ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ଟପ ଖବର

ନଜର ପକାନ୍ତୁ @3PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Sep 4, 2022, 3:00 PM IST

୧.ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହେଲେ ନବୀନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିଲା ଜୀବନବ୍ୟାପୀ ସାଧନା ସମ୍ମାନ(Lifetime Achievement Award)ରେ ସମ୍ମାନ ।

୨.ଶ୍ବଶୁରଘର ଲୋକଙ୍କୁ ଜୀଅନ୍ତା ଜାଳିବାକୁ ଉଦ୍ୟମ, ଘରେ ନିଆଁ ଲଗାଇବା ବେଳେ ଜ୍ବାଇଁ ଗିରଫ

ଶ୍ବଶୁର ଘର ଲୋକଙ୍କୁ ଜିଅନ୍ତା ଜାଳିବାକୁ ଜ୍ବାଇଁର ଉଦ୍ୟମ, ଘରେ ନିଆଁ ଲଗାଇବା ବେଳେ ଜ୍ବାଇଁ ଗିରଫ ।

୩.ସୀମା ଟପିଲା ପାଶବିକତା, ଅପହରଣ କରି 4 ଦିନ ଧରି ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଜଣେ ନାବାଳିକାକୁ ଅପହରଣ କରି ୪ ଦିନ କାଳ ୪୫ ବର୍ଷର ଅଭିଯୁକ୍ତ ଜୋରଜବରଦସ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

୪.ଜାତିଆଣ ମନ୍ତବ୍ୟକୁ ନେଇ ବିବାଦ, ସରପଞ୍ଚଙ୍କ ନାଁରେ ଏତଲା

ନବରଙ୍ଗପୁରରେ ଜାତିଆଣ ମନ୍ତବ୍ୟକୁ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ । ଆକ୍ରମଣ ଅଭିଯୋଗରେ ଗାଁ ସରପଞ୍ଚଙ୍କ ନାଁରେ ଥାନାରେ ଏତଲା ।

୫.ଏମିତି ବି ଆସେ ମୃତ୍ୟୁ ! ହନୁମାନ ବେଶରେ ନାଚୁଥିବା ବେଳେ ଟଳି ପଡିଲେ ଯୁବକ

ଉତ୍ତରପ୍ରଦେଶରେ ମୈନିପୁରରେ ଜଣେ ଯୁବକ ହନୁମାନଙ୍କ ବେଶର ପଣ୍ଡାଲରେ ନାଚୁଥିବା ବେଳେ ହଠାତ୍‌ ଖସିପଡି ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

୬.ରୋହିଙ୍ଗ୍ୟା ପ୍ରବାସୀ ବାଲାଂଦେଶ ଉପରେ ବଡ ବୋଝ: ଶେଖ୍ ହସିନା

ରୋହିଙ୍ଗ୍ୟା ପ୍ରବାସୀ ବାଲାଂଦେଶ ଉପରେ ବଡ ବୋଝ । ଭାରତ ଏ ସମସ୍ୟାର ସମାଧାନ କରିପାରିବ ବୋଲି କହିଲେ ବାଲାଂଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ।

୭.ସାଙ୍ଗ ସାଜିଲା ସଇତାନ: 25 ଲକ୍ଷ ପାଇଁ କଣ୍ଠଶିଳ୍ପୀ ବୈଶାଲୀଙ୍କୁ ହତ୍ୟା, ପୋଲିସର ଖୁଲାସା

ବୈଶାଲୀ ବଲସାରାଙ୍କ ମୃତ୍ୟୁ ଉପରୁ ହଟିଲା ପରଦା, ଟଙ୍କା ଫେରସ୍ତ କରିବା ବଦଳରେ ଗାୟିକାଙ୍କୁ ହତ୍ୟା କଲେ ତାଙ୍କ ଫେସବୁକ ସାଙ୍ଗ ।

୮.ଦେଓଘର ଏୟାରପୋର୍ଟ ATCରେ ପ୍ରବେଶ ଘଟଣା: ସାଂସଦ ଓ ଡିସିଙ୍କ ମଧ୍ୟରେ ଟ୍ବିଟର ୱାର

ଦେଓଘରରେ ଜବରଦସ୍ତି ବିମାନ ଉଡାଣ ଘଟଣାରେ ତେଜୁଛି ବିବାଦ । ଟ୍ବିଟରର୍ ମୁହାଁମୁହିଁ ହେଲେ ବିଜେପି ସାଂସଦ ଏବଂ ଡେପୁଟି କମିଶନର ।

୯.୨୦୩୦ ସୁଦ୍ଧା ବିଶ୍ବର ତୃତୀୟ ବୃହତ୍ ଅର୍ଥନୀତି ହେବ ଭାରତ

୨୦୩୦ ସୁଦ୍ଧା ବିଶ୍ବର ତୃତୀୟ ବୃହତ୍ ଅର୍ଥନୀତି ପାଲଟିବ ଭାରତ । ପଛରେ ପଡିବେ ଜର୍ମାନୀ ଓ ଜାପାନ ।

୧୦.Ultimate kho kho, ଆଜି ଓଡିଶା ଜଗର୍ନଟ୍ସ-ତେଲୁଗୁ ଯୋଦ୍ଧାସ ଫାଇନାଲ

ଆଜି ଅଲଟିମେଟ୍ ଖୋ ଖୋ ଲିଗର ଫାଇନାଲ ଲଢେଇ । ମୁହାଁମୁହିଁ ହେବେ ଡିଶା ଜଗର୍ନଟ୍ସ ଓ ତେଲୁଗୁ ଯୋଦ୍ଧାସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.