ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଆଜିର ଟପ ଖବର

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Aug 31, 2022, 5:03 PM IST

୧.ଦିଲ୍ଲୀରେ ନବୀନ, ଇନଭେଷ୍ଟର୍ସ ମିଟରେ 16 ରାଷ୍ଟ୍ରଦୂତଙ୍କ ସହ କରିବେ ଆଲୋଚନା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଗସ୍ତ । ଆଜି ସନ୍ଧ୍ୟାରେ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଇନଭେଷ୍ଟର୍ସ ମିଟରେ ଯୋଗଦେବେ ।

୨.ଜଉରେ ଅଗ୍ରପୂଜ୍ୟ ଶ୍ରୀ ଗଣେଶ

ଆଜି ବିଘ୍ନ ବିନାଶକ ପ୍ରଭୁ ଗଣେଶଙ୍କ ପୂଜା । ଏହି ଅବସରରେ ବାଲେଶ୍ବରରେ ଜଉକଣ୍ଢେଇ ଶ୍ରୀଗଣେଶ ପ୍ରତିଯୋଗିତା ଓ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି ।

୩.ରାଜ୍ୟଙ୍କୁ ରିହାତି ଦରରେ ଡାଲି ଯୋଗାଇ ଦେବ କେନ୍ଦ୍ର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି ।

୪.ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

୨୦୨୪ ପାଇଁ ବିଜେପିର ଜୋରଦାର ପ୍ରସ୍ତୁତି । ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

୫.ପାର୍ବଣର ଶୁଭାରମ୍ଭ, କଟକରେ ଧୂମଧାମରେ ଗଣେଶ ପୂଜା ପାଳନ

କଟକର ବିଭିନ୍ନ ସ୍ଥାନରେ ବହୁ ଆଡ଼ମ୍ବରରେ ବିଘ୍ନହର୍ତ୍ତାଙ୍କ ପୂଜା ହୋଇଥିବା ଦେଖିବାକୁ ମିଳିଛି । ଦୁଇବର୍ଷର କୋଭିଡ କଟକଣା ପରେ ଗଣେଶ ପୂଜା ପାଳି ପାର୍ବଣ ଋତୁକୁ ନିମନ୍ତ୍ରଣ କରିଛନ୍ତି ସହରବାସୀ ।

୬.ଦାନା ବାନ୍ଧୁଛି କି ମହାମେଣ୍ଟ ? ପାଟନାରେ ନୀତିଶ ଓ ତେଜସ୍ୱୀଙ୍କୁ ସାକ୍ଷାତ କଲେ KCR

ବିହାରରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ସି.ଆର (kcr meets CM Nitish Kumar) । ମୁଖ୍ୟମନ୍ତ୍ରୀ ନୀତିଶ ଓ ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀଙ୍କୁ କଲେ ସାକ୍ଷାତ ।

୭.କୁଆଖାଇ ଟ୍ରାଜେଡି: ଗାଧୋଇବା ହେଲା କାଳ, ଭାସିଗଲେ ଦୁଇ ନାବାଳକ

କୁଆଖାଇ ନଦୀରେ ଗାଧୋଇବା ବେଳେ ଭାସିଗଲେ ଦୁଇ ନାବାଳକ। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର 2 ଟିମ୍ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି ।

୮.ପଞ୍ଜାବ ବାଚସ୍ପତିଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା

ପଞ୍ଜାବରେ ଆପ୍ ନେତାଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା ଜାରି । ଏହି ତାଲିକାରେ ରହିଛନ୍ତି ବାଚସ୍ପତି କୁଲତର ସିଂହ ସାନ୍ଧୱା ।

୯.ବୃଦ୍ଧି ପାଉଛି ଡାଟା ବ୍ୟବହାର, 2025 ସୁଦ୍ଧା ଦେଶରେ ନିର୍ମାଣ ହେବ 45ରୁ ଅଧିକ Data Centres

ବଢୁଥିବା ଚାହିଦାକୁ ଦୃଷ୍ଟିରେ ରଖି 2025 ସୁଦ୍ଧା ଭାରତରେ ନିର୍ମାଣ ହେବ 45 ରୁ ଅଧିକ ଡାଟା କେନ୍ଦ୍ର(data centres), ମୁମ୍ବାଇରେ ସ୍ଥାପନ ହେବ ସର୍ବାଧିକ ।

୧୦.Asia Cup 2022, ଆଜି ହଂକଂକୁ ଭେଟିବ ଭାରତ

ଏସିଆ କପ୍ 2022ରେ ଆଜି ଚତୁର୍ଥ ମ୍ୟାଚ ଖେଳାଯିବ । ଏଥିରେ ଭାରତ ଓ ହଂକଂ ପରସ୍ପରକୁ ଭେଟିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.