ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ ନ୍ୟୁଜ at 9pm

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Oct 9, 2022, 9:04 PM IST

1. ଅର୍ଚ୍ଚନାଙ୍କ ଘରକୁ ଯାଉଥିଲେ ବିଜେଡିର ୨୫ ନେତା !

ଗିରଫ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଘଟଣାରେ ପୋଲିସକୁ ବିଜେପିର ଟାର୍ଗେଟ ।

2. କୁମାର ପୁର୍ଣ୍ଣିମାରେ ବିଭତ୍ସ ହତ୍ୟା, ଭଡାଘରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଆସିକାରେ ବିଭତ୍ସ ହତ୍ୟାକାଣ୍ଡ । ଅଶୋକା ସିନେମା ହଲ ଛକ ନିକଟ ଚୌଧୁରୀ ନିବାସ ଭଡା ଘରୁ ମହିଳାଙ୍କ ମୃତଦେହ ଜବତ କରାଯାଇଛି।

3. କୁମାର ପୂର୍ଣ୍ଣିମାରେ ଚଳଚଞ୍ଚଳ ବ୍ରହ୍ମପୁର, ତାସ୍‌ ଖେଳ ସାଙ୍ଗକୁ ଜମୁଛି ନାଚଗୀତର ଆସର

ଆଜି ହେଉଛି କୁମାର ପୂର୍ଣ୍ଣିମା । କାର୍ତ୍ତିକଙ୍କ ପରି ସୁନ୍ଦର ବର ପାଇବା ପାଇଁ କୁମାରୀ ଝିଅମାନେ ରଖିଥାନ୍ତି ଏହି ବ୍ରତ ।

4. ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଖୋଲୁଛି ଗୁମର, ବ୍ୟକ୍ତିଗତ ଫଟୋ ରଖି କରୁଥିଲା ବ୍ଲାକମେଲ୍‌

ମାୟାବିନୀ ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗଙ୍କ ଗିରଫ ଘଟଣାରେ ତଦନ୍ତ ଆରମ୍ଭ କରାଯାଇଥିବା ନେଇ ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

5. ଗୋଟିଏ ଦିନରେ ୨ଟି ଧର୍ମର ପର୍ବ, ଏକାଠି ପାଳିଲେ ହିନ୍ଦୁ ମୁସଲିମ ଧର୍ମାବଲମ୍ବୀ

ଆଜି ଗୋଟିଏ ଦିନରେ ପଡିଛି ୨ଟି ଧର୍ମର ପର୍ବ । ଗୋଟିଏ ପଟେ ହିନ୍ଦୁ ଧର୍ମାବଲମ୍ବୀ ଗଜଲକ୍ଷ୍ମୀ ପୂଜା କରିଥିବା ବେଳେ ମୁସଲିମ ଭାଇ ଭଉଣୀ ଇସଲାମୀୟ ଗୁରୁ ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀକୁ ପାଳନ କରିଛନ୍ତି ।

6. OPSC exams: ସଫଳତା ଆଣିଲେ ଦୃଷ୍ଟିହୀନ ଯୁବକ ପ୍ରାଚୁର୍ଯ୍ୟ

ଓଡିଶା ପ୍ରଶାସନିକ ସେବା ପରୀକ୍ଷା ଫଳରେ ବରଗଡ଼ ଜିଲ୍ଲା ପଦ୍ମପୁରର ପ୍ରାଚୁର୍ଯ୍ୟ ପ୍ରଧାନଙ୍କ ସଫଳତା ।

7. ମିଶନ ୨୦୨୪: ଗତଥର ହାରିଥିବା ୧୪୪ ଲୋକସଭା ଆସନରେ ୪୦ ରାଲି କରିବେ ମୋଦି

୧୪୪ ନିର୍ବାଚନ ମଣ୍ଡଳୀରେ ପ୍ରାୟ ୪୦ ରାଲି ଓ ସଭା କରିବ ବିଜେପି । ୪୦ଟି କ୍ଲଷ୍ଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ରାଲି କରିପାରନ୍ତି ।

8. ଆସନ୍ତା 16ରେ କୋଟିଆ ଓ ଦେଓମାଳୀ ଚାଲ ଅଭିଯାନ

ଆନ୍ଧ୍ରର ଯୋଜନାକୁ ପଣ୍ଡ କରିବାକୁ ବାହାରିବେ ଓଡିଶାର ବିଭିନ୍ନ ସଂଗଠନ ଓ ଶହ ଶହ ଓଡିଆ ।

9. IND vs SA 2nd ODI: ଭାରତ ଆଗରେ ୨୭୯ ରନର ବିଜୟ ଲକ୍ଷ୍ୟ

ପ୍ରଥମେ ବ୍ୟାଟିଂ କରି ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ୨୭୮ ରନ୍‌ କରିଛି ।

10. ୨୦୨୪ ପୂର୍ବରୁ ଧାମନଗର ଉପନିର୍ବାଚନ କେବେବି ସେମିଫାଇନାଲ ନୁହେଁ: ପୁରନ୍ଦେଶ୍ବରୀ

ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଅନୁଷ୍ଠିତ ହେବାକୁ ଯାଉଛି ଧାମନଗର ଉପନିର୍ବାଚନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.