ETV Bharat / bharat

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS 1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 1PM
TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Nov 7, 2022, 1:01 PM IST

1. EWS କୋଟାକୁ ସୁପ୍ରିମକୋର୍ଟର ମୋହର, ଜାରିରହିବ ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ୧୦% ସଂରକ୍ଷଣ

EWS ସଂରକ୍ଷଣ ଉପରେ ସୁପ୍ରିମକୋର୍ଟର ମୋହର । ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ସରକାରୀ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ଜାରି ରହିବ ।

2. ଅଧାରେ ରହିଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା 3 ଜୀବନ

ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା 16 ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ୟାଙ୍କର ଗାଡ଼ି ଓ ଦୁଇଟି କାର ମଧ୍ୟରେ ଧକ୍କା ହେବା ଫଳରେ 3 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 8 ଜଣ ଗୁରୁତର ଆହତ ହୋଇଛନ୍ତି ।

3. ବିହାରରେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା

ପୂର୍ବ ଶତ୍ରୁତା ଓ ସମ୍ପତ୍ତି ପାଇଁ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା । ବିଜେପିର ପୂର୍ବତନ ଜିଲ୍ଲା ସଭାପତି ସଞ୍ଜୀବ ମିଶ୍ର ଘର ବାହାରେ ବସିଥିବା ସମୟରେ ଗୁଳିକରି ହତ୍ୟା କରିଛନ୍ତି ଦୁର୍ବୃତ୍ତ ।

4. ରକ୍ତାକ୍ତ ହେଲା ରକ୍ତ ସମ୍ପର୍କ, ବଡ ଭାଇ ଛୁରାମାଡ଼ରେ ସାନ ଭାଇର ମୃତ୍ୟୁ

କଟକ ଜିଲ୍ଲା ବାଉଁଶ ଗଳି ଅଞ୍ଚଳରେ ଅଭାବନୀୟ ଘଟଣା । ବଡ ଭାଇର ଆକ୍ରମଣରେ ସାନ ଭାଇର ମୃତ୍ୟୁ ଘଟିଛି ।

5. Padmapur byPoll: ସିଇଓଙ୍କ ପ୍ରସ୍ତୁତି ବୈଠକ, ବୁଥ୍‌ ଯାଞ୍ଚ କରିବେ ବିଡିଓ

ପଦ୍ମପୁର ବିଧାନସଭା ଆସନ ପାଇଁ ଆସନ୍ତା ଡିସେମ୍ବର ୫ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଏ ନେଇ ପ୍ରସ୍ତୁତି ବୈଠକ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (Chief election officer) ।

6. ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା, ହବିଷ୍ୟାଳିଙ୍କୁ ପୋଲିସର ମାଡ ଅଭିଯୋଗ

ପୁଣି ଶ୍ରୀମନ୍ଦିରରେ ହବିଷ୍ୟାଳିଙ୍କୁ ଆକ୍ରମଣ ଅଭିଯୋଗ । କାର୍ତ୍ତିକ ବ୍ରତ ପାଇଁ ଆସିଥିବା ମହିଳାଙ୍କୁ ପୋଲିସ ଆକ୍ରମଣ କରିଥିବା ଅଭିଯୋଗ । ଗୁରୁତର ଅବସ୍ଥାରେ ହବିଷ୍ୟାଳିଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

7. ସଂସଦ ପରିସରରେ ବେଙ୍ଗାଲୁରୁ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନା ଦାବି, ମୋଦିଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଚିଠି

ସଂସଦ ପରିସରରେ ବେଙ୍ଗାଲୁରୁ ପ୍ରତିଷ୍ଠାତା ନାଦପ୍ରଭୁ କେମ୍ପେଗୌଡ଼ାଙ୍କ ପ୍ରତିମୂର୍ତ୍ତି ସ୍ଥାପନା ଦାବି। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି. ଦେବଗୌଡ଼ା ଚିଠି ଲେଖି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରିଛନ୍ତି ।

8. Congress Bharat Jodo Yatra: ମହାରାଷ୍ଟ୍ରରେ ପ୍ରବେଶ କରିବ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ଯାତ୍ରା

ତେଲେଙ୍ଗାନାରେ ଶେଷ ହୋଇଛି କଂଗ୍ରେସର ଭାରତ ଯୋଡ ଯାତ୍ରା । ଆଜି ମାହାରାଷ୍ଟ୍ରରେ ଆରମ୍ଭ ହେବ ପଦଯାତ୍ରା ।

9. ଯୁକ୍ତ ଦୁଇ ପରୀକ୍ଷା ଲାଗି CHSEର ପ୍ରସ୍ତୁତି, 14ରୁ ଫର୍ମ ପୂରଣ

ଯୁକ୍ତ ଦୁଇ ପରୀକ୍ଷା ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପ୍ରସ୍ତୁତି ଆରମ୍ଭ କରିଛି । ଆସନ୍ତା 14 ତାରିଖରୁ ଫର୍ମ ପୂରଣ ଆରମ୍ଭ ହେବ ।

10. ଆଲିଆ ନା ରଣବୀର, କାହା ପରି ଦେଖାଯାଉଛନ୍ତି ବେବି କପୁର ? ଦାଦି ନୀତୁ ଦେଲେ ଜବାବ

ପ୍ରଶଂସକମାନେ ଜାଣିବାକୁ ଚାହାଁନ୍ତି ଯେ କପୁର ପରିବାରର ନୂଆ ସଦସ୍ୟ କାହା ପରି ଦେଖାଯାଉଛନ୍ତି, ଆଲିଆ ନା ରଣବୀର ? ଏହି ପ୍ରଶ୍ନର ଉତ୍ତର ଏବେ ଜେଜେମାଆ ନୀତୁ କପୁର ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.