ETV Bharat / bharat

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS 1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Nov 13, 2022, 1:01 PM IST

1.ରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ, TMC ନେତାଙ୍କ ନାମରେ ଏତଲା

ରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେବା ନେଇ ଟିଏମସି ନେତା ତଥା ଶ୍ଚିମବଙ୍ଗ ମନ୍ତ୍ରୀ ଅଖିଳ ଗିରିଙ୍କ ନାମରେ ଏତଲା ଦେଇଛି ବଜେପି ।

2.ଗୁଜୁରାଟ ବିଧାନସଭା ନିର୍ବାଚନ: ଘରେ ଭୋଟ ଦେବେ ପାଖାପାଖି ୫ ଲକ୍ଷ ଦିବ୍ୟାଙ୍ଗ ଭୋଟର

ଡିସେମ୍ବର ୧ ଓ ୫ରେ ଗୁଜୁରାଟ ବିଧାନସଭା ନିର୍ବାଚନ । ରାଜ୍ୟରେ ପାଖାପାଖି ୫ ଲକ୍ଷ ଦିବ୍ୟାଙ୍ଗ ଭୋଟର ରହିଛନ୍ତି । ଦିବ୍ୟାଙ୍ଗ ଓ ବୟସ୍କ ଭୋଟରଙ୍କ ପାଇଁ ଘରେ ମତଦାନ ଲାଗି ବ୍ୟବସ୍ଥା କରାଯାଉଛି ।

3.କମ୍ପିବ ଗୁଜୁରାଟ: ହେଲିକପ୍ଟର ଓ ଚାଟାର୍ଡ ବିମାନରେ ଚାଲିବ ପ୍ରଚାର

କମ୍ପିବ ଗୁଜୁରାଟ ପ୍ରଚାର ମଇଦାନ । ନିର୍ବାଚନୀ ପ୍ରଚାର ପାଇଁ ହେଲିକପ୍ଟର ଓ ଚାଟାର୍ଡ ବିମାନ ଭଡାରେ ନେଲା ବିଜେପି, କଂଗ୍ରେସ ଓ ଆପ୍ ।

4.କୋଲକାତା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ଭାରତରେ ପ୍ରଥମ

କୋଲକାତା ଡାକ୍ତରଙ୍କ ବିରଳ ଅସ୍ତ୍ରୋପଚାର । ଭିନ୍ନ ରକ୍ତ ଗ୍ରୁପ ଥାଇ ମଧ୍ୟ କିଡନୀ ପ୍ରତିରୋପଣ କରି ରୋଗୀଙ୍କ ଜୀବନ ବଞ୍ଚାଇଲେ ଡାକ୍ତର ।

5.ସୁଦର୍ଶନ ପଟ୍ଟନାୟକଙ୍କ ଉପରେ ସନ୍ଦର୍ଭ ଲେଖି PhD ପାଇଲେ ଅଣଓଡିଆ

ଖ୍ୟାତିନାମା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଉପରେ ସନ୍ଦର୍ଭ ଲେଖି PhD ପାଇଲେ ରାଜସ୍ଥାନ ଛାତ୍ରୀ । ଅଭିନନ୍ଦନ ଜଣାଇଲେ ବାଲୁକା ଶିଳ୍ପୀ ।

6.ମଝି ଆକାଶରେ ସେନା ବିମାନ ଦୁର୍ଘଟଣା, ଚାଲିଗଲା ୬ ଜୀବନ

ଆମେରିକାର ଡଲାସରେ ଏୟାର ସୋ ବେଳ ମଝି ଆକାଶରେ ବିମାନ ଦୁର୍ଘଟଣା । ଦୁଇଟି ବିମାନ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବାବେଳେ ୬ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ।

7.ବିଜେପିରେ ମିଶିବେ ଥରୁରଙ୍କ ହଜାରେ ସମର୍ଥକ: ହିମନ୍ତ ବିଶ୍ବଶର୍ମା

କଂଗ୍ରେସ ସଭାପତି ନିର୍ବାଚନକୁ ନେଇ ଶଶୀ ଥରୁରଙ୍କୁ ଟାର୍ଗେଟ କଲେ ଆସାମ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା । କହିଲେ ନିର୍ବାଚନରେ ଥରୁରଙ୍କ ଭୋଟ ଦେଇଥିବା ହଜାରେ ସମର୍ଥକ ବିଜେପିରେ ମିଶିବେ ।

8.ବର୍ଷ ପରେ ହଜିଲା ପୁଅକୁ ଫେରିପାଇଲେ ପରିବାର ଲୋକେ

ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇ ହଜି ଯାଇଥିଲେ । ଦୀର୍ଘ 6 ବର୍ଷରେ ପରିବାର ପାଖରେ ପହଞ୍ଚିଛନ୍ତି । ହଜିଲା ପୁଅକୁ ଫେରିପାଇ ପରିବାରରେ ଖୁସିର ଲହରୀ ଖେଳିଯାଇଛି ।

9.ପାଟକୁରାରେ ସରକାରୀ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣିଲା ବିଜେପି

କେନ୍ଦ୍ରାପଡ଼ା ପାଟକୁରା ନିର୍ବାଚନ ମଣ୍ଡଳୀରେ ସରକାରୀ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ । ବିଭିନ୍ନ ଦାବି ନେଇ ସାମ୍ବାଦିକ ସମ୍ମିଳନୀରେ ଶାସକ ଦଳକୁ ଟାର୍ଗେଟ କଲେ ରାଜ୍ୟ ବିଜେପି ମୁଖପାତ୍ର ତେଜେଶ୍ବର ପରିଡା ।

10.T20 World Cup: ଆଜି ଫାଇନାଲ ଫାଇଟ, ମୁହାଁମୁହିଁ ହେବେ ଇଂଲଣ୍ଡ-ପାକିସ୍ତାନ

ଆଇସିସି ଟି-ଟ୍ବେଣ୍ଟି ବିଶ୍ବକପରେ ଆଜି ଟ୍ରଫି ଟକ୍କର । ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଇଂଲଣ୍ଡ ଓ ପାକିସ୍ତାନ । କିଏ ହାତେଇବ ଟାଇଟଲ ତାକୁ ଅପେକ୍ଷା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.