ETV Bharat / bharat

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS 1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Sep 22, 2022, 1:02 PM IST

1.ପଞ୍ଚଭୂତରେ ବିଲୀନ ହେଲେ କମେଡିଆନ ରାଜୁ ଶ୍ରୀବାସ୍ତବ: ଝୁରୁଛି କଳାକାର ଜଗତ, କାନ୍ଦୁଛି ଦେଶ

ପଞ୍ଚଭୂତରେ ବିଲୀନ ହେଲେ ରାଜୁ ଶ୍ରୀବାସ୍ତବ । ଆଜି (ସେପ୍ଟେମ୍ବର 22) ଦିଲ୍ଲୀର ନିଗମ ବୋଧ ଘାଟରେ ପରିବାର ସଦସ୍ୟ ଏବଂ ଘନିଷ୍ଠ ସମ୍ପର୍କୀୟଙ୍କ ଉପସ୍ଥିତିରେ ରାଜୁଙ୍କ ଅନ୍ତିମ ସଂସ୍କାର କରାଯାଇଛି ।

2.ଏଣିକି ଓଡ଼ିଆରେ ଦେଇ ପାରିବେ OAS ପରୀକ୍ଷା

ଏଣିକି ଓଡ଼ିଆରେ ଦେଇ ହେବ OAS ପରୀକ୍ଷା । ପରୀକ୍ଷାର୍ଥୀ ନିଜ ଇଚ୍ଛାରେ ଓଡ଼ିଆ ଏବଂ ଇଂରାଜୀ ଭାଷା ମଧ୍ୟରୁ ଯେଉଁଥିରେ ପରୀକ୍ଷା ଦେଇପାରିବେ ।

3.Congress President Election: କଂଗ୍ରେସ ସଭାପତି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

କଂଗ୍ରେସ ସଭାପତି ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆସନ୍ତା ୨୪ରୁ ୩୦ ତାରିଖ ମଧ୍ୟରେ ନାମାଙ୍କନ ଭରିପାରିବେ ପ୍ରାର୍ଥୀ ।

4.5 ବର୍ଷ ବୟସରେ ଦୁଷ୍କର୍ମ କରିଥିଲା ଭାଇ, 31 ବର୍ଷ ପରେ ଅଭିଯୋଗ କଲେ ମହିଳା

5 ବର୍ଷ ବୟସରେ ଭାଇଦ୍ବାରା ହୋଇଥିଲେ ଦୁଷ୍କର୍ମର ଶିକାର । ଅଭିଯୋଗକୁ ଅଣଦେଖା କରି ନୀରବ ରହିଥିଲେ ପରିବାର ।

5.Type 1 diabetes: ସର୍ବାଧିକ ରୋଗୀ ଥିବା ୧୦ ଦେଶ ମଧ୍ୟରେ ଭାରତ !

ଲାନସେଟ୍ ଡାଇବେଟିସ୍ ଆଣ୍ଡ ଏଣ୍ଡୋକ୍ରିନୋଲୋଜି ପତ୍ରିକାରେ ପ୍ରକାଶିତ ତଥ୍ୟ ଅନୁସାରେ ସର୍ବାଧିକ ଟାଇପ୍ 1 ଡାଇବେଟିସ୍(Type 1 diabetes) ରୋଗୀ ଥିବା ୧୦ ଦେଶ ମଧ୍ୟରେ ରହିଛି ଭାରତ ।

6.ରାୟଗଡା ଜିଲ୍ଲାପାଳଙ୍କୁ ଘେରାଉ ମାମଲା, ୪୦ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ

ବାଲି ଉଠାଣକୁ ନେଇ ରାୟଗଡା ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କୁ ଘେରାଉ ମାମଲା । ୪୦ ଜଣଙ୍କ ବିରୁଦ୍ଧରେ ଏତଲା ଦାଏର ।

7.କଟକରେ AIFF ସଭାପତି କଲ୍ୟାଣ ଚୌବେ, ଫାଓ ପକ୍ଷରୁ ସମ୍ବର୍ଦ୍ଧନା

ଭାରତୀୟ ଫୁଟବଲ ସଂଘ ନବ ନିର୍ବାଚିତ ସଭାପତି କଲ୍ୟାଣ ଚୌବେ ଓ ସମ୍ପାଦକ ସାଜି ପ୍ରଭାକରନଙ୍କୁ ଫାଓ ପକ୍ଷରୁ ସମ୍ମାନିତ କରାଯାଇଛି ।

8.Google New Features: ଏଣିକି ସର୍ଚ୍ଚ ତାଲିକାରୁ ସିଧାସଳଖ ହଟାଇପାରିବେ ବ୍ୟକ୍ତିଗତ ସୂଚନା

ବ୍ୟବହାରକାରୀଙ୍କ ଗୋପନୀୟତା ଉପରେ ପ୍ରାଧାନ୍ୟ ଦେଇ ଆଉ ଏକ ନୂଆ ଫିଚର୍ସ ଆଣିବାକୁ ଯାଉଛି ଗୁଗୁଲ୍ ।

9.Odisha Covid Cases: ରାଜ୍ୟରେ ପୁଣି ସଂକ୍ରମଣ ୨୦୦ ପାର

ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 252 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି

10.ରାଜୁଙ୍କ ଦେହାନ୍ତରେ ଭାଙ୍ଗି ପଡିଲେ ପତ୍ନୀ, କହିଲେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ ଲଢିଥିଲେ

ରାଜୁ ଶ୍ରୀବାସ୍ତବଙ୍କ ଦେହାନ୍ତରେ ହାସ୍ୟ ଅଭିନେତାଙ୍କ ପତ୍ନୀ ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ଶିଖା ରୟ କହିଛନ୍ତି, ମୁଁ ବର୍ତ୍ତମାନ କଥାବାର୍ତ୍ତା କରିବାର ଅବସ୍ଥାରେ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.