ETV Bharat / bharat

TOP NEWS 11 AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS AT 11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 11 AM
TOP NEWS 11 AM
author img

By

Published : Nov 1, 2022, 11:04 AM IST

1.Gujarat Bridge Collapse: କାହିଁକି ଘଣ୍ଟା ପ୍ରସ୍ତୁତକର୍ତ୍ତା କମ୍ପାନୀକୁ ମିଳିଥିଲା ବ୍ରିଜ ମରାମତି ଦାୟିତ୍ବ ?

ମୋର୍ବି ଝୁଲାପୋଲ ଦୁର୍ଘଟଣାରେ ଠିକାସଂସ୍ଥା ଓରେଭା କମ୍ପାନୀକୁ ଦାୟୀ କରାଯାଇଛି । ଓଭେରା ଏକ ଘଣ୍ଟା ନିର୍ମାଣ କମ୍ପାନୀ ଅଟେ ।

2.Morbi Cable Bridge Collapse: ଉଜୁଡିଗଲା ପରିବାର, ଏକାବେଳକେ ଚାଲିଗଲେ 6 ସଦସ୍ୟ

ଗୁଜୁରାଟର ମୋର୍ବି ଝୁଲା ବ୍ରିଜ ଭୁଶୁଡ଼ିବା ଘଟଣା । ଗୋଟିଏ ପରିବାରର 6 ଜଣଙ୍କ ମୃତ୍ୟୁ ।

3.Morbi bridge collapse: ଆଜି ମୋର୍ବି ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି

ମୋର୍ବି ମାଛୁ ନଦୀ ଉପରେ ଝୁଲା ପୋଲ ଭୁଶୁଡିବା ଘଟଣା । ଆଜି ମୋର୍ବି ଜିଲ୍ଲା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

4.ଏକ ଯୁଗର ଅନ୍ତ, ଆଉ ନାହାନ୍ତି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିଶ୍ଵନାଥ ଦାସ

ଜଗସିଂହପୁର ଜିଲ୍ଲାର ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ବିଶ୍ଵନାଥ ଦାସଙ୍କ ବିୟୋଗ ହୋଇଛି ।

5.ଆଉ ନାହାନ୍ତି ଦେଶର ଷ୍ଟିଲ ମ୍ୟାନ ଜମସେଦ ଜେ ଇରାନୀ

ପୂର୍ବତନ ଟାଟା ଷ୍ଟିଲ ଏମଡି ଜମସେଦ ଜେ ଇରାନୀ ତଥା ଦେଶରେ ଷ୍ଟିଲ ମ୍ୟାନଙ୍କର ପରଲୋକ ହୋଇଛି ।

6.LPG Cylinder Price: ମହଙ୍ଗା ମାଡରୁ ଆଶ୍ବସ୍ତି, କମିଲା ବ୍ୟବସାୟିକ ଗ୍ୟାସ ଦର

ଦେଶବ୍ୟାପୀ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ଦର ହ୍ରାସ ହୋଇଛି । ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡର ଦାମ୍ ୧୧୫ ଟଙ୍କା ଶସ୍ତା ହୋଇଛି । ୧୯ କେଜି ବିଶିଷ୍ଟ ବ୍ୟବସାୟିକ ସିଲିଣ୍ଡରରେ ଏହି ହ୍ରାସ ଘଟିଛି ।

7.ଦେଶରେ ୪୦ ପଇସା ଶସ୍ତା ହେଲା ପେଟ୍ରୋଲ-ଡିଜେଲ

୬ ମାସ ପରେ ଦେଶରେ କମିଲା ତୈଳ ଦର । ଆଜିଠୁ ଦେଶରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୪୦ ପଇସା ଶସ୍ତା ହୋଇଛି ।

8.Twitter ମଙ୍ଗ ଧରିପାରନ୍ତି ଆଉ ଜଣେ ଭାରତୀୟ ବଂଶୋଦ୍ଭବ, ଜାଣନ୍ତୁ କିଏ

ପୁଣିଥରେ ଟ୍ବିଟର ମଙ୍ଗ ଧରିପାରନ୍ତି ଆଉ ଜଣେ ଭାରତୀୟ ବଂଶଦ୍ଭୋବ । ଟ୍ବିଟର ନବୀକରଣ ଦିଗରେ ଏଲନ ମସ୍କଙ୍କୁ ସହଯୋଗ କରୁଥିବା ଚେନ୍ନାଇରେ ଜନ୍ମିତ ଶ୍ରୀରାମ କ୍ରିଷ୍ଣନ୍‌ଙ୍କୁ ନେଇ ଚର୍ଚ୍ଚା(Indian origin Sriram Krishnan advising Elon Musk) ।

9.Aishwarya Rai Bachchan Birthday: ଜାଣନ୍ତୁ କେତେ କୋଟି ଟଙ୍କାର ମାଲିକାଣୀ ପୂର୍ବତନ ବିଶ୍ବସୁନ୍ଦରୀ

ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଆଜି ତାଙ୍କର 49 ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ଆସନ୍ତୁ ଜାଣିବା ଐଶ୍ବର୍ଯ୍ୟାଙ୍କ ନେଟ୍‌ଓ୍ବର୍ଥ ସମ୍ପର୍କରେ ।

10.ଖୁବଶୀଘ୍ର ବାଜିବ ହଂସିକା ମୋଟୱାନୀଙ୍କ ସାହାନାଇ

ଖୁବଶୀଘ୍ର ବାଜିବ ଅଭିନେତ୍ରୀ ହଂସିକା ମୋଟୱାନୀଙ୍କ ସାହାନାଇ । ଡିସେମ୍ବରରେ ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ଅଭିନେତ୍ରୀ ହଂସିକା ମୋଟୱାନୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.