ETV Bharat / bharat

TOP NEWS 9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS 9AM ର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS
TOP NEWS
author img

By

Published : Nov 10, 2022, 9:02 AM IST

1.ଆଜି ପୁରୀ ଆସି ମହାପ୍ରଭୂଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି, ସୁରକ୍ଷା ପାଇଁ ପ୍ରସ୍ତୁତ ପ୍ରଶାସନ

ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ପ୍ରଥମେ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୂଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

2.କର୍ଣ୍ଣାଟକ ଓ ତାମିଲନାଡୁରେ ଏକାଧିକ ମେଗା ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଆସନ୍ତା ୧୧ ତାରିଖରେ ତାମିଲନାଡୁ, କର୍ଣ୍ଣାଟକ ଗସ୍ତରେ ଯିବେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି(PM Modi to visit Karnataka Tamil Nadu on Nov 11) ।

3.ବ୍ରିଟେନ ରାଜା ଚାର୍ଲସ୍ ତୃତୀୟଙ୍କୁ ଅଣ୍ଡାମାଡ, ଜଣେ ଗିରଫ

ବ୍ରିଟେନ ରାଜା ଚାର୍ଲସ୍ ତୃତୀୟଙ୍କୁ ଅଣ୍ଡାମାଡ । ୟର୍କ ସହର ଠାରେ ରାଜା ଓ ତାଙ୍କ ପତ୍ନୀଙ୍କ ଉପରେ ଅଣ୍ଡାମାଡ ହୋଇଛି ।

4.President Odisha Visit: BMC ଅଞ୍ଚଳରେ ଆଗୁଆ ସରକାରୀ ଅଫିସ୍, ସ୍କୁଲ ଛୁଟି

ରାଷ୍ଟ୍ରପତିଙ୍କ ପ୍ରଥମ ଓଡ଼ିଶା ଗସ୍ତକୁ ନେଇ ବିଭିନ୍ନ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ।

5.World Immunization Day 2022: ଜଟିଳ ସମସ୍ୟାକୁ ରୋକିଥାଏ ପ୍ରତିରୋଧକ ଶକ୍ତି

ରୋଗ ବିରୁଦ୍ଧରେ ଠିକ୍ ସମୟରେ ଟୀକାକରଣର ମହତ୍ତ୍ୱ ବିଷୟରେ ଲୋକଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ନଭେମ୍ବର 10 ରେ ବିଶ୍ୱ ଇମ୍ୟୁନାଇଜେସନ୍ ଦିବସ(World Immunization Day 2022) ପାଳନ କରାଯାଏ ।

6.ଜଳସମ୍ପଦ ବିଭାଗରେ ଯୋଗ ଦେଲେ ୨୫୭ କନିଷ୍ଠ ଯନ୍ତ୍ରୀ

ଜଳସମ୍ପଦ ବିଭାଗରେ ଯୋଗ ଦେଲେ ୨୫୭ କନିଷ୍ଠ ଯନ୍ତ୍ରୀ । ନବନିଯୁକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ସଚ୍ଚୋଟତା ଏବଂ ସମ୍ବେଦନଶୀଳତା ବଜାୟ ରଖିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ।

7.ଜେଲରୁ ବାହାରି ଘରକୁ ଫେରିଲେ ପୂର୍ବତନ ବିଧାୟକ ଅନୁପ ସାଏ

7 ତାରଖ ଦିନ ବିଳାସପୁର ଜେଲରୁ ବାହାରିଥିଲେ ଅନୁପ ସାଏ । ବୁଧବାର ବାଜା ବଜାଇ ବାଣ ଫୁଟାଇ ଘରକୁ ଫେରିଛନ୍ତି ।

8.ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ, 4.3 ତୀବ୍ରତା ରେକର୍ଡ

ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ଭୂକମ୍ପ ଝଟକା(Earthquake Hits Andaman and Nicobar island) ।

9.ଇଣ୍ଡିଆ-ଇଂଲଣ୍ଡ ସେମି ଫାଇଟ୍, ବର୍ଷା ବାଧକ ସାଜିଲେ ଫାଇନାଲ ଖେଳିବ ଭାରତ

ଦ୍ବିତୀୟ ସେମିଫାଇନାଲରେ ଯଦି ବର୍ଷା କାରଣରୁ ଇଂଲଣ୍ଡ ଓ ଭାରତ ମଧ୍ୟରେ ମ୍ୟାଚ ଖେଳାଯାଇନପାରେ ତାହେଲେ ଭାରତ ପାଖରେ ଫାଇନାଲରେ ଖେଳିବାର ସୁଯୋଗ ରହିଛି ।

10.ଆଡ୍‌ମିଟ୍ କାର୍ଡରେ ସନ୍ନି ଲିଓନିଙ୍କ ଅଶ୍ଳୀଳ ଫଟୋ, ତଦନ୍ତ ନିର୍ଦ୍ଦେଶ

ଆଡ୍‌ମିଟ୍ କାର୍ଡରେ ସନ୍ନି ଲିଓନିଙ୍କ ଅଶ୍ଳୀଳ ଫଟୋ । କର୍ଣ୍ଣାଟକ ଶିକ୍ଷକ ନିଯୁକ୍ତି ପରୀକ୍ଷା ଦେଉଥିବା ଜଣେ ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡରେ ରହିଛି ସନ୍ନି ଲିଓନିଙ୍କ ଅଶ୍ଳୀଳ ଫଟୋ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.