଡୁ ଚେନ୍ନାଇର ଦମ୍ପତି ସୁବିନା ବାନୁ ଏବଂ ଅବଦୁଲ ଘାନି ମଙ୍ଗଳବାର ନିଜ ଛୁଆଙ୍କ ସହ ଯାଇ ତିରୁପତି ଦେବାସ୍ଥାନମ(TTD)କୁ ୧କୋଟି ଟଙ୍କା ଦାନ କରିଥିଲେ ।

୬.କାଗଜପତ୍ରରେ ସ୍ବାମୀଙ୍କୁ ମୃତ ଦର୍ଶାଇ ସମ୍ପତ୍ତି ବିକିଲେ ସ୍ତ୍ରୀ

ସମ୍ପତ୍ତି ପାଇଁ ସ୍ତ୍ରୀର ଚାଲ୍ । ସ୍ବାମୀଙ୍କୁ କାଗଜପତ୍ରରେ ମୃତ ଦର୍ଶାଇ ୪୦ ଲକ୍ଷ ଟଙ୍କାରେ ସମ୍ପତ୍ତି ବିକିଲେ ମହିଳା ।

୭.ସମ୍ବଲପୁରରେ ଡାକ୍ତରଙ୍କୁ ଚପଲରେ ପିଟିଲେ ବ୍ୟବସାୟୀ

ସ୍ବାସ୍ଥ୍ୟ ପରୀକ୍ଷାରେ ବିଳମ୍ବ ହେବାରୁ ଡାକ୍ତରଙ୍କୁ ଚପଲରେ ମାଡ ମାରିଲେ ବ୍ୟବସାୟୀ ।

୮.ଯୁଦ୍ଧ ବନ୍ଦ ପାଇଁ ମୋଦିଙ୍କ ମନ୍ତବ୍ୟକୁ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ପ୍ରଶଂସା

ଯୁଦ୍ଧ ବନ୍ଦ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟକୁ ଜାତିସଂଘରେ ପ୍ରଶଂସା କଲେ ଫ୍ରାନ୍ସ ରାଷ୍ଟ୍ରପତି । ଏହା ଯୁଦ୍ଧର ସମୟ ନୁହେଁ ବୋଲି ପୁଟିନଙ୍କୁ କହିଥିଲେ ମୋଦି ।

୯.ଘାତକ ସାଜୁଛି କି ଜିମ୍‌ ? କାହିଁକି ସର୍ବାଧିକ ଲୋକଙ୍କୁ ଜିମରେ ଆସୁଛି ହୃଦଘାତ

ଜିମ୍‌ରେ ଲୋକମାନଙ୍କର ଅଧିକ ହୃଦଘାତ ଆଶଙ୍କା କାହିଁକି ଥାଏ ? ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ମଧ୍ୟ ଏହି କାରଣରୁ ମୃତ୍ୟୁ ଘଟିଛି(Raju Srivastava passed away) !

୧୦.ମହିଳା ଏସିଆ କପ୍, ଭାରତୀୟ ଟିମ୍ ଘୋଷଣା

ଅକ୍ଟୋବର 1ରୁ 15 ତାରିଖ ଯାଏ ଆରମ୍ଭ ହେବାକୁ ଯାଉଛି ମହିଳା ଏସିଆ କପ୍ ଟି-ଟ୍ବେଣ୍ଟି । ଏନେଇ ଭାରତୀୟ ଦଳ ଘୋଷଣା ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.