ETV Bharat / bharat

TOP NEWS 11 AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS AT 11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 11 AM
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Nov 7, 2022, 11:09 AM IST

1.ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା, ହବିଷ୍ୟାଳିଙ୍କୁ ପୋଲିସର ମାଡ ଅଭିଯୋଗ

ପୁଣି ଶ୍ରୀମନ୍ଦିରରେ ହବିଷ୍ୟାଳିଙ୍କୁ ଆକ୍ରମଣ ଅଭିଯୋଗ । କାର୍ତ୍ତିକ ବ୍ରତ ପାଇଁ ଆସିଥିବା ମହିଳାଙ୍କୁ ପୋଲିସ ଆକ୍ରମଣ କରିଥିବା ଅଭିଯୋଗ ।

2.ପଞ୍ଚୁକର ଚତୁର୍ଥ ଦିନ: ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

କାର୍ତ୍ତିକମାସର ଶୁକ୍ଳପକ୍ଷ ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥିରୋ ମହାପ୍ରଭୁଙ୍କର ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶରେ ସୁସଜ୍ଜିତ କରାଯାଇଥାଏ ।

3.ଯୁକ୍ତ ଦୁଇ ପରୀକ୍ଷା ଲାଗି CHSEର ପ୍ରସ୍ତୁତି, 14ରୁ ଫର୍ମ ପୂରଣ

ଯୁକ୍ତ ଦୁଇ ପରୀକ୍ଷା ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପ୍ରସ୍ତୁତି ଆରମ୍ଭ କରିଛି । ଆସନ୍ତା 14 ତାରିଖରୁ ଫର୍ମ ପୂରଣ ଆରମ୍ଭ ହେବ ।

4.Congress Bharat Jodo Yatra: ମହାରାଷ୍ଟ୍ରରେ ପ୍ରବେଶ କରିବ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ଯାତ୍ରା

ତେଲେଙ୍ଗାନାରେ ଶେଷ ହୋଇଛି କଂଗ୍ରେସର ଭାରତ ଯୋଡ ଯାତ୍ରା । ଆଜି ମାହାରାଷ୍ଟ୍ରରେ ଆରମ୍ଭ ହେବ ପଦଯାତ୍ରା ।

5.National Cancer Awareness Day: ସଚେତନ ରହିଲେ ଦୂର ହେବ କର୍କଟ

ଆଜି (ନଭେମ୍ବର 7) ଜାତୀୟ କର୍କଟ ସଚେତନତା ମାସ(National Cancer Awareness Day) ।

6.କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ରାୟଗଡ଼ା ଷ୍ଟେସନରେ କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁ ଆୟତ କରିଛନ୍ତି ।

7.ବାଜିରାଉତ କପ ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ, ଫାଇନାଲ ମ୍ୟାଚରେ ମୁହାଁମୁହିଁ ହେବେ ଗୋଆ ଓ ରାଜସ୍ଥାନ

ବାଜି ରାଉତ କପ ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଆସନ୍ତା ୮ ତାରିଖରେ ରହିଛି ଫାଇନାଲ ମ୍ୟାଚ, ମୁହାଁ ମୁହିଁ ହେବେ ଗୋଆ ଓ ରାଜସ୍ଥାନ ଟିମ ।

8.ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି ନୂଆ ଓଡିଆ ଫିଲ୍ମ ଦ ପେପରମ୍ୟାନ

ଅନ୍ତର୍ଜାତୀୟ ଚଳଚ୍ଚିତ୍ର ନିର୍ମାତା ଶେଖ୍ ଗୁଲଜାର୍ ହୁସେନ୍ ଖୁବ ଶୀଘ୍ର ଜଣେ ଓଡିଆ ପୁଅର ଜୀବନୀକୁ ନେଇ ଏକ ପ୍ରାମାଣିକ ଚଳଚ୍ଚିତ୍ର ପ୍ରସ୍ତୁତ କରିବାକୁ ଯାଉଛନ୍ତି ।

9.ବିବାହ କଲେ ବଲିଉଡ ସିଙ୍ଗର ପଲକ ମୁଚଲ

ବଲିଉଡ ଗାୟିକା ପଲକ ମୁଚଲ ବିବାହ କରିଛନ୍ତି । ଦୀର୍ଘ ଦିନର ପୁରୁଷ ବନ୍ଧୁ ତଥା କମ୍ପୋଜର ମିଥୁନ ଶର୍ମାଙ୍କ ହାତ ଧରିଛନ୍ତି ପଲକ ।

10.BWF Para Badminton: ପ୍ରମୋଦଙ୍କୁ ଡବଲ ପଦକ

ଟୋକିଓରେ ଚାଲିଥିବା ବିଡବ୍ଲ୍ୟୁଏଫ ପାରା ବ୍ୟାଡମିଣ୍ଟନ ବିଶ୍ବ ଚମ୍ପିଅନସିପରେ ପ୍ରମୋଦ ଭଗତଙ୍କୁ ସଫଳତା ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.