ETV Bharat / bharat

TOP NEWS@5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Aug 8, 2022, 5:16 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧. CHSE Results: ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶିତ, ପାସ ହାର 82.10 ପ୍ରତିଶତ

ଘୋଷଣା ହେଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଉଚ୍ଚ ମାଧ୍ୟାମିକ ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ଘୋଷଣା ହୋଇଛି ।

୨. ଲିଙ୍ଗରାଜଙ୍କ ପ୍ରସାଦ କୋରାଖଇ ଖାଇଲେ ଅମିତ ଶାହ

ଗୃହମନ୍ତ୍ରୀ ଅମିତ ଶାହ ଖାଇଲେ ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ କୋରାଖଇ ।

୩. Amit Shah In Cuttack: ଶାହ କହିଲେ ଓଡିଶାର ଗୌରବ ଗାଥା

ଦେଶର ରାଷ୍ଟ୍ରପତି, କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ରେଳ ମନ୍ତ୍ରୀ, ଜନଜାତି ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ, ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସମସ୍ତେ ଓଡିଶାର ।

୪. ସ୍ବତନ୍ତ୍ର OJEE ଆବେଦନ ପାଇଁ ଶେଷ ସୁଯୋଗ, ଅଗଷ୍ଟ ୧୪ ଯାଏଁ ବଢିଲା ଅବଧି

ସ୍ବତନ୍ତ୍ର ଓଜେଇଇ ପାଇଁ ନାମଲେଖା ଆବେଦନର ଅବଧିକୁ ବୃଦ୍ଧି କରାଯାଇଛି । ଏନେଇ ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି ।

୫. ଏମିତି ଆମ ସ୍ୱାସ୍ଥ୍ୟସେବା: ନଦୀ ସେପଟେ ରୋଗୀ, ଏପଟୁ ଔଷଧ ଫିଙ୍ଗିଲେ ଡାକ୍ତରୀ ଟିମ୍‌

ନବରଙ୍ଗପୁରରେ ଲଗାଣ ବର୍ଷା ପ୍ରଭାବରେ ବଢିଛି ନଦୀ ଜଳସ୍ତର । ଫଳରେ ତୁଳସୀପଦର ଗ୍ରାମକୁ ଡାକ୍ତରୀ ଟିମ ପହଞ୍ଚିପାରିନଥିବା ବେଳେ ନଦୀକୂଳରେ ଔଷଧ ଫିଙ୍ଗିଥିବା ଦେଖିବାକୁ ମିଳିଛି ।

୬. ଦୁଇ ବର୍ଷ ହେଲା ପିହୁକୁ ପାଉନି ପୋଲିସ, ନ୍ୟାୟ ପାଇଁ ମାଆଙ୍କ ଧାରଣା

ଯାଜପୁର ବିଞ୍ଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗ୍ରାମର ଶିଶୁ କନ୍ୟା ପିହୁ ନିଖୋଜ ଘଟଣାକୁ ୨ ବର୍ଷ ।

୭. ହଜିଯାଉଛି ପରଦାକଳା, ସରକାରୀ ପ୍ରୋତ୍ସାହନ ପାଇଁ କାରିଗରଙ୍କ ଦାବି

ପରିଚୟ ହରାଉଛି ଖୋର୍ଦ୍ଧା ଜିଲ୍ଲା ଧଳାପଥରର ଲୋକକଳା ପରଦା କଳା । ସରକାରୀ ପ୍ରୋତ୍ସାହନ ଓ ତାଲିମ ପାଇଁ ସାଧାରଣରେ ଦାବି ।

୮. ଚେନ୍ନାଇରେ ହରଘର ତ୍ରିରଙ୍ଗା ଅଭିଯାନରେ ଛାତ୍ରଛାତ୍ରୀ ସାମିଲ

ହରଘର ତ୍ରିରଙ୍ଗା ଅଭିଯାନରେ ସ୍କୁଲ୍‌ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି । ଏହାର ଝଲକ ସୋମବାର ତାମିଲନାଡ଼ୁ ରାଜଧାନୀ ଚେନ୍ନାଇରେ ଦେଖିବାକୁ ମିଳିଛି ।

୯. CWG 2022: ବ୍ୟାଡମିଣ୍ଟନ ଇଭେଣ୍ଟ୍‌ରେ 2ୟ ସ୍ୱର୍ଣ୍ଣ ପଦକ ଜିତିଲେ ଲକ୍ଷ୍ୟ ସେନ୍‌

ମାଲେସିଆର ଜେ ୟଙ୍ଗ୍‌ଙ୍କୁ ସେ ତିନୋଟି ସେଟ୍‌ରେ ପରାଜିତ କରି ସ୍ବର୍ଣ୍ଣ ପଦକ ହାସଲ କଲେ ଲକ୍ଷ୍ୟ ସେନ୍‌ ।

୧୦. Man Kasturi Re: ଡେବ୍ୟୁ ମରାଠୀ ଫିଲ୍ମର ପୋଷ୍ଟର ସେୟାର କଲେ ତେଜସ୍ବୀ

ତେଜସ୍ୱୀ ପ୍ରକାଶଙ୍କୁ ଖୁବ୍ ଶୀଘ୍ର ମରାଠୀ ଚଳଚ୍ଚିତ୍ର ମନ୍ କସ୍ତୁରୀ ରେ' ରେ ଦେଖିବାକୁ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.