ETV Bharat / bharat

TOP NEWS AT 5PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଆଜିର ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ 5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 5PM : ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Sep 4, 2022, 5:08 PM IST

୧. ନୀତିଶଙ୍କ ପୂର୍ବାନୁମାନ, ୨୦୨୪ରେ ୫୦ ଆସନ ଅତିକ୍ରମ କରିପାରିବନି BJP

ପାଟନାରେ ବିହାର ଜେଡିୟୁର କାର୍ଯ୍ୟକାରିଣୀ ବୈଠକ JDU State Executive meeting। ସାମିଲ ହେଲେ ଦଳ ମୁଖ୍ୟ ନୀତିଶ କୁମାର CM Nitish Kumar। କହିଲେ ସାମ୍ପ୍ରଦାୟିକତା ଭାଙ୍ଗିବା ପାଇଁ ବିଜେପିର ପ୍ରୟାସ

୨. ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ସୁନୀଲ ବଂଶଲ

ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ (BJP Leader Sunil Bansal to visit Odisha)। ଏହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ

୩. ଓଡ଼ିଶାକୁ ସ୍ବତନ୍ତ୍ର ପରିଚୟ ଦେବାରେ ସକ୍ଷମ ହୋଇଛନ୍ତି ନବୀନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଲାଇଫଟାଇମ ଆଚିଭମେଣ୍ଟ ସମ୍ମାନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଏନ. ଭି ରମଣା । ଏହା ଉପରେ ପ୍ରତିକ୍ରିୟା ରଖି ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ ଓଡ଼ିଶାକୁ ଏକ ସ୍ବତନ୍ତ୍ର ପରିଚୟ ଦେବାରେ ସକ୍ଷମ ହୋଇଛନ୍ତି ମୁଖ୍ୟମନ୍ତ୍ରୀ

୪. ନବୀନଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ, BJPର ସମାଲୋଚନା

ନୂଆଦିଲ୍ଲୀର ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ

୫. ଜରାଜୀର୍ଣ୍ଣ ଅବସ୍ଥାରେ ଜୟପୁର ସୂର୍ଯ୍ୟ ମହଲ, ପୁନଃରୁଦ୍ଧାର ଦାବି

ଜୟପୁରର ତତ୍କାଳୀନ ମହାରାଜା ବିକ୍ରମ ଦେଓ ବାହାଦୁରଙ୍କ ସ୍ମୃତି ସୂର୍ଯ୍ୟ ମହଲ ଏବେ ସତ୍ତା ହରାଇଛି । ଇତିହାସ ବହିରେ ସୀମିତ ହୋଇ ରହିଯିବ ମହାରାଜା ବିକ୍ରମ ଦେଓ ବାହାଦୁରଙ୍କ ସ୍ମୃତି ସୂର୍ଯ୍ୟ ମହଲ

୬. ଆସନ୍ତାକାଲି ମା' ମାଣିକେଶ୍ବରୀଙ୍କ ନିକଟରେ ଲାଗି ହେବ ନବାନ୍ନ

କଳାହାଣ୍ଡିରେ ପର୍ଯ୍ୟାୟକ୍ରମେ ପାଳିତ ହେଉଛି ନୂଆଁଖାଇ । ଆସନ୍ତାକାଲି କଳାହାଣ୍ଡି ଜିଲ୍ଲାର ଗଡ଼ଜାତ ଅଞ୍ଚଳରେ ନୂଆଁଖାଇ ପାଳନ ହେବ

୭. ଦରଦାମ ବୃଦ୍ଧି ଉପରେ କଂଗ୍ରେସର ହଲ୍ଲାବୋଲ, ରାମଲୀଳା ମୈଦାନରେ ଗର୍ଜିଲା ଦଳ

ଦିଲ୍ଲୀର ରାମଲୀଳା ମୈଦାନରେ ବିଜେପି ବିରୋଧରେ ଦରଦାମ ବିରୋଧରେ ହଲ୍ଲାବୋଲ କଂଗ୍ରେସ Congress Halla bol Rally। ଅତ୍ୟାବଶ୍ୟକ ସାମଗ୍ରୀ ସହ ଇନ୍ଧନ ବୃଦ୍ଧି ନେଇ ବର୍ଷିଲେ ରାହୁଲ

୮. ରବୀନ୍ଦ୍ର କୁମାର ପଣ୍ଡା SJSVର ନୂଆ କୁଳପତି

ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟରେ ନୂତନ କୁଳପତି ଭାବେ ନିଯୁକ୍ତ ହେଲେ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା । ୪ ବର୍ଷ ପାଇଁ ଏହି ଦାୟିତ୍ବରେ ନିଯୁକ୍ତି ଦେଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

୯. TATA ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀ ଦୁର୍ଘଟଣାରେ ମୃତ

TATA ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀ ଦୁର୍ଘଟଣାରେ ମୃତ । ମୁମ୍ବାଇ ନିକଟରେ ଏକ ଦୁର୍ଘଟଣା ଘଟିଥିବା ସୂଚନା

୧୦. ବିଶ୍ବର ସର୍ବବୃହତ ପେନ୍‌ ତିଆରି କଲେ ହିମାଚଳ ପ୍ରଦେଶର ଜଣେ ସ୍କୁଲ ଶିକ୍ଷକ

ବିରାଟକାୟ ଇଙ୍କ୍ ପେନ୍ (ink pen) ତିଆରି କରି ଚର୍ଚ୍ଚାରେ ହିମାଚଳ ସିରମୋର ଜିଲ୍ଲା ନୌରଙ୍ଗାବାଦ ସ୍କୁଲର ପ୍ରଧାନ ଶିକ୍ଷକ ସଞ୍ଜୀବ ଅଟ୍ରି। ସେ ଦାବି କରିଛନ୍ତି ଯେ, ବିଶ୍ବର ଏହା ହେଉଛି ସବୁଠୁ ବିଶାଳକାୟ ଇଙ୍କ୍ ପେନ୍

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.