ETV Bharat / bharat

TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS AT 11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Nov 17, 2022, 11:01 AM IST

1.ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ଦେହାନ୍ତ

ପରଲୋକରେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ । ହୃଦଘାତରେ ୮୦ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ।

2.ଭୂକମ୍ପରେ ଥରିଲା ହିମାଚଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୧ ରେକର୍ଡ

ହିମାଚଳ ପ୍ରଦେଶରେ ୪.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ । କୌଣସି କ୍ଷୟକ୍ଷତି ନେଇ ସୂଚନା ନାହିଁ ।

3.ମହଙ୍ଗା ପଡିଲା ଦାମୀ ଘଣ୍ଟା ସଉକ, ବନ୍ଧା ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ

ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଘରୁ ଏକାଧିକ ଦାମୀ ଘଣ୍ଟା ଜବତ । ପିସି ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କଲା ଭିଜିଲାନ୍ସ ।

4.ଏଇଠି ହୁଏ କୁକୁର ଦୌଡ ପ୍ରତିଯୋଗିତା, ବିଜେତାଙ୍କୁ ମିଳେ ହଜାର ହଜାର ଟଙ୍କା

ତେଲେଙ୍ଗାନାର ଗଡୱାଲା ଜିଲ୍ଲା ଜୋଗୁଲାମ୍ବାରେ କୁକୁରଙ୍କ ମଧ୍ୟରେ ଏକ ଦୌଡ ପ୍ରତିଯୋଗିତା ହୋଇଛି ।

5.NASA Moon Rocket Finally Lift Off: ଉତକ୍ଷେପଣର 9 ଘଣ୍ଟା ପରେ ପଠାଇଲା ଚମତ୍କାର ଦୃଶ୍ୟ

ଦୀର୍ଘ 50 ବର୍ଷ ପରେ ଆମେରିକା ସ୍ପେସ୍ ଏଜେନ୍ସି ନାସାର ଐତିହାସିକ ଚନ୍ଦ୍ରଯାନ ଆର୍ଟେମିସ-1ର ସଫଳ ପରୀକ୍ଷଣ ।

6.National Epilepsy Day: ଅଛୁଆଁ ରୋଗ ନୁହେଁ ଅପସ୍ମାର, ରୋଗୀଙ୍କୁ ବଢାନ୍ତୁ ସହାୟତାର ହାତ

ଏପିଲେପ୍ସି ବା ଅପସ୍ମାର ରୋଗ ଅନ୍ୟ ରୋଗ ପରି ସାଧାରଣ ହୋଇଥିଲେ ମଧ୍ୟ କୁସଂସ୍କାର ଏବଂ ଅନ୍ଧ ବିଶ୍ବାସ କାରଣରୁ ଅନେକ ରୋଗୀ ଘୃଣାର ଶିକାର ହୁଅନ୍ତି ।

7.ଶିଳ୍ପମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ୟୁଥ ଫର ଆକ୍ସନ, ପୋଲିସ ସହ ଧସ୍ତାଧସ୍ତି

ଓଡ଼ିଶା ଯୁବକ ଯୁବତୀଙ୍କର ବେକାରୀ ସମସ୍ୟା ଏବଂ ଦାଦନ ସମସ୍ୟା ବୃଦ୍ଧିକୁ ନେଇ ରାଜ୍ୟ ଶିଳ୍ପମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ୟୁଥ ଫର ଆକ୍ସନ ।

8.ICC T-20 Rankings: ଶୀର୍ଷ ସ୍ଥାନ ବଜାୟ ରଖିଲେ Sky

ଆଇସିସି ଟି-୨୦ ମାନ୍ୟତାରେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିବାରେ ସଫଳ ରହିଛନ୍ତି ସୂର୍ଯ୍ୟକୁମାର ଯାଦବ ।

10.ସନ୍ନି ଲିଓନୀଙ୍କୁ ଆଶ୍ବସ୍ତି, ଚୁକ୍ତି ଉଲ୍ଲଙ୍ଘନ ମାମଲାରେ ରୋକ ଲଗାଇଲେ ହାଇକୋର୍ଟ

ଅଭିନେତ୍ରୀ ସନ୍ନି ଲିଓନୀଙ୍କ ନାମରେ ହୋଇଥିବା ଚୁକ୍ତି ଉଲ୍ଲଙ୍ଘନ ମାମଲାରେ ତାଙ୍କୁ ଆଶ୍ବସ୍ତି ମିଳିଛି । ମାମଲାର ଶୁଣାଣି କରି ରୋକ ଲଗାଇଛନ୍ତି କେରଳ ହାଇକୋର୍ଟ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.