ETV Bharat / bharat

TOP NEWS 3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବଡ ଖବର

ନଜର ପକାନ୍ତୁ 3PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 3PM
ବର୍ତ୍ତମାନର ବଡ ଖବର
author img

By

Published : Aug 25, 2022, 3:04 PM IST

1.ସମ୍ବଲପୁର ଗସ୍ତରେ CS ଓ 5T ସଚିବ, VSSUT ମାଷ୍ଟର ପ୍ଲାନ ପାଇଁ 1000 କୋଟି ପ୍ରସ୍ତାବ

ସମ୍ବଲପୁର ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ ଓ 5T ସଚିବ । ସେମାନେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

2.ବନ୍ୟା ପରେ ହୋଇପାରେ ଜଳବାହିତ ରୋଗ, ଚାଲିଛି ୪୭ହଜାର ରୋଗୀଙ୍କ ଚିକିତ୍ସା

ଅନେକ ଅଞ୍ଚଳରୁ ଏବେ ବନ୍ୟା ଜଳ ଛାଡ଼ିଥିବାବେଳେ ବନ୍ୟା ପରେ ହୋଇପାରେ ଜଳବାହିତ ରୋଗ । ଏଥିଲାଗି ସ୍ବାସ୍ଥ୍ୟ ବିଭାଗ ସଚେତନ ରହିଥିବା ବେଳେ ୪୭ ହଜାର ରୋଗୀଙ୍କ ଚିକିତ୍ସା ହେଉଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

3.ଖୋଲିଲା ରେଙ୍ଗାଳୀ ଡ୍ୟାମ୍‌ର ୨ ଗେଟ୍‌, ବ୍ରାହ୍ମଣୀରେ ବଢିଲା ବନ୍ୟା ଆଶଙ୍କା

ରେଙ୍ଗାଳୀ ଜଳଭଣ୍ଡାରର ୨ଟି ଗେଟ ଖୋଲିଛି । ରେଙ୍ଗାଳି ଡ୍ୟାମରୁରୁ ବନ୍ୟାଜଳ ନିଷ୍କାସନ ହେଉଛି । ଅନୁଗୋଳ ତାଳଚେର ବ୍ରାହ୍ମଣୀ ନଦୀରେ ଥିବା ରେଙ୍ଗାଳି ଡ୍ୟାମର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।

4.Bilkis Bano case, ଗୁଜୁରାଟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ବହୁ ଚର୍ଚ୍ଚିତ ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ୧୧ ଅଭିଯୁକ୍ତଙ୍କୁ ଖଲାସ ମମଲାକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ

5.ସିବିଆଇ ସ୍କାନରରେ RJD ନେତା, ରେଡ୍‌ ବେଳେ ବିପୁଳ ସୁନାଗହଣା ଓ ନଗଦ ଟଙ୍କା ଜବତ

ଆରଜେଡି ନେତାଙ୍କ ଘରେ ସିବିଆଇ ରେଡ୍ ଘଟଣା । ରେଡ୍ ସମୟରେ ଏମଏଲସି ସୁନୀଲ ସିଂହଙ୍କ ସମେତ ଅନ୍ୟ ନେତାମାନଙ୍କ ଘରୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ ବିପୁଳ ପରିମାଣର ନଗଦ ଟଙ୍କା ଓ ସୁନା ଗହଣା ଜବତ ହୋଇଥିବା ସୂଚନା

6.ବିରୋଧ ପରେ ବଦଳିଲା ନିଷ୍ପତ୍ତି, ଚକ୍ରତୀର୍ଥ ରୋଡରେ ହେବନି Blue Flag Beach

ଚକ୍ରତୀର୍ଥ ରୋଡ଼ ବେଳାଭୂମିରେ ନୂତନ ବ୍ଲୁ ଫ୍ଲାଗ ବିଚକୁ ବିରୋଧ କରି ୨୬ ଦିନ ଧରି ଚାରିଥିଲା ଅହୋରାତ୍ର ଧାରଣାରେ ପୂର୍ଣ୍ଣଚ୍ଛେଦ ପଡିଛି । ପୁରୀ ଚକ୍ରତୀର୍ଥ ରୋଡ଼ ବେଳାଭୂମିରେ ଆଉ ନୂତନ ବ୍ଲୁ ଫ୍ଲାଗ ବିଚ୍ ହେବ ନାହିଁ

7.ଏଥର ଭକ୍ତଙ୍କ ଗହଣରେ ଜମିବ ଗଣେଶ ପୂଜା, ଗାଇଡଲାଇନ ମାନିବାକୁ BMCର ଅନୁରୋଧ

ଗଣେଶ ପୂଜାକୁ ନେଇ ସରକାରଙ୍କର କୌଣସି କଟକଣା ନାହିଁ । ତେବେ ମାସ୍କ୍ ଓ ସାନିଟାଇଜର ବ୍ୟବହାର କରିବା ସହ ବିଭିନ୍ନ ଗାଇଡଲାଇନ ମାନିବା ପାଇଁ ଅନୁରୋଧ କଲେ ବିଏମସି କମିଶନର ଓ ମେୟର । ମୂର୍ତ୍ତି ବିସର୍ଜନ ପାଇଁ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପୋଖରୀର ବ୍ୟବସ୍ଥା କରାଯାଇଛି ।

8.ବିଦ୍ୟୁତ୍‌ ତାର ଲାଗି ଦୁଇ ମାଈ ହାତୀ ମୃତ

କେନ୍ଦୁଝରରେ ବିଦ୍ୟୁତ ବିଜୁଳି ତାର ଲାଗି ଦୁଇ ମାଈ ହାତୀ ମୃତ । ବନ ବିଭାଗର ତଦନ୍ତ ଜାରି

9.Legends League Cricket, ବାରବାଟୀ ମ୍ୟାଚ୍‌ରେ କମିବ ଟିକେଟ ମୂଲ୍ୟ

ବାରବାଟୀରେ ଖେଳାଯିବାକୁ ଥିବା ଲିଜେଣ୍ଡ୍ସ କ୍ରିକେଟ ଲିଗ ପାଇଁ କମିବ ଟିକେଟ ମୂଲ୍ୟ । ଏ ନେଇ ସୂଚନା ଦେଇଛି ଓଡିଶା କ୍ରିକେଟ ଆସୋସିଏସନ ।

10.Emergencyରେ ମିଲିନ୍ଦ ସୋମନଙ୍କ ଏଣ୍ଟ୍ରି, ସାମ୍ ମାନେକ୍ସାଙ୍କ ଭୂମିକାରେ ଚିହ୍ନିବା ମୁସ୍କିଲ

ଏମରଜେନ୍ସି (Emergency)ରେ ଅଭିନେତା ତଥା ମଡେଲ ମିଲିନ୍ଦ ସୋମନଙ୍କ ଏଣ୍ଟ୍ରି ହୋଇଛି । ସେ ଏହି ଫିଲ୍ମରେ ସାମ୍‌ ମାନେକ୍ସା (Sam Manekshaw)ଙ୍କ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.