ETV Bharat / bharat

TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS AT 11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Nov 15, 2022, 11:13 AM IST

1.ଜି20 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ, ଖାଦ୍ୟ ଓ ଉର୍ଜା ପ୍ରସଙ୍ଗରେ ଆଲୋଚନା

ଇଣ୍ଡୋନେସିଆର ବାଲିରେ 17ତମ ଜି20 ସମ୍ମିଳନୀରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତୀୟ ସମୟ 7ଟାରୁ ଆରମ୍ଭ ହୋଇଛି ସମ୍ମିଳନୀ ।

2.ରାତି ପାହିଲେ ପ୍ରଥମାଷ୍ଟମୀ, ବଡଠାକୁରଙ୍କ ପାଇଁ ମାମୁଁ ଘରୁ ଆସିଲା ପଢୁଆଁ ଭାର

ଆସନ୍ତାକାଲି ପ୍ରଥମାଷ୍ଟମୀ । ପଢୁଆଁ ହେବେ ବଡଠାକୁର । ଏଥିପାଇଁ ଆଜି ମାମୁଁ ଘର ମାଧବାନନ୍ଦଜୀଉ ପକ୍ଷରୁ ଆସିଛି ବଡ ଠାକୁରଙ୍କ ପାଇଁ ପଢୁଆଁ ଭାର ଆସିଛି ।

3.Padampur Bypoll: କାହିଁକି ନାମାଙ୍କନ ଭରିଲେନି ବିଜେପି ପ୍ରାର୍ଥୀ, ଶୁଣନ୍ତୁ ତାଙ୍କ ମୁହଁରୁ

କାହିଁକି ନାମାଙ୍କନ ପତ୍ର ଦାଖଲ ନକରି ଫେରି ଆସିଲେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ।

4.G-20 summit: କୋରୋନା ପଜିଟିଭ ଚିହ୍ନଟ ହେଲେ କାମ୍ବୋଡିଆ ପ୍ରଧାନମନ୍ତ୍ରୀ

କୋରୋନା ପଜିଟିଭ ଚିହ୍ନଟ ପରେ ଜି-୨୦ ବୈଠକରେ ଯୋଗ ନଦେଇ ଫେରିଲେ କାମ୍ବୋଡିଆ ପ୍ରଧାନମନ୍ତ୍ରୀ । କିଛି ଦିନ ତଳେ ସେ ଏସିଆନ ସମ୍ମିଳନୀ ଆୟୋଜିତ କରିଥିଲେ ।

5.UNFCCCରେ ଦୀର୍ଘକାଳୀନ ସ୍ୱଳ୍ପ ନିର୍ଗମନ ବିକାଶ ରଣନୀତି ଦାଖଲ କଲା ଭାରତ

ଭାରତ ୨୭ ତମ କନଫରେନ୍ସ ଅଫ ପାର୍ଟି ୨୭ ସମ୍ମିଳନୀରେ ଏହାର ଦୀର୍ଘକାଳୀନ ନିମ୍ନ ନିର୍ଗମନ ବିକାଶ ରଣନୀତିକୁ ମିଳିତ ଜାତିସଂଘର ଜଳବାୟୁ ପରିବର୍ତନ ସମ୍ମିଳନୀରେ ଦାଖଲ କରିଛି ।

6.ଆନ୍ଧ୍ରପ୍ରଦେଶ ଉପକୂଳରୁ 11 ମତ୍ସଜୀବୀ ଗିରଫ, 2 ମାଛଧରା ଡଙ୍ଗା ଜବତ

ଆନ୍ଧ୍ରପ୍ରଦେଶ ଉପକୂଳରେ ପ୍ରବେଶ କରି ମାଛ ମାରୁଛନ୍ତି ଶ୍ରୀଲଙ୍କା ମତ୍ସଜୀବୀ । 11 ମତ୍ସଜୀବୀଙ୍କୁ ଗିରଫ କରିଛି ତଟରକ୍ଷା ବାହିନୀ ।

7.Bride-Groom Convention: ୨୫୦ ଯୁବତୀଙ୍କୁ ବିବାହ ପାଇଁ ଲାଇନ ଲଗାଇଲେ ୧୧ହଜାର ଯୁବକ

କର୍ଣ୍ଣାଟକ ବ୍ରାଇଡ ଗ୍ରୁମ କନଭେନସନରେ ୨୫୦ ଯୁବତୀଙ୍କୁ ବିବାହ ପାଇଁ ଲାଗିଲା ଲମ୍ବା ଲାଇନ । ପ୍ରାୟ ୧୧ ହଜାର ଚାଷୀପୁଅ ନିଜ ଜୀବନସାଥୀ ଖୋଜିବା ପାଇଁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଜଣାପଡ଼ିଛି ।

8.Amazon Lay Off: ଆମାଜନରୁ ଛଟେଇ ହେବେ ୧୦ ହଜାର କର୍ମଚାରୀ

ଟ୍ବିଟର ଓ ମେଟା ପରେ ଆମାଜନରୁ ଛଟେଇ ହେବେ ୧୦,୦୦୦ କର୍ମଚାରୀ ।

9.ରାଜ୍ୟରେ ଖାଲି ପଡୁଛି ୟୁଜି ଓ ପିଜି ସିଟ୍‌, ଆଗକୁ JEE ଢାଞ୍ଚାରେ ହେବ ନାମଲେଖା ପ୍ରକ୍ରିୟା !

ରାଜ୍ୟରେ ୟୁଜି ଓ ପିଜି ପାଠ୍ୟକ୍ରମରେ ଖାଲି ପଡୁଛି ଅନେକ ସିଟ । ଏପରିକି କିଛି ପାଠ୍ୟକ୍ରମରେ ଅଧାରୁ ଅଧିକ ସିଟ୍‌ରେ କେହି ନାମ ଲେଖାଇନଥିବା ଜଣାପଡ଼ିଛି ।

10.ଟଲିଉଡ ସୁପରଷ୍ଟାର ମହେଶ ବାବୁଙ୍କ ବାପା କୃଷ୍ଣାଙ୍କ ପରଲୋକ

ଟଲିଉଡ ସୁପରଷ୍ଟାର ମହେଶ ବାବୁଙ୍କ ବାପା ତଥା ଅଭିନେତା କୃଷ୍ଣାଙ୍କ ପରଲୋକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.