ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଆଜିର ମୁଖ୍ୟ ଖବର

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Sep 20, 2022, 5:05 PM IST

୧.Investors Meet in Bengaluru: ବେଙ୍ଗାଲୁରୁରେ ହେବ ଓଡିଶା ନିବେଶକ ସମ୍ମିଳନୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା 28 ତାରିଖରୁ 2 ଦିନିଆ ବେଙ୍ଗାଲୁରୁର ଗସ୍ତରେ ଯିବେ । ଏହି ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ଉଦ୍ୟୋଗପତିମାନଙ୍କୁ ସିଧାସଳଖ ଭେଟିବେ ।

୨.ସତର୍କ କରାଇଲେ SRC, ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି

ରାଜ୍ୟରେ ଲଘୁଚାପର ପ୍ରଭାବରେ ପ୍ରବଳ ବର୍ଷା ଆଶଙ୍କା କରାଯାଉଛି । ଫଳରେ ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

୩.ଗୁରୁବାର ରାଜ୍ୟ କ୍ୟାବିନେଟ, ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିବ ମୋହର

ଆସନ୍ତା 22 ତାରିଖ ଅର୍ଥାତ ଗୁରୁବାର ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଯାଉଛି ରାଜ୍ୟ କ୍ୟାବିନେଟ ବୈଠକ ।

୪.ନୋଏଡାରେ କାନ୍ଥ ଭୁଶୁଡି ୪ ମୃତ, ୨ ଗୁରୁତର

ନୋଏଡାରେ କାନ୍ଥ ଭୁଶୁଡିବା ଯୋଗୁଁ ୪ ଜଣ ମୃତ । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ।

୫.ଆକ୍ସନ ମୋଡ଼ରେ କମିଶନରେଟ ପୋଲିସ, ସାଲିଆ ସାହିରେ ଧରପଗଡ

ଭୁବନେଶ୍ବର ସ୍ଥିତ ସାଲିଆ ସାହି ବସ୍ତିରେ ଏକ କାଳୀନ ଚଢ଼ାଉ କରିଛି କମିଶନରେଟ ପୋଲିସ ।

୬.କଂଗ୍ରେସ ବିଧାୟକ କଳି, ପୁଣି ମୁହାଁମୁହିଁ ତାରା ଓ ମୋକିମ

ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସର ଦୁଇ ବିଧାୟକ । କଟକ ବାରବାଟି ବିଧାୟକ ମହମ୍ମଦ ମୋକିମ ଓ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ।

୭.ଲିଫ୍ଟ ମାଗି ବାଇକଆରୋହୀଙ୍କୁ ହତ୍ୟା, ପିଠିରେ ବିଷ ଇନଜେକ୍ସନ ଦେଲେ ଅଭିଯୁକ୍ତ

ପ୍ରଥମେ ଲିପ୍ଟ ମାଗିଲେ । କିଛି ବାଟ ଯିବା ପରେ ବାଇକଆହୋରୀଙ୍କୁ ବିଷ ଇନଜେକ୍ସନ ଦେଇ ହତ୍ୟା କରିଛନ୍ତି ଲିଫ୍ଟ ମାଗିଥିଲା ବ୍ୟକ୍ତି ଜଣକ ।

୮.ଭାରତ ତୋଡ ଯାତ୍ରୀଙ୍କୁ ଥରାଇ ଦେଇଛି ଭାରତ ଯୋଡ଼ ଯାତ୍ରା: କଂଗ୍ରେସ

ଭାରତ ତୋଡା ଯାତ୍ରୀଙ୍କୁ ଛାନିଆ କରିଛି ଆମ ଏହି ଭାରତ ଯୋଡ ଯାତ୍ରା କହି ଶାସକ ଦଳ ଉପରେ ବର୍ଷିଛି କଂଗ୍ରେସ ।

୯.khandabasa festival: ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ଯାତ୍ରା, ଜମିଲା ଶ୍ରଦ୍ଧାଳୁଙ୍କ ସମାଗମ

ଲଙ୍କାରୁ ଆସି କଳାହାଣ୍ଡି ଜିଲ୍ଲା ଜୁନାଗଡରେ ପୂଜା ପାଉଛନ୍ତି ମା' । ଛଅକୋଡି ବନ୍ଧ ଓ ନଅକୋଡି ତୋଟା ପରିବେଷ୍ଟିତ ଏହି ଐତିହାସିକ ସହରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ଲଙ୍କେଶ୍ବରୀ ।

୧୦.ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ମେକ୍ସିକୋ, ଜଣେ ମୃତ

ମେକ୍ସିକୋରେ ବଡ ଧରଣର ଭୂମିକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୭ ରେକର୍ଡ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.