ETV Bharat / bharat

TOP NEWS 11 AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ସକାଳ ୧୧ଟାର ଖବର

ନଜର ପକାନ୍ତୁ NEWS AT 11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 11 AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Nov 5, 2022, 11:07 AM IST

1.Padampur Bypoll: ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ

ପଦ୍ମପୁର ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ ।

2.ପରଲୋକରେ ସ୍ବାଧୀନ ଭାରତର ପ୍ରଥମ ଭୋଟର

ଦେଶର ପ୍ରଥମ ଭୋଟର ଶ୍ୟାମ ସରନ ନେଗିଙ୍କ ପରଲୋକ । ଭାରତ ସ୍ବାଧୀନ ହେବା ପରେ ୧୯୫୧ ମସିହାରେ ସେ ପ୍ରଥମ ଭୋଟ ଦେଇଥିଲେ ।

3.Delhi Pollution: ତୃତୀୟ ଦିନରେ ପ୍ରଦୂଷଣ ମାତ୍ରା ଚିନ୍ତାଜନକ, ଆଜିଠୁ ଗଡିବନି ଡିଜେଲ କାର୍‌

ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି । ଲଗାତାର ତୃତୀୟ ଦିନରେ ମଧ୍ୟ ଦିଲ୍ଲୀର ବାୟୁ ଗୁଣାବତ୍ତା ଖରାପ ସ୍ଥିତିରେ ରହିଛି ।

4.FIR against Rahul Gandhi: ରାହୁଲଙ୍କ ଗାନ୍ଧିଙ୍କ ନାଁରେ କର୍ଣ୍ଣାଟକରେ FIR

ଭାରତ ଯୋଡ ଯାତ୍ରାରେ MRT ମ୍ୟୁଜିକର ବିନା ଅନୁମତିରେ କେଜିଏଫ୍‌-୨ର ଗୀତକୁ ବ୍ୟବହାର କରାଯାଇଥିବାରୁ(KGF-2 songs in Bharat Jodo Yatra) କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନାମରେ ମାମଲା ।

5.Jio download speed: ଏହି ସହରରେ ଏୟାରଟେଲ୍ ଅପେକ୍ଷା Jio 5G ସ୍ପିଡ୍‌ ଅଧିକ

ଓକଲା ସ୍ପିଡ୍‌ଷ୍ଟେଷ୍ଟ୍‌ ରିପୋର୍ଟ ଅନୁଯାୟୀ, ଜିଓର 5G ନେଟୱାର୍କରେ ଦିଲ୍ଲୀର ହାରାହାରି ଡାଉନଲୋଡ୍ ସ୍ପିଡ୍ ଏୟାରଟେଲ୍ ଅପେକ୍ଷା ଅଧିକ(Ookla Speedtest Intelligence report ) ।

6.ପଞ୍ଜାବରେ ଶିବସେନା ନେତାଙ୍କୁ ଗୁଳିକରି ହତ୍ୟା, ସୋସିଆଲ ମିଡ଼ିଆରେ ହତ୍ୟା ନେଇ ଗ୍ୟାଙ୍ଗଷ୍ଟାର ପକ୍ଷରୁ ପୋଷ୍ଟ

ପଞ୍ଜାବରେ ଶିବସେନା ନେତା ସୁଧୀର ସୁରୀଙ୍କୁ ଗୁଳିକରି ହତ୍ୟା । ଅମୃତସରର ଗୋପାଳ ମନ୍ଦିର ସମ୍ମୁଖରେ ସୁଧୀର ସୁରୀଙ୍କୁ ପାଞ୍ଚଥର ଗୁଳି ଚାଳନା କରି ହତ୍ୟା କରାଯାଇଛି ।

7.ବିଦରରେ ଟ୍ରକ-ଅଟୋ ମୁହାଁମୁହିଁ ଧକ୍କା, ୭ମୃତ

କର୍ଣ୍ଣାଟକର ବିଦର ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ-ଅଟୋ ମୁହାଁମୁହିଁ ଧକ୍କା ଫଳରେ ୭ଜଣଙ୍କ ମୃତ୍ୟୁ ।

8.ହିମାଚଳ ବିଧାନସଭା ନିର୍ବାଚନ: ୧ ଲକ୍ଷ ଚାକିରି ପ୍ରତିଶ୍ରୁତି ଦେଲା କଂଗ୍ରେସ

ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ଆସିଲେ ୧ ଲକ୍ଷ ନିଯୁକ୍ତି ମିଳିବ । କଙ୍ଗ୍ରାଠାରେ ରାଲି କରିବା ସମୟରେ ପ୍ରତିଶ୍ରୁତି ଦେଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ।

9.ମହିଳା କମିଶନରେ ତୃତୀୟ ଥର ହାଜର ହେଲେ ଦୀପିକା, ଆସିଲେନି ଦିନେଶ

ତୃତୀୟ ଥର ପାଇଁ ମହିଳା କମିଶନରେ ହାଜର ହେଲେ ଦୀପିକା । ହେଲେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଏଥର ବି ଆସିଲେନି ଦିନେଶ ।

10.Daman Premiere: ଓଡିଆ ଚଳଚ୍ଚିତ୍ର ଦମନର ପ୍ରିମିୟର, ପ୍ରେକ୍ଷାଳୟରେ ଦର୍ଶକଙ୍କ ଭିଡ଼

ଓଡିଆ ମୌଳିକ କାହାଣୀକୁ ନେଇ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର ଦମନକୁ (Ollywood movie Daman Premiere)ଦେଖିବାକୁ ଆଜି ସବୁ ପ୍ରେକ୍ଷାଳୟରେ ଭିଡ ପରିଲକ୍ଷିତ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.