- ଆଜିଠୁ ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଆରମ୍ଭ
- ଆଜିଠୁ ପ୍ରଧାନମନ୍ତ୍ରୀଙ୍କ ଇଣ୍ଡୋନେସିଆ ଗସ୍ତ
- ଆଜି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ
- ଆଜିଠୁ ଯୁକ୍ତ ୩ ତୃତୀୟ ପର୍ଯ୍ୟାୟ ନାମଲେଖା ଆବେଦନ
- ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି
- ଆଜିଠୁ ୧୪ ଦିନିଆ ଆନ୍ତର୍ଜାତିକ ବାଣିଜ୍ୟମେଳା ଆରମ୍ଭ
- ଆଜି ନାମାଙ୍କନ ଭରିବେ ଅଖିଳେଶଙ୍କ ପତ୍ନୀ
- ଆଜି ଶିଶୁ ଦିବସ
- ବିଶ୍ବ ମଧୁମେହ ଦିବସ
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର - ପ୍ରମୁଖ ଖବର
ଦେଶ ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ୍, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକ୍ରେ ETV Bharat ଦେବ ପ୍ରମୁଖ ଖବର
ଆଜିର ବଡ ଖବର
- ଆଜିଠୁ ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଆରମ୍ଭ
- ଆଜିଠୁ ପ୍ରଧାନମନ୍ତ୍ରୀଙ୍କ ଇଣ୍ଡୋନେସିଆ ଗସ୍ତ
- ଆଜି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ
- ଆଜିଠୁ ଯୁକ୍ତ ୩ ତୃତୀୟ ପର୍ଯ୍ୟାୟ ନାମଲେଖା ଆବେଦନ
- ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି
- ଆଜିଠୁ ୧୪ ଦିନିଆ ଆନ୍ତର୍ଜାତିକ ବାଣିଜ୍ୟମେଳା ଆରମ୍ଭ
- ଆଜି ନାମାଙ୍କନ ଭରିବେ ଅଖିଳେଶଙ୍କ ପତ୍ନୀ
- ଆଜି ଶିଶୁ ଦିବସ
- ବିଶ୍ବ ମଧୁମେହ ଦିବସ
Last Updated : Nov 14, 2022, 7:10 AM IST