ETV Bharat / bharat

ଶିବସେନାର ପୂର୍ବତନ ସାଂସଦଙ୍କ ବାସଭବନରେ ED ରେଡ୍‌ - ED raid

ଶିବସେନାର ପୂର୍ବତନ ସାଂସଦ ଆନନ୍ଦରାଓ ଅଦସୁଲଙ୍କ ଘରେ ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ଅଧିକ ପଢନ୍ତୁ...

ଶିବସେନା ପୂର୍ବତନ ସାଂସଦଙ୍କ ଘର ସମେତ ୬ ସ୍ଥାନରେ ED ରେଡ୍‌

author img

By

Published : Sep 27, 2021, 12:25 PM IST

ମୁମ୍ବାଇ: ଶିବସେନାର ପୂର୍ବତନ ସାଂସଦ ଆନନ୍ଦରାଓ ଅଦସୁଲଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିଥିବା ସୂଚନା ମିଳିଛି । ଆନନ୍ଦରାଓଙ୍କ ଘର ସମେତ ତାଙ୍କ ପୁଅ କ୍ୟାପଟେନ ଅଭିଜିତ ଅଦସୁଲ ଓ ଜ୍ବାଇଁଙ୍କ ଘର ଓ ଆଉ ୬ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଇଡି଼ ।

ଶିବସେନା ପୂର୍ବତନ ସାଂସଦଙ୍କ ଘର ସମେତ ୬ ସ୍ଥାନରେ ED ରେଡ୍‌
ଶିବସେନା ପୂର୍ବତନ ସାଂସଦଙ୍କ ଘର ସମେତ ୬ ସ୍ଥାନରେ ED ରେଡ୍‌

ଆନନ୍ଦରାଓଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିବା ସମୟରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା । ଏହାପରେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ମୁମ୍ବାଇ ସିଟି କୋ-ଅପରେଟିଭ ବ୍ୟାଙ୍କରୁ ୯୦୦ କୋଟି ଠକେଇ ଘଟଣା ଅଭିଯୋଗରେ ଏହି ଚଢାଉ କରିଛି ଇଡ଼ି । ଏହାସହିତ ଆଜି(ସୋମବାର) ଇଡ଼ି କାର୍ଯ୍ୟାଳୟରେ ଆନନ୍ଦରାଓଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ରହିଛି ।

ଏହି ମାମଲାରେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଖୋଳତାଡ ଆରମ୍ଭ କରିଥିଲା । ବ୍ୟାଙ୍କ ପରିସର ସମେତ ସହରର ବିଭିନ୍ନ ସ୍ଥାନରେ ଇଡି ଚଢାଉ କରିଥିବା ଦେଖିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.