ETV Bharat / bharat

TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - top 11

ନଜର ପକାନ୍ତୁ NEWS AT 11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ଗୁରୁତ୍ବପୂର୍ଣ୍ଣ ଖବର
TOP NEWS 11 AM
author img

By

Published : Oct 25, 2022, 11:11 AM IST

1.ଆଜି ସୂର୍ଯ୍ୟପରାଗ: ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି

ଆଜି ସୂର୍ଯ୍ୟପରାଗରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ଗ୍ରହଣ ସ୍ପର୍ଶ ପରେ ମହାପ୍ରଭୁଙ୍କ ମହାସ୍ନାନ କରାଯିବ ।

2.ଆମେରିକାରେ ସ୍କୁଲ୍‌ ଭିତରେ ଫୁଟିଲା ଗୁଳି: ୩ ମୃତ, ଏକାଧିକ ଆହତ

ଆମେରିକାରେ ଏକ ହାଇସ୍କୁଲରେ ଗୁଳିମାଡ । ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ।

3.ଦୀପାବଳିରେ ଗର୍ଜିଲା ବନ୍ଧୁକ, ଗୁଳିମାଡ ଜଣେ ମୃତ

ଦୀପାବଳିରେ ଗୁଳିକାଣ୍ଡ । ପୁରୀ ଚନ୍ଦନପୁର ଥାନା ଥେଣ୍ଟପୁରରେ ଗୁଳିକାଣ୍ଡ ଘଟିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

4.ଦୀପାବଳୀରେ ଅଗ୍ନିକାଣ୍ଡ, ଜଳିଗଲା ଲୁଗାଦୋକାନ

ନୟାସଡ଼କର ଓଟିଏମ୍ ଲୁଗା ଦେକାନର ଉପର ମହଲାରେ ଭୟାବହ ଅଗ୍ନିକାଣ୍ଡ । ବାଣ ପଡି ଦୋକାନରେ ନିଆଁ ଲାଗିଥିବା ନେଇ ସନ୍ଦେହ ।

5.ରକ୍ତମୁଖା ଲାଲ୍‌ ବାହିନୀ, ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା

କନ୍ଧମାଳରେ ମାଓବାଦୀଙ୍କ ବର୍ବରକାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ସୂଚନା, ହତ୍ୟା ପରେ ଘଟଣା ସ୍ଥଳରେ ମାଓ ପୋଷ୍ଟର ଲଗାଇଲେ ମାଓବାଦୀ ।

6.ଖାକିରେ ଦାଗ, ପୋଲିସ ଅଧିକାରୀଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ

ପୋଲିସ ନାମରେ ଦୁଷ୍କର୍ମ ଅଭିଯୋଗ । କର୍ଣ୍ଣାଟକ ଚିତ୍ରଦୁର୍ଗା ଚାଲାକେରା ସିପିଆଇଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ହୋଇଛି ।

7.ବାୟୁ ଗୁଣାବତ୍ତା ଅନୁସାରେ ଓଡିଶାର 7 ସହରର ସ୍ଥିତି ଗମ୍ଭୀର

ସବୁଜ ଘଞ୍ଚ ବନାନୀ ସତ୍ତ୍ବେ ବାୟୁ ଗୁଣାବତ୍ତା ଅନୁସାରେ ଓଡିଶାର 7 ସହରର ସ୍ଥିତି ଗମ୍ଭୀର ।

8.ମଦ ବୋତଲରୁ ମିଳିଲା ମୃତ ବେଙ୍ଗ, ତାତିଲେ ଗ୍ରାହକ

ଛତିଶଗଡ଼ର କୋରବାରେ ଏକ ଦେଶୀ ମଦ ଦୋକାନରେ ସିଲ ହୋଇଥିବା ମଦ ବୋତଲରେ ମୃତ ବେଙ୍ଗ ପଡ଼ିଥିବା ଦେଖିବାକୁ ମିଳିଛି । ମଦର ଗୁଣବତ୍ତା ଉପରେ ପ୍ରଶ୍ନ ଉଠାଇଲେ ଜନସାଧାରଣ ।

9.୭ ବର୍ଷ ପରେ ପୀଡ଼ିତାଙ୍କୁ ନ୍ୟାୟ, ନାବାଳିକାଙ୍କୁ ଆଇଟମ୍‌ କହି ଜେଲ୍‌ ଗଲେ ଯୁବକ

ଜଣେ ଯୁବକଙ୍କୁ ଦେଢ଼ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି ପକ୍ସୋ କୋର୍ଟ । ୭ ବର୍ଷ ପରେ ଏଭଳି ରୋଡରୋମିଓଙ୍କ ପ୍ରତି ଦଣ୍ଡ ବିଧାନ ହୋଇଛି ।

10.ଆମେରିକା ପରେ କାନାଡାରେ ଛୋଟପିଲାଙ୍କୁ ବ୍ୟାପୁଛି RSV, ଜାଣନ୍ତୁ ଲକ୍ଷଣ ଓ ନିରାକରଣ

ପିଲାମାନଙ୍କୁ ସଂକ୍ରମିତ କରୁଥିବା RSV ଆମେରିକା ପରେ କାନାଡର ପିଲାଙ୍କୁ ବ୍ୟାପୁଥିବା ରିପୋର୍ଟ ହୋଇଛି(RSV rise in Canada) । ଜାଣନ୍ତୁ ଲକ୍ଷଣ ଓ ନିରାକରଣ ବାବଦରେ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.