ETV Bharat / bharat

National Herald Case: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପଓ୍ୱନ ବଂଶଲଙ୍କୁ EDର ଜେରା - ପର୍ବତନ କେନ୍ଦ୍ରମନ୍ତ୍ରୀ ପଓ୍ବନ ବଂଶଲଙ୍କୁ ଜେରା

ନ୍ୟାସନାଲ ହେରାଲ୍ଡ ଆର୍ଥିକ ଠକେଇ ମାମଲାରେ ଜେରାର ସମ୍ମୁଖୀନ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପଓ୍ବନ ବଂଶଲ । ଗତକାଲି ଜେରା ସାମ୍ନା କରିଥିଲେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡଗେ । ଅଧିକ ପଢନ୍ତୁ

National Herald Case: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପଓ୍ବନ ବଂଶଲଙ୍କୁ EDର ଜେରା

author img

By

Published : Apr 12, 2022, 4:30 PM IST

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ଆର୍ଥିକ ଠକେଇ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପଓ୍ବନ ବଂଶଲଙ୍କୁ ଜେରା କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ତାଙ୍କୁ ଇଡି ପକ୍ଷରୁ ନୋଟିସ ଜାରି କରାଯାଇଥିଲ । ଆଜି ପୂର୍ବାହ୍ନରେ ଇଡି ଅଧିକାରୀଙ୍କ ଦ୍ବାରା ତାଙ୍କ ବୟାନ ରେକର୍ଡ କରାଯାଇଛି । ଏହି ମାମଲାରେ ଇଡିର ତଦନ୍ତ ଜାରି ରହିଥିବା ବେଳେ ଏକାଧିକ ବରିଷ୍ଠ କଂଗ୍ରେସ ନେତା ତଦନ୍ତ ରାଡାରରେ ରହିଛନ୍ତି । ଗତକାଲି ED ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମଲ୍ଲିକାର୍ଜୁନ ଖାଡ୍ଗେଙ୍କୁ ମଧ୍ୟ ଜେରା କରିଥିଲା ।

ନ୍ୟାସନାଲ ହେରାଲ୍ଡ ଆର୍ଥିକ ଠକେଇ ମାମଲାରେ ଗତକାଲି କଂଗ୍ରେସ ରାଜ୍ୟସଭା ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ 79 ବର୍ଷୀୟ ମଲ୍ଲିକାର୍ଜୁନ ଖାଡ୍ଗେଙ୍କୁ ED ଅଧିକାରୀମାନେ ଜେରା କରିବା ସହ ତାଙ୍କର ବୟାନ ରେକର୍ଡ କରିଥିଲେ । Prevention of Money Laundering Act (PMLA) ଅନୁସାରେ ଏହି ମାମଲାର ତଦନ୍ତ ଜାରି ରଖିଛି ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.