ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ହେଡଲାଇନ ଖବର

ନଜର ପକାନ୍ତୁ @3PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Aug 5, 2022, 3:01 PM IST

୧.ବେଆଇନ ୨୫ ଲକ୍ଷ ଲାଞ୍ଚ କାରବାର ମାମଲା, ୪ ଜଣଙ୍କୁ ଗିରଫ କଲା CBI

ଆଜି ଭୁବନେଶ୍ବର ସ୍ଥିତ ସିବିଆଇ କାର୍ଯ୍ୟାଳୟରେ ଶିଳ୍ପପତି ମହିମାଙ୍କୁ ପଚରାଉଚୁରା ଜାରି ଥିବା ବେଳେ ୪ ଜଣଙ୍କୁ ଗିରଫ କଲା CBI ।

୨.ବିଲରେ କାମ କରିବାକୁ ଯାଉଥିଲେ ଓଲଟିଲା ଭ୍ୟାନ, 40ରୁ ଊର୍ଦ୍ଧ୍ବ ଶ୍ରମିକ ଆହତ

କଳାହାଣ୍ଡିରେ ଓଲଟିଲା ପିକଅପ ଭ୍ୟାନ୍ । ୪୦ରୁ ଊର୍ଦ୍ଧ୍ବ ଶ୍ରମିକ ଆହତ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

୩.ଭିଜିଲାନ୍ସ ସ୍କାନରରେ କ୍ରୀଡା ଶିକ୍ଷକ, ୧୧ଟି ସ୍ଥାନରେ ଚାଲିଛି ରେଡ୍

କ୍ରୀଡା ଶିକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୧୧ଟି ସ୍ଥାନରେ ରେଡ୍ ।

୪.ରାୟଗଡ଼ାକୁ ପୁଣି ଫେରିଲା କୋରୋନା, ବିଦ୍ୟାଳୟରେ ୪୧ ପଜିଟିଭ ଚିହ୍ନଟ

ପୁଣି ରାୟଗଡ଼ା ଜିଲ୍ଲାରେ ତାଣ୍ଡବ ରଚିଲା କୋରୋନା । ଚନ୍ଦ୍ରପୁର କଲ୍ୟାଣ ବିଭାଗ ପରିଚାଳିତ ବାଳିକା ବିଦ୍ୟାଳୟରେ ୪୧ ପଜିଟିଭ ଚିହ୍ନଟ ।

୫.ଘରେ ଉଡାନ୍ତୁ ତ୍ରିରଙ୍ଗା, ୧୯୭୧ ଯୁଦ୍ଧବେଳେ ରାତିକରେ ରନୱେ ନିର୍ମାଣ କରିଥିବା ବୀରାଙ୍ଗନାଙ୍କ ଅପିଲ

୧୯୭୧ ଯୁଦ୍ଧ ବେଳେ ଭାରତୀୟ ବାୟୁସେନାକୁ ସାହାଯ୍ୟ କରିବାକୁ ଯାଇ ଗୋଟିଏ ରାତି ଭିତରେ ରନୱେ ନିର୍ମାଣ କରିଥିବା ଗୁଜୁରାଟ ବୀରାଙ୍ଗନା(Veeranganas) 'ହର୍‌ ଘର୍‌ ତ୍ରିରଙ୍ଗା' ଅଭିଯାନରେ ସାମିଲ ହେବା ପାଇଁ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି ।

୬.କିଷାନ ସମ୍ମାନନିଧି ଯୋଜନା ହିତାଧିକାରୀ ତାଲିକାରେ ସାଂସଦ

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ହିତାଧିକାରୀ ତାଲିକାରେ ରହିଛନ୍ତି ସାଂସଦ । ଆକାଉଣ୍ଟକୁ ଆସିଲାଣି ୯ଟି କିସ୍ତି ।

୭.ପାଲଘରରୁ 1400 କୋଟିର ଡ୍ରଗ୍ସ ଜବତ

ମହାରାଷ୍ଟ୍ରର ପାଲଘର ଜିଲ୍ଲାରୁ ୭୦୦ କେଜିରୁ ଅଧିକ ମେଫେଡ୍ରୋନ ଜବତ । ୫ ଜଣଙ୍କୁ ଗିରଫ କଲା ନାର୍କୋଟିକ୍ସ ସେଲ୍ ।

୮.କୁଲଗାମ ରେଡୱାନୀ ଅଞ୍ଚଳରେ ଏନକାଉଣ୍ଟର, ଜଣେ ଯବାନ ଆହତ

ସୀମାରେ ଆତଙ୍କୀଙ୍କ ଉତ୍ପାତ । ଜମ୍ମୁ କଶ୍ମୀର କୁଲଗାମର ରେଡୱାନୀ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କୀ ମଧ୍ୟରେ ଗୁଳି ବିନିମୟ ହୋଇଛି ।

୯.China-Taiwan Tension: ଘନଉଛି ଯୁଦ୍ଧ ଆଶଙ୍କା, ସମରାଭ୍ୟାସ ନାଁରେ ଆତଙ୍କ ଖେଳାଉଛି ଡ୍ରାଗନ

ଆମେରିକା ସଂସଦ ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତ ପରେ ରକ୍ତମୁଖା ହୋଇଛି ଚୀନ । ଯୁଦ୍ଧାଭ୍ୟାସ ନାଁରେ ତାଇୱାନ ଜଳରାଶିରେ କ୍ଷେପଣାସ୍ତ୍ର ମାଡ କରୁଛି ଡ୍ରାଗନ ।

୧୦.Credit Score: ଏମିତି ବଢାନ୍ତୁ କ୍ରେଡିଟ୍ ସ୍କୋର

ବ୍ୟକ୍ତିର କ୍ରେଡିଟ୍ ଯୋଗ୍ୟତାର ମାପକାଠି କ୍ରେଡିଟ ସ୍କୋର । କୌଣସି ବିତ୍ତୀୟ ଅନୁଷ୍ଠାନରୁ ଶୀଘ୍ର ଏବଂ କମ୍ ସୁଧରେ ଲୋନ ପାଇବାରେ ଏହା ସାହାଯ୍ୟ କରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.