ETV Bharat / bharat

TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ଗୁରୁତ୍ୱପୂର୍ଣ୍ଣ ଖବର

TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jul 23, 2022, 7:00 PM IST

୧. ବାବୁସାନ-ପତ୍ନୀ ହାଇଡ୍ରାମା: ବୋହୂ ତୃପ୍ତିଙ୍କ ଘରେ ପହଞ୍ଚିଲେ ଅପରାଜିତା

ରାସ୍ତା ଉପରେ ଷ୍ଟାର ଦମ୍ପତିଙ୍କ କଳି ମାମଲା । ତୃପ୍ତିଙ୍କ ଘରେ ପହଞ୍ଚିଲେ ବାବୁଶାନଙ୍କ ମାଆ ଅପରାଜିତା ମହାନ୍ତି ।

୨. ରାଜ୍ୟରେ ବଢୁଛି କରୋନା ଗ୍ରାଫ୍‌, ଗୋଟିଏ ସପ୍ତାହରେ 7 ହଜାର ନୂଆ ସଂକ୍ରମିତ

ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ଗ୍ରାଫ୍‌ । ଗତ ଚାରିଦିନ ତଳର କରୋନା ସଂକ୍ରମଣକୁ ଦେଖିଲେ କ୍ରମାଗତ ଭାବରେ ଚାରିଦିନ ସଂକ୍ରମଣ 1000 ଉପରେ ରହିଛି ।

୩. ମୋ ଝିଅ ଚରିତ୍ରସଂହାର କରି ମୋତେ ବଦନାମ ପାଇଁ ଚେଷ୍ଟା କରିଛି କଂଗ୍ରେସ: ଇରାନୀ

ଝିଅ ବିରୋଧରେ ଆସିଥିବା ବେଆଇନ ବାର ଚଳାଇବା ଅଭିଯୋଗ ନେଇ କଂଗ୍ରେସ ଉପରେ ବର୍ଷିଲେ ଇରାନୀ ।

୪. ବିଧାନସଭାରେ ଇଡି ତାତି: ଗୃହ ଏକାଧିକ ବାର ମୁଲତବୀ

ବିଧାନସଭାରେ ପୁଣି ଉଠିଛି ଇଡି ତାତି । ସୋନିଆଙ୍କୁ ଇଡି ଜେରା ନେଇ କଂଗ୍ରେସକୁ ଘେରିଛି ବିଜେପି । ଯାହାକୁ ନେଇ ଚିଇଁକି ଉଠିଛି କଂଗ୍ରେସ ।

୫. ମଝି ଆକାଶରେ ଅସୁସ୍ଥ ଯାତ୍ରୀଙ୍କୁ ଚିକିତ୍ସା କଲେ ତେଲେଙ୍ଗାନା ରାଜ୍ୟପାଳ

ଦିଲ୍ଲୀ-ହାଇଦ୍ରାବାଦ ବିମାନରେ ଜଣେ ଅସୁସ୍ଥ ସହଯାତ୍ରୀଙ୍କୁ ଚିକିତ୍ସା କଲେ ତେଲେଙ୍ଗାନା ରାଜ୍ୟପାଳ ତାମିଲିସାହି ସୁନ୍ଦରରାଜନ । ରାଜନୀତିରେ ପ୍ରବେଶ ପୂର୍ବରୁ ଥିଲେ ବୃତ୍ତିଗତ ଡାକ୍ତର

୬. ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କଲା ED, ଘରୁ ମିଳିଥିବା ନଗଦ 20 କୋଟି

ଗିରଫ ପଶ୍ଚିମବଙ୍ଗ ମନ୍ତ୍ରୀ ପ୍ରାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ଚାଟାର୍ଜୀଙ୍କୁ ଗିରଫ ।

୭. ୪୫ ବର୍ଷ ପରେ ଜନ୍ମନେଲା ଶିଶୁ କନ୍ୟା, ହସ୍ପିଟାଲରୁ ବାଜାବଜାଇ ଘରକୁ ପାଛୋଟିନେଲେ ପରିବାର

ଭାରତରେ ଲିଙ୍ଗଗତ ଭେଦଭାବ ଏବେ ବି ଜାରି ରହିଛି । ଏବେ ବି ଶିଶୁକନ୍ୟାକୁ ଅନେକ ପରିବାର ପାଇଁ ଅଲୋଡା, ଅପଚରା ।

୮. ସଡକ ଦୁର୍ଘଟଣା ଉଜୁଡିଦେଲା ସୁନା ସଂସାର, ୪ଟି ପରିବାର ମୂରବୀଶୂନ୍ୟ

ବଲାଙ୍ଗୀର-ସୋନପୁର ରାସ୍ତାର ବଡ଼ବାହାଲି ଛକରେ ସଡକ ଦୁର୍ଘଟଣା (Badabahali Road Accident) ।

୯. ପୂର୍ବତନ ସେନା କର୍ମଚାରୀଙ୍କ ହୃଦୟରେ ଦରଦ, ବାଣ୍ଟୁଛନ୍ତି ଶାନ୍ତିର ବାର୍ତ୍ତା

ଦିନେ ସେ ଭାରତୀୟ ସେନା ବାହିନୀର ଶାନ୍ତି ସେନା ଭାବେ କାର୍ଯ୍ୟ କରୁଥିଲେ ।

୧୦. World Athletics Championships: କାଉଣ୍ଟଡାଉନ ଆରମ୍ଭ, ରବିବାର ଇତିହାସ ରଚିବେ ନୀରଜ ଚୋପ୍ରା

ରବିବାର ନୀରଜ ଆଉଏକ ଇତିହାସ ରଚିବାକୁ ଯାଉଛନ୍ତି । ଅଞ୍ଜୁ ବବିଙ୍କ ପରେ ବିଶ୍ବ ଆଥଲେଟିକ୍‌ସ ଚାମ୍ପିୟନସିପ୍‌ରେ ଭାରତକୁ ଦ୍ବିତୀୟ ମେଡାଲ ମିଳିବାର ସମସ୍ତ ସମ୍ଭାବନା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.