ETV Bharat / bharat

TOP NEWS 9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS 9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS
TOP NEWS
author img

By

Published : Nov 17, 2022, 9:01 AM IST

1.ମହଙ୍ଗା ପଡିଲା ଦାମୀ ଘଣ୍ଟା ସଉକ, ବନ୍ଧା ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ

ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଘରୁ ଏକାଧିକ ଦାମୀ ଘଣ୍ଟା ଜବତ । ପିସି ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କଲା ଭିଜିଲାନ୍ସ ।

2.ରାଜ୍ୟସ୍ତରୀୟ ଶିଶୁ ଦିବସ ଉଦଯାପନୀ ସମାରୋହ, ୧୦୦ କୋଟିର ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଶିଶୁ ଦିବସ ସମାରୋହ ଶେଷ ହୋଇଛି । ଏଥିରେ ଯୋଗ ଦେଇ ଶିକ୍ଷାରେ ଉତ୍କର୍ଷତା ପାଇଁ ୧୦୦ କୋଟିର ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

3.ବାଲିଯାତ୍ରାରେ ସମ୍ବଲପୁରୀ ତଡକା ଲଗାଇଲେ ମଣ୍ଟୁ ଛୁରିଆ, ଝୁମିଲେ ଦର୍ଶକ

ନବମ ସନ୍ଧ୍ୟାରେ କମ୍ପିଲା ବୈଷ୍ଣବ ପାଣି ମଞ୍ଚ । ସମ୍ବଲପୁରୀ ସିଙ୍ଗର ମଣ୍ଟୁ ଛୁରିଆଙ୍କ ଗୀତରେ ଝୁମିଲେ ଦର୍ଶକ ।

4.ଭୂକମ୍ପରେ ଥରିଲା ହିମାଚଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୧ ରେକର୍ଡ

ହିମାଚଳ ପ୍ରଦେଶରେ ୪.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ । କୌଣସି କ୍ଷୟକ୍ଷତି ନେଇ ସୂଚନା ନାହିଁ ।

5.ବିମାନରେ ବାଧ୍ୟତାମୂଳକ ନୁହେଁ ମାସ୍କ

ଏଣିକି ବିମାନ ଯାତ୍ରା ସମୟରେ ବାଧ୍ୟତାମୂଳକ ହେବନି ଫେସ ମାସ୍କ ପିରଧାନ (masks not mandatory in flights) । କେବଳ ପରାମର୍ଶ ଦେଇପାରିବ ବିମାନ କମ୍ପାନୀ ।

6.National Epilepsy Day: ଅଛୁଆଁ ରୋଗ ନୁହେଁ ଅପସ୍ମାର, ରୋଗୀଙ୍କୁ ବଢାନ୍ତୁ ସହାୟତାର ହାତ

ରୋଗୀଙ୍କୁ ସହଯୋଗ ଓ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ପ୍ରତିଟି ବ୍ୟକ୍ତିଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ନଭେମ୍ବର 17ରେ ଜାତୀୟ ଅପସ୍ମାର ଦିବସ(National Epilepsy Day) ପାଳନ କରାଯାଏ ।

7.ବ୍ରହ୍ମପୁର କଲେଜରେ ରାଗିଂ, ଦୁଇ ଛାତ୍ର ଗିରଫ

ପ୍ରହସନ ପାଲଟିଛି ଆଣ୍ଟି ରାଗିଂ ସେଲ୍‌ । ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ରାଗିଂ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଦୁଇ ଅଭିଯୁକ୍ତ ଛାତ୍ର ଗିରଫ ।

8.G20 Summit: ବିଶ୍ବନେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପାରମ୍ପାରିକ ଉପହାର

ସରିଲା ବାଲି ଜି-20 ସମ୍ମିଳନୀ । ବିଶ୍ବନେତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରଦାନ କଲେ ଉପହାର । ଉପହାରରେ ଭାରତୀୟ ଲୋକକଳା ଓ ସଂସ୍କୃତିର ଝଲକ (PM Modi presents Gifts to world leaders )।

9.ICC T-20 Rankings: ଶୀର୍ଷ ସ୍ଥାନ ବଜାୟ ରଖିଲେ Sky

ଆଇସିସି ଟି-୨୦ ମାନ୍ୟତାରେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିବାରେ ସଫଳ ରହିଛନ୍ତି ସୂର୍ଯ୍ୟକୁମାର ଯାଦବ ।

10.ସନ୍ନି ଲିଓନୀଙ୍କୁ ଆଶ୍ବସ୍ତି, ଚୁକ୍ତି ଉଲ୍ଲଙ୍ଘନ ମାମଲା ରୋକ ଲଗାଇଲେ ହାଇକୋର୍ଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.