ETV Bharat / bharat

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Nov 6, 2022, 2:34 PM IST

ନଜର ପକାନ୍ତୁ NEWS 1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.Dhamnagar By-election: ସପ୍ତମ ରାଉଣ୍ଡ ସୁଦ୍ଧା ୫,୨୦୦ ଭୋଟରେ ବିଜେପି ଆଗୁଆ

ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପଛେ ପଛେ ରହିଛନ୍ତି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ । ଷଷ୍ଠ ଓ ସପ୍ତମ ରାଉଣ୍ଡରେ ମଧ୍ୟ ବିଜେପି ଆଗୁଆ ରହିଥିବା ସୂଚନା ।

2.ପାଖଉଛି ଐତିହାସିକ କଟକ ବାଲିଯାତ୍ରା, କମିଶନରେଟ ପୋଲିସର ସ୍ୱତନ୍ତ୍ର ପ୍ରସ୍ତୁତି

ମଙ୍ଗଳବାର ଠାରୁ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା । କଟକ ବାଲିଯାତ୍ରାକୁ ନେଇ କମିଶନରେଟ ପୋଲିସର ସ୍ୱତନ୍ତ୍ର ପ୍ରସ୍ତୁତି କରିଛି।

3.ଗୁଜୁରାଟ ଗସ୍ତରେ ମୋଦି, ଗଣ ବିବାହ କାର୍ଯ୍ୟକ୍ରମରେ ହେବେ ସାମିଲ

ଆଜି ଗୁଜୁରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି । ଗୁଜୁରାଟର ଭଲସାଦ ଜିଲ୍ଲାର ଏକ ସାଧାରଣ ସଭାରେ ସମ୍ବୋଧନ କରିବା ସହ ଗଣ ବିବାହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

4.ପାଖେଇ ଆସୁଛି ବାଲିଯାତ୍ରା, ମୁଖ୍ୟ ଆକର୍ଷଣ ହେବ କଟକ ଇନ୍‌ କଟକ

ଆଉ ଦିନ ପରେ କଟକ ଐତିହାସିକ ବାଲିଯାତ୍ରା । ଚଳିତ ବର୍ଷ ମୁଖ୍ୟ ଆକର୍ଷଣ ସାଜିବ କଟକ ଇନ କଟକ କନସେପ୍ଟ ।

5.Elon Musk Tweet: ଭୋଜପୁରୀ ଗୀତ କମରିୟା ଲେଖି ଟ୍ବିଟ କଲେ ମସ୍କ

ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଟ୍ବିଟରର ନୂଆ ମାଲିକ ହେବା ପରେ ଅନେକ ପରିବର୍ତ୍ତନ ଆଣୁଛନ୍ତି । ଏହାରି ମଧ୍ୟରେ ଏଲନ ମସ୍କଙ୍କ ହିନ୍ଦୀ ଓ ଭୋଜପୁରୀ ଟ୍ବିଟକୁ ନେଇ ଚର୍ଚ୍ଚା ଜୋର ଧରିଛି ।

6.ରାଜରାସ୍ତାରେ ବଉଳା କୁମ୍ଭୀର, ଆତଙ୍କିତ ପଦଲାପୁର ବାସିନ୍ଦା

ପଦଲାପୁର ରାସ୍ତାରେ ଶୁକ୍ରବାର ରାତିରେ ୧୦ ଫୁଟ ଲମ୍ବର ଏକ ବଉଳା କୁମ୍ଭୀର ରାସ୍ତା ପାର ହେଉଥିବା ଦେଖିବାକୁ ମିଳିଥିଲା । ଖବର ପ୍ରଘଟ ହେବାପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

7.ରାତି ଅଧିଆ ଛାତ୍ରୀଙ୍କୁ ମେସେଜ କରୁଛନ୍ତି କଲେଜ ଅଧ୍ୟାପକ

ଭୁବନେଶ୍ବରର ଏକ ଘରୋଇ କଲେଜର ଅଧ୍ୟାପକ ଛାତ୍ରୀଙ୍କୁ ରାତି ଅଧରେ ମେସେଜ କରିଥିବା ଅଭିଯୋଗ ।

8.ସାମାନ୍ୟ କଥାରୁ ବଚସା, ମଲ୍‌ରେ ୨ ମହିଳାଙ୍କ ଭିତରେ ମାରପିଟ୍‌

ମୁଜାଫରନଗରର ଏକ ମଲ୍‌ରରେ ୨ ଯୁବତୀଙ୍କ ମଧ୍ୟରେ କଳହ । ତେବେ ଏହି କଳହ ଭିଡିଓ ସୋସିଆଲ ମିଡିଆରେ ତୀବ୍ର ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଏହି ଭିଡିଓରେ ଦୁଇଜଣ ଝିଅଙ୍କ ମଧ୍ୟରେ ସଂଘର୍ଷ ଚାଲିଥିବାର ଦେଖିବାକୁ ମିଳିଛି ।

9.T20 World Cup: ଦୁଷ୍କର୍ମ ଅଭିଯୋଗରେ ଶ୍ରୀଲଙ୍କା କ୍ରିକେଟର ଗିରଫ

ଟି ଟ୍ବେଣ୍ଟି ବିଶ୍ବ କପ ଖେଳିବାକୁ ଅଷ୍ଚ୍ରେଲିଆ ଆସିଥିବା ଶ୍ରୀଲଙ୍କା କ୍ରିକେଟର ଗିରଫ ହୋଇଛନ୍ତି । ଦୁଷ୍କର୍ମ ଅଭିଯୋଗରେ ଶ୍ରୀଲଙ୍କା କ୍ରିକେଟର ଦନୁଷ୍କା ଗୁଣତିଲକ ସିଡନୀର ଗିରଫ ହୋଇଛନ୍ତି ।

10.ରିଲିଜର ୨୪ଘଣ୍ଟାରେ ୟୁଟ୍ୟୁବରେ ଅପଲୋଡ ହେଲା ଦମନ, ପାଇରେସି ନେଇ ଅଭିଯୋଗ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.