ETV Bharat / bharat

TOP NEWS 9 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS AT 9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Sep 28, 2022, 9:03 AM IST

1.ଜଗତପୁରରେ ହାତୀ ଉପଦ୍ରବ: 2ମୃତ ଓ 3 ଆହତ, ଗୋଟିଏ ହାତୀର ମୃତ୍ୟୁ

କଟକ ଜିଲ୍ଲା ଜଗତପୁରରେ ପୁଣି ବଣୁଆ ହାତୀଙ୍କ ଆତଙ୍କ । ହାତୀ ଆକ୍ରମଣରେ 2 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 3 ଆହତ ହୋଇଛନ୍ତି ।

2.PFIକୁ 5 ବର୍ଷ ପାଇଁ ବ୍ୟାନ୍‌ କଲେ କେନ୍ଦ୍ର ସରକାର

5 ବର୍ଷ ପାଇଁ ବ୍ୟାନ ଘୋଷିତ ହେଲା ଇସଲାମିକ ସଂଗଠନ PFI ।

3.Operations in Kulgam: 3 JeM ଆତଙ୍କବାଦୀ ନିପାତ

ଘାଟିରେ ସୁରକ୍ଷା ବଳକୁ ବଡ ସଫଳତା । ଜଣେ ପାକିସ୍ତାନୀ ଆତଙ୍କୀ ସମେତ 3 JeM ଆତଙ୍କୀ ସଫା ।

4.ବିଶୃଙ୍ଖଳା ପାଇଁ ରାଜସ୍ଥାନର ୩ କଂଗ୍ରେସ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ

ରାଜସ୍ଥାନ କଂଗ୍ରେସରେ ବିଦ୍ରୋହ ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ୩ ଅନୁଗତ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ।

5.ବୁର୍ଖା ନ ପିନ୍ଧିବାରୁ ପତ୍ନୀଙ୍କୁ ହତ୍ୟା କଲା ସ୍ବାମୀ

ବୁର୍ଖା ପିନ୍ଧିବାକୁ ମନା କରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ମୁମ୍ବାଇରେ ଘଟିଛି ଏଭଳି ବୀଭତ୍ସ ହତ୍ୟାକାଣ୍ଡ ।

6.କଟକର ବିଭିନ୍ନ ଅଞ୍ଚଳକୁ ସମ୍ପ୍ରସାରିତ ହେବ ମୋ ବସ୍‌ ସେବା

କଟକର ବିଭିନ୍ନ ଅଞ୍ଚଳକୁ ସମ୍ପ୍ରସାରିତ ହେବ ମୋ ବସ୍‌ ସେବା (MO BUS service to other part of Cuttack) ।

7.ଚାଷୀଙ୍କୁ ଠିକ୍‌ ସମୟରେ ଉନ୍ନତ ମାନର ବିହନ ଯୋଗାଇବାକୁ କୃଷି ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଉନ୍ନତ ମାନର ବିହନ ଉତ୍ପାଦନ ଓ ଠିକ୍‌ ସମୟରେ ଚାଷୀଙ୍କୁ ଯୋଗାଣ ନେଇ ଲୋକସେବା ଭବନରେ କୃଷିମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ।

8.ଓଡ଼ିଶାର ଲଳିତ ମୋହନ ପଣ୍ଡା ଦେଶର ସର୍ବଶ୍ରେଷ୍ଠ ୱାଇଲ୍ଡ ଲାଇଫ ଗାଇଡ୍‌

ସର୍ବଶ୍ରେଷ୍ଠ ୱାଇଲ୍ଡ ଲାଇଫ୍ ଗାଇଡ ଭାବେ ଜାତୀୟ ପର୍ଯ୍ୟଟନ ପୁରସ୍କାର ପାଇଲେ ଓଡ଼ିଶାର ଲଳିତ ମୋହନ ପଣ୍ଡା ।

9.Legends League Cricket: ଶ୍ରୀସାନ୍ତଙ୍କ କମାଲ୍‌, ବାରବାଟୀରେ କିଙ୍ଗସର କମବ୍ୟାକ

ଵାରବାଟୀରେ ଖେଳାଯାଇଥିବା ଦ୍ବିତୀୟ ଲିଜେଣ୍ଡ୍ସ ଲିଗ କ୍ରିକେଟ ମ୍ୟାଚ୍‌ରେ ଜବରଦସ୍ତ କମବ୍ୟାକ କରିଛି ଭିଲୱାରା କିଙ୍ଗସ ।

10.Song Controversy: କମୁନି ରାଗ, ପୁଣି ନେହାଙ୍କ ଉପରେ ବର୍ଷିଲେ ଫାଲଗୁନି ପାଠକ୍

ପୁଣି ନେହାଙ୍କ ଉପରେ ବର୍ଷିଲେ ଫାଲଗୁନି ପାଠକ୍ । ଦୁଇ ଗାୟିକାଙ୍କ ମଧ୍ୟରେ ଏବେ ବି ଜାରି ରହିଛି ଶୀତଳ ଯୁଦ୍ଧ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.