ETV Bharat / bharat

TOP NEWS 9 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବଡ଼ ଖବର

ନଜର ପକାନ୍ତୁ NEWS AT 9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 9 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Aug 30, 2022, 9:05 AM IST

1.ଇଣ୍ଡୋନେସିଆ ଗସ୍ତରେ ଧର୍ମେନ୍ଦ୍ର ପ୍ରଧାନ, G20 ଶିକ୍ଷାମନ୍ତ୍ରୀ ବୈଠକରେ ଯୋଗଦେବେ

ଚାରି ଦିନିଆ ଇଣ୍ଡୋନେସିଆ ବାଲି ଗସ୍ତରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେଠାରେ ଜି-୨୦ ଶିକ୍ଷାମନ୍ତ୍ରୀମାନଙ୍କ ବୈଠକରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ ।

2.Hijab Row, କର୍ଣ୍ଣାଟକ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ହିଜାବ ମାମଲାକୁ ନେଇ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ସ୍କୁଲ କଲେଜରେ ହିଜାବ ନିଷିଦ୍ଧ ମାମଲାକୁ ନେଇ ସୁପ୍ରିମକୋର୍ଟ କର୍ଣ୍ଣାଟକ ସରକାରଙ୍କୁ ନୋଟିସ କରି ଜବାବ ତଲବ କରିଛନ୍ତି ।

3.ଶ୍ରୀମନ୍ଦିର ଅରୁଣ ସ୍ତମ୍ଭରେ ଫାଟ ପ୍ରସଙ୍ଗ, ଭକ୍ତ ମହଲରେ ଅସନ୍ତୋଷ

ଶ୍ରୀମନ୍ଦିର ଅରୁଣ ସ୍ତମ୍ଭରେ ଫାଟ ପ୍ରସଙ୍ଗ । ASI ସହ ଆଲୋଚନା କରାଯାଇ ମରାମତି କରାଯିବା ନେଇ କହିଲେ ପରିଚାଳନା କମିଟି ସଦସ୍ୟ ।

4.ଆସିଲା ବନ୍ୟାଜନିତ କୃଷି କ୍ଷୟକ୍ଷତି ରିପୋର୍ଟ, ତୁରନ୍ତ କ୍ଷତିପୂରଣ ରାଶି ଦେବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ବନ୍ୟା ଓ ବର୍ଷାରେ ରାଜ୍ୟରେ ପ୍ରାଣୀଧନ ଓ ଖରିଫ୍ ଫସଲର ବ୍ୟାପକ କ୍ଷୟକ୍ଷତି ହୋଇଛି ।

5.ଗଣେଶ ପୂଜାରେ ବେଙ୍ଗାଲୁରୁରେ ମାଂସ ବିକ୍ରି ବନ୍ଦ

ଗଣେଶ ପୂଜା ଦିନ ବେଙ୍ଗାଲୁରୁରେ ମିଳିବନି ମାଂସ । ସହରରେ ମାଂସ ବିକ୍ରି ଉପରେ ଜାରି ହୋଇଛି ନିଷେଧାଦେଶ ।

6.ଜ୍ଞାନବ୍ୟାପୀ ପରେ କ୍ରିଷ୍ଣ ଜନ୍ମଭୂମୀରେ ହେବ ଭିଡିଓଗ୍ରାଫି ସର୍ଭେ, ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ

ବାରାଣାସୀର ଜ୍ଞାନବ୍ୟାପୀ ମସଜିଦ ପରେ ମଥୁରାର କ୍ରିଷ୍ଣ ଜନ୍ମଭୂମିରେ ହେବ ଭିଡିଓଗ୍ରାଫି ସର୍ଭେ mathura krishna janmabhoomi ।

7.ଫେସବୁକ ପେଜରେ BJD ଠୁ AAPର ଫଲୋଅର୍ସ ଅଧିକ

ଦିଲ୍ଲୀ ଓ ପଞ୍ଜାବ ପରେ ଏବେ ଓଡ଼ିଶାରେ ବି ଦେଖିବାକୁ ମିଳିଛି ଆପ୍‌ର କ୍ରେଜ୍‌ ।

8.ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ, 53 କ୍ରୀଡାବିତ୍‌ଙ୍କୁ ମିଳିଲା ନିଯୁକ୍ତିପତ୍ର

କ୍ରୀଡା ଦିବସ ଅବସରରେ ଲୋକା ସେବା ଭବନରେ ବିଜୁ କ୍ରୀଡ଼ା ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

9.Asia Cup 2022, ଆଜି ମୁହାଁମୁହିଁ ହେବେ ଆଫଗାନିସ୍ତାନ ବାଂଲାଦେଶ

ଏସିଆ କପ୍ 2022ରେ ଆଜି ତୃତୀୟ ମ୍ୟାଚ ଖେଳାଯିବ । ଏଥିରେ ଆଫଗାନିସ୍ତାନ ଓ ବାଂଲାଦେଶ ପରସ୍ପରକୁ ଭେଟିବେ ।

10.ଓଡ଼ିଆ ଚଳଚ୍ଚିତ୍ର ତୃଷ୍ଣାର ଅଡିଓ ରିଲିଜ

ଆମର ମ୍ୟୁଜିକ ଓ ନବୀନ ଭଣ୍ଡାରୀଙ୍କ ମିଳିତ ପ୍ରଯୋଜନାରେ ପ୍ରସ୍ତୁତ ନୂଆ ଓଡ଼ିଆ ଚଳଚ୍ଚିତ୍ର ତୃଷ୍ଣାର ଅଡିଓ ରିଲିଜ ହୋଇଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.